Posted inଜାତୀୟ

ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ: ଓମ ବିର୍ଲା

ନୂଆଦିଲ୍ଲୀ,୧୨ ।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସୋମବାର ଲୋକ ସଭା ସ୍ପିକର ଓମ ବିର୍ଲା ଏହା କହିଛନ୍ତି । ଏଥିରେ ମୋଟ ୧୯ କାର୍ଯ୍ୟ ଦିବସ ରହିବ । ବିର୍ଲା କହିଛନ୍ତି ସମସ୍ତ ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ ନିୟମ ଅନୁଯାୟୀ ଅନୁମତି ମିଳିବ । ଆର୍‌ଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ ହୋଇ ନ ଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯିବ । ମୌସୁମୀ ଅଧିବେଶନରେ ବିରୋଧି ଶାସକଙ୍କୁ ଘେରିବ । ଏଥର ଉତ୍ତର ପ୍ରଦେଶ ବ୍ଲକ ପ୍ରମୁଖ ନିର୍ବାଚନରେ ହୋଇଥିବା ହିଂସା, ଟିକାକରଣରେ ମନ୍ଥରତା ଆଉ ପୁଣି କରୋନାର ତୃତୀୟ ଲହରକୁ ନେଇ ସରକାର କେତେ ପ୍ରସ୍ତୁତ ଏସବୁ ବିଷୟକୁ ନେଇ ବିରୋଧି ପ୍ରଶ୍ନ କରିପାରେ ବୋଲି ଅନୁମାନ କରାଯାଉଛି । ପୁଣିଥରେ ଗୃହରେ ନୂଆ କୃଷି ଆଇନକୁ ନେଇ ବି ମନ୍ଥନ କରାଯାଇ ପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚେତାବନୀ, ଘର ବାହାରେ ପଢିବେ ହନୁମାନ ଚାଳିଶା

ମୁମ୍ବାଇ,୨୧ ।୪: ମହାରାଷ୍ଟ୍ରର ନିର୍ଦ୍ଦଳୀୟ ବିଧାୟକ ରବି ରାଣା ବୁଧବାର କହିଛନ୍ତି ସେ ୨୩ ଏପ୍ରିଲରେ ମୁମ୍ବାଇ ଆସିବେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ...

ମୁମ୍ବାଇରେ ଗୋଟିଏ ଦିନରେ ୨୧୮ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ଭାଇରସ ବେଳକୁ ବେଳ ତାଣ୍ଡବ ରଚି ଚାଲିଛି। ଗୋଟିଏ ଦିନରେ ଏଠାରେ ଶହ ଶହ ଲୋକ କରୋନାରେ ପୀଡ଼ିତ ହେବା ସରକାରଙ୍କ...

୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ: ସରକାରଙ୍କ ଚିନ୍ତା ବଢ଼ିଲା

ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ ହୋଇଛନ୍ତି। ମେଟ୍ରୋ ପ୍ରୋଜେକ୍ଟ ଅନ୍ତର୍ଗତ ଏଠାକାର ୨୭ ଶହ...

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରୁ ପରଦା ଉଠାଇଲା କଂଗ୍ରେସ

ଚଣ୍ଡିଗଡ, ୬।୨: ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଚରଣଜିତ ସିଂ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବେ...

ଗଲଓ୍ବାନ୍‌ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବେସିକ୍‌ ଏକ୍ସଚେଞ୍ଜ୍‌ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ୍‌ (ବିଇସିଏ) ସ୍ବାକ୍ଷରିତ ହୋଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଦୁଇଟି...

ଗୁଜରାଟରେ କଂଗ୍ରେସକୁ ବଡ଼ ଝଟ୍‌କା: ଆଉ ଜଣେ ବିଧାୟକ ଦେଲେ ଇସ୍ତଫା

ଗାନ୍ଧୀନଗର,୧୬।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁଜରାଟ କଂଗ୍ରେସର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହାସହିତ...

ଶିରିଡ଼ି ବନ୍ଦକୁ ଶିବସେନା ଏମ୍‌ପିଙ୍କ ସମର୍ଥନ

ଶିରିଡ଼ି,୨୦ା୧(ପି.ଟି.): ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ପରେ ରବିବାର ମହାରାଷ୍ଟ୍ରର ଶିରିଡ଼ି ସହର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ମନ୍ଦିର...

ଆଜମ ଖାଁଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ

ଲକ୍ଷ୍ନୌ,୨୮।୧୦: ହେଟ ସ୍ପିଚ୍‌ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ କରିଦିଆଇଛି। ଗୁରୁବାର ରାମପୁର କୋର୍ଟ ଏହି ମାମଲାରେ...

Advertisement
Archives

Model This Week