Posted inଜାତୀୟ

ସୁସ୍ଥ ଅଛନ୍ତି କଲ୍ୟାଣ ସିଂ

ଲକ୍ଷ୍ନୌ,୯ ।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟରେ ବେଳକୁ ବେଳ ଉନ୍ନତି ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ଲକ୍ଷ୍ନୌର ସଞଜୟ ଗାନ୍ଧୀ ଅର‌୍ୟୁବିଜ୍ଞାନ ସଂସ୍ଥାନ(ଏସ୍‌ଜିପିଜିଆଇ)ରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କୁ ନେଇ ଆସିଥିବା କିଛି ଭୁଲ ଖବରକୁ ବିଶ୍ୱାସ ନ କରିବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । କଲ୍ୟାଣ ସିଂଙ୍କ ନାତି ସନ୍ଦିପ ସିଂ କହିଛନ୍ତି ଆପଣମାନଙ୍କୁ ଅନୁରୋଧ ଯେ ମିଛ ଖବର ପ୍ରତି ଧ୍ୟାନ ନ ଦିଅନ୍ତୁ । ଆଦରଣୀୟ ବାବୁଜୀ କଲ୍ୟାଣ ସିଂ ଜି ଏବେ ସୁସ୍ଥ ଅଛନ୍ତି । ଖୁବଶୀଘ୍ର ସେ ଘରକୁ ଫେରିବେ । ଆପଣମାନଙ୍କର ସ୍ନେହ , ଶ୍ରଦ୍ଧା, ଭଳପାଇବା ଓ ଆଶୀର୍ବାଦ ସବୁବେଳେ ସେ କାମନା କରନ୍ତି । ସୂଚନାଯୋଗ୍ୟ, କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟକୁ ନେଇ ସୋସିଆଲ ମିଡିଆରେ ଭୁଲ ଖବର ଦିଆଯାଉଥିବା ବେଏସ୍ ଜିପିଜିଆଇ ପକ୍ଷରୁ ଶୁକ୍ରବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ବୁଲେଟିନ ହସ୍ପିଟାଲ ପକ୍ଷରୁ ଜାରି କରାଗଲା । ଯେଉଁଥିରେ ସେ ସୁସ୍ଥ ଥିବା ଦର୍ଶାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଦରମା: ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୮।୪: ଜେଟ୍‌ ଏୟାରଓ୍ବେଜ୍‌ର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଫଳରେ କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳିପାରୁନାହିଁ। ଆର୍ଥିକ ସ୍ଥିତି ଖରାପ ହେବାରୁ ଜେଟ୍‌...

ଶପଥ ନେଲେ ଚନ୍ନି…

ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ତଥା ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନି ଶପଥ ଗ୍ରହଣ କରିଛନ୍ତି। ଫଳରେ ଚନ୍ନି ଏବେ ପଞ୍ଜାବର ୧୬...

ଉନ୍ନାଓରେ ୩ ବର୍ଷର ଶିଶୁକୁ ବଳାତ୍କାର

ଉନ୍ନାଓ,୯ା୧୨(ଆଇଏଏନ୍‌ଏସ୍‌): ଉନ୍ନାଓ ଗଣବଳାତ୍କାର ପୀଡ଼ିତାଙ୍କୁ ପୋଡି ମାରିଦେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ପୁଣି ସେହି ଜିଲାରେ ଜଣେ ୩ ବର୍ଷର...

ଶାନ୍ତିଶ୍ରୀ ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି…

ନୂଆଦିଲ୍ଲୀ, ୭।୨ : ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନୂତନ କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁୁଲିପୁଡି ପଣ୍ଡିତଙ୍କୁ ନିଯୁକ୍ତି ଦିଆଯାଇଛି।...

ମଣିପୁରରେ କଂଗ୍ରେସର ବଢିଲା ସଙ୍କଟ: ଭାଜପାରେ ସାମିଲ ହୋଇପାରନ୍ତି ୮ ବିଧାୟକ

ଇମ୍ଫାଲ,୨୧।୭: ମଣିପୁରରେ କଂଗ୍ରେସ ଉପରେ ସଙ୍କଟ ଦେଖାଦେଇଛି। ନମଣିପୁର କଂଗ୍ରେସ କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବୁଧବାର...

ଆଜିଠୁ ଭୋଟର ତାଲିକା ସଂଶୋଧନ

ନୂଆଦିଲ୍ଲୀ,୧ା୯: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ରବିବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଗୋଟିଏ ମାସ ଚାଲିବ। ଏହି ମେଗା ଭୋଟର...

ପଞ୍ଜାବ-ରାଜସ୍ଥାନରେ ଡ୍ରୋନ୍‌ ଏବଂ କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୨।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ଳାଗି ରହିଛି। ଶୀତଦିନେ ଘନ କୁହୁଡ଼ିର ସାହାରା ନେଇ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ୱାରା ତାଲିମପ୍ରାପ୍ତ...

ଟୁଇଟର ବିରୋଧରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା

ନୂଆଦିଲ୍ଲୀ,୨୯।୬: ଟୁଇଟର ପିଛା ଛାଡ଼ିବାକୁ ନା ଧରୁନି ବିବାଦ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ଦିଲ୍ଲୀରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା ଦାୟର ହୋଇଛି। ୟୁଜର୍ସଙ୍କ...

Advertisement
Archives

Model This Week