Home Left

ନିକ୍‌ଙ୍କ କଥା ମନେ ପକାଇ ଫଟୋ ଶେୟାର କଲେ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ହଲିଉଡ ଗାୟକ ନିକ୍‌ ଜୋନାସ ନିଜର ବୈବାହିକ ଜୀବନକୁ ନେଇ ବେଶ୍‌ ହସଖୁସିରେ ସମୟ କାଟୁଛନ୍ତି। ପ୍ରିୟଙ୍କାଙ୍କୁ ବିବାହ କରିବା ପୂର୍ବରୁ ନିକ୍‌ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ରହୁଥିଲେ। ସେତେବେଳେ…

ବିତରଣ କମ୍ପାନୀଙ୍କ ଉପରେ ବାକି ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧।୩: ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଉପରେ ଉତ୍ପାଦନ କମ୍ପାନୀଗୁଡିକର ବାକି ୧.୩୬ ଲକ୍ଷ କୋଟି ଟଙ୍କା ଛୁଇଁଛି। ୨୦୨୦ ଡିସେମ୍ବର ସୁଦ୍ଧା ଏହି ବାକିରେ ୨୪% ବଢିଛି। ଗତ ବର୍ଷ ଡିସେମ୍ବର ସୁଦ୍ଧା ଏହି ବାକି ୧.୧୦ ଲକ୍ଷ କୋଟି ଟଙ୍କା…

ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତିଙ୍କଠାରେ ଥାଏ ଏହି ସବୁ ଲକ୍ଷଣ

ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଶେଷ ଗୁଣ ରହିଥାଏ, ଯେଉଁ ଗୁଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ତେବେ ଏହି ମାସରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ବିଶେଷ ଗୁଣ ସମ୍ପର୍କରେ… ଭଲ ଜୀବନସାଥୀ…

ଆଇପିଏଲ ଭେନ୍ୟୁ ଉପରେ ଆପତ୍ତି ଉଠାଇଲେ ହାଇଦ୍ରାବାଦ, ରାଜସ୍ଥାନ, ପଞ୍ଜାବ

ମୁମ୍ବାଇ,୧।୩ : ଆଗାମୀ ଆଇପିଏଲ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚୂଡ଼ାନ୍ତ କରିଥିବା ୬ଟି ଭେନ୍ୟୁ ଉପରେ ଆପତ୍ତି ଉଠାଇଛନ୍ତି ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଆପତ୍ତି ଉଠାଇଥିବା ଫ୍ରାଞ୍ଚାଇଜର ହୋମ ଗ୍ରାଉଣ୍ଡକୁ ବିସିସିଆଇ…

ଏହିସବୁ ରୋଗ ପାଇଁ ମହୌଷଧି ଟମାଟୋ

ଟମାଟୋ ଏକ ଏପରି ପରିବା ଯାହା ସହଜରେ ବଜାରରେ ଉପଲବ୍ଧ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ବ୍ୟଞ୍ଜନର ସ୍ବାଦ ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିଥାଏ। ଏଥିରେ ଭରପୂର ମାତ୍ରାରେ ଭିଟାମିନ ଓ ମିନେରାଲ ରହିଛି। ପାଚିଲା ଟମାଟୋଠାରୁ…

ଥମୁନି ଆରସିବି ବ୍ୟାଟ୍ସମ୍ୟାନଙ୍କ ଶତକ ଧାରା

ବାଙ୍ଗାଲୋର,୧।୩ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓପନର ତଥା କର୍ନାଟକ ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକଲ ଏବେ ଚମତ୍କାର ଫର୍ମରେ। ଚଳିତ ବିଜୟ ହଜାରେ ଟ୍ରଫିରେ ଜାରି ରହିଛି ତାଙ୍କ ଶତକ ଧାରା। ଓଡ଼ିଶା ବିପକ୍ଷରେ ୧୫୨ ଓ କେରଳ ବିପକ୍ଷରେ…

ହେଙ୍ଗୁରେ ରହିଛି ଏସବୁ ଉପକାରୀ ଗୁଣ

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ ଉକ୍ତ ରକ୍ତଚାପ ରୋଗକୁ ହାଲ୍‌କା ଭାବରେ ନେବା ଉଚିତ୍‌ ନୁହେଁ। ଡାକ୍ତରଙ୍କ ପରାମର୍ଶ ବ୍ୟତୀତ…

ଫେକ୍‌ ଆଇଡ଼ିରୁ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ, ଯୁବନେତାଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର ଅଫିସ,୧ା୩: ଜନୈକା ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ଶିବରାମ ଜେନା (୨୯) । ପୋଲିସ ତାଙ୍କ ନିକଟରୁ ଏକ ମୋବାଇଲ୍‌ ଫୋନ ଜବତ କରିଛି। ମୋବାଇଲ ଯାଞ୍ଚ ବେଳେ ସେ ଏଭଳି…

ବିଗ୍‌ ବିଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ‘ଆନନ୍ଦ’

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କୁ ପ୍ରଥମେ ବଲିଉଡ୍‌ରେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଷ୍ଟାର ମାନ୍ୟତା ପାଇବା ପାଇଁ ବିଗ୍‌ ବିଙ୍କ ଆଖିରୁ ନିଦ ହଜି ଯାଇଥିଲା। ୧୯୬୯ରେ ସେ ମୃଣାଳ ସେନ୍‌ଙ୍କ ଫିଲ୍ମ ଭୁବନ ଶୋମେରେ ଅଭିନୟ କରିଥିଲେ।…

ଲାଲକିଲ୍ଲା ହିଂସା ପଛରେ ଭାଜପା: କେଜରିଓ୍ବାଲ

ନୂଆଦିଲ୍ଲୀ,୧।୩ : ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିବେଳେ ଘଟିଥିବା ଲାଲକିଲ୍ଲା ହିଂସା ପାଇଁ ଭାଜପା କର୍ମୀଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ମିରଟଠାରେ କିଷାନ ମହାପଞ୍ଚାୟତକୁ ସମ୍ବୋଧନ ଦେଇ କେଜେରିଓ୍ବାଲ କହିଛନ୍ତି, କୃଷକମାନେ କିଛି ବି ହୋଇପାରନ୍ତି।…

ଏହି ଯୁବତୀଙ୍କ ପ୍ରେମରେ ଉବୁଟୁବୁ ବାହୁବଳୀ ପ୍ରଭାସ!

‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବିବାହକୁ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେ କେବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଇଚ୍ଛା। ଏପର୍ଯ୍ୟନ୍ତ ବିଭିନ୍ନ ଅଭିନେତ୍ରୀଙ୍କ ତାଙ୍କ ନାଁ ଯୋଡା ସରିଲାଣି। କିନ୍ତୁ ସେ କାହାକୁ ବିବାହ…

କ୍ଷୀରରେ ଏହାକୁ ମିଶାଇ ପିଅନ୍ତୁ, ଦୂରହେବ ଆଣ୍ଠୁଗଣ୍ଠି ସମସ୍ୟା

ଔଷଧୀୟ ଗୁଣରେ ଭରପୂର୍‌ ଡାଲଚିନ୍‌। ଅନେକ ପ୍ରକାର ରୋଗର ରାମବାଣ ଔଷଧ ଭାବେ ଏହା ପରିଚିତ। କ୍ଷୀରରେ ସାମାନ୍ୟ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଶରୀରକୁ ଦ୍ୱିଗୁଣା ଫାଇଦା ମିଳିଥାଏ। ଏମିତିରେ ତ କ୍ଷୀର ପୋଷଣରେ ଭରପୂର୍‌ ଥାଏ। କିନ୍ତୁ ସେଥିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri