ମୁଥୁଟ ଗ୍ରୁପ୍ର ଅଧ୍ୟକ୍ଷଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୭।୩: ଦେଶର ବହୁ ଲୋକଙ୍କୁ ସୁନା ବଦଳରେ ଋଣ ଦେଉଥିବା ଅଗ୍ରଣୀ ଘରୋଇ କମ୍ପାନୀ ମୁଥୁଟ ଗ୍ରୁପର ଚେୟାରମ୍ୟାନ୍ ଏମ.ଜି. ଜର୍ଜ ମୁଥୁଟ୍ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ରାତି ୯ଟାରେ ଦିଲ୍ଲୀର ଇଷ୍ଟ୍ ଅଫ୍ କୈଳାସସ୍ଥିତ ତାଙ୍କ…
ଯୋଗ କରୁଛି ହାତୀ
ସୋସିଆଲ ମିଡିଆରେ ଅନେକ ସମୟରେ ହାତୀର ମଜାଳିଆ ଏବଂ ସୁନ୍ଦର ଭିଡିଓ ଦେଖିବାକୁ ମିଳିଥାଏ। ମାତ୍ର ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉଛି, ଆପଣ ଏପରି ଭିଡିଓ କେବେ ଦେଖି ନ ଥିବେ। ଆପଣ କେବେ ହାତୀ ଦୁଇ ଗୋଡ଼ରେ ଛିଡା…
୫୭ ବର୍ଷୀୟ ଏହି ଅଭିନେତା ୩୧ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କୁ କଲେ ୫ମ ବିବାହ, ଲୁଚାଇଥିଲେ …
ହଲିଉଡ୍ ଫିଲ୍ମ ‘ଘୋଷ୍ଟ ରାଇଡର’ର ଅଭିନେତା ନିକୋଲସ କେଜ ୫ମ ବିବାହ କରିଛନ୍ତି। ୫୭ ବର୍ଷୀୟ ନିକୋଲସ ୨୬ ବର୍ଷୀୟା ଜାପାନୀ ଗର୍ଲଫ୍ରେଣ୍ଡ ରିକୋ ଶିବାଟାଙ୍କୁ ଲସ ବେଗାସର ଓ୍ବିନ୍ ହୋଟେଲରେ ବିବାହ କରିଛନ୍ତି। ଏହି ବିବାହ ନିରାଡମ୍ବର ଭାବରେ କରାଯାଇଛି।…
ବ୍ଲଡ୍ ସୁଗାର ନିୟନ୍ତ୍ରଣ କରେ ଏସବୁ ମସଲା…
ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ବ୍ଲଡ୍ ସୁଗାର ସମସ୍ୟା ଦେଖାଯାଇଥାଏ। ଏହାକୁ ନେଇ ଲୋକେ ମାନସିକ ଚିନ୍ତାଗସ୍ତ ହୋଇଥାନ୍ତି। ତେବେ ନିତିଦିନିଆ ଜୀବନରେ କେତେକ କାର୍ଯ୍ୟ କଲେ ଏଥିରୁ ସହଜରେ ଦୂରେଇ ରହିହେବ। ପ୍ରତିଦିନ କିଛି ସମୟ ଶାରୀରିକ ବ୍ୟାୟାମ କରିବା ସହିତ…
ଲୁଚିଲୁଚି ପୁଅଙ୍କ ଫେସ୍ବୁକ ପ୍ରୋଫାଇଲରେ ଏହି ୪ଟି ଜିନିଷ ଦେଖନ୍ତି ଝିଅ
ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ଚାଲିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ମଧ୍ୟବୟସ୍କ ପ୍ରାୟ ସମସ୍ତେ ଫେସ୍ବୁକ ସହ ଜଡିତ। ତେବେ ଅଧିକାଂଶ ନିଜ ପ୍ରୋଫାଇଲକୁ ଇମ୍ପ୍ରେସିଭ କରିବା ପାଇଁ ଚାହିଁଥାନ୍ତି। ସେଥିପାଇଁ ସେମାନେ ନୂଆ ନୂଆ ଫଟୋ ଅପ୍ଲୋଡ କରିଥାନ୍ତି। ତେବେ…
ଲବଙ୍ଗଦୂର କରେ ଏସବୁ ରୋଗ
ସମସ୍ତଙ୍କ ରୋଷେଇ ଘରେ ଲବଙ୍ଗର ବ୍ୟବହାର ହେଉଥିବା ଦେଖାଯାଏ । ହେଲେ ଏହି ଲବଙ୍ଗ ଆମକୁ ଅନେକ ଛୋଟ ବଡ ରୋଗଠାରୁ ଦୂରେଇ ରଖିଥାଏ ଏକଥା ଅଧିକାଂଶ ଲୋକେ ଜାଣି ନ ଥାଆନ୍ତି । ଲବଙ୍ଗରେ ରହିଛି ପ୍ରୋଟିନ, ଆଇରନ୍, କାବ୍ରୋହାଇଡ୍ରେଟ୍ସ,…
ଜଳୁଛି ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ
ବୌଦ୍ଧ/ତଳଗାଁ,୭ା୩, ବୌଦ୍ଧ ଜିଲାର ସଂରକ୍ଷିତ ଜଙ୍ଗଲଗୁଡିକ ଏବେ ନିଆଁ ଘେରରେ। କଣ୍ଟାମାଳ, ମନମୁଣ୍ଡା, ବୌଦ୍ଧ, ପୁରୁଣାକଟକ ଓ ମାଧପୁର ରେଞ୍ଜର ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି। ଜିଲା ସାରା ଜଙ୍ଗଲ ଜଳୁଥିବା ବେଳେ ବନ ବିଭାଗ ନିଆଁକୁ ଆୟତ୍ତ କରିବାରେ ବିଫଳ…
ଗାଁ ଦାଣ୍ଡରେ ଗୁଳିକରି ଯୁବକଙ୍କୁ ହତ୍ୟା, ଉତ୍ତେଜନା
ଅମରପାଲି/ସୋନପୁର,୬।୩: ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଟିକିରାପଡ଼ାରେ ଶନିବାର ରାତିରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଗ୍ରାମର ବାବୁଲୁ ମେହେର(୩୦)ଙ୍କ ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ପୋଲିସ ବାବୁଲୁଙ୍କ ପଡ଼ୋଶୀ ମୁରଲୀ ମେହେର(୪୦)ଙ୍କୁ ଗିରଫ…
ଝିଅକୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁଲେ ମା’
ମାଲକାନଗିରି,୬ା୩: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ୪ ବର୍ଷର ଶିଶୁକନ୍ୟାକୁ ଧରି ମା’ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମା’ ଓ ଶିଶୁକନ୍ୟାଙ୍କ ମୃତଦେହ କୂଅରୁ ଜବତ…
ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେଲେ
ସମ୍ବଲପୁର, ୬ା୩ (ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଅଧୀନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ମୁଖ୍ୟ ଗେଟ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅଟୋରେ ଆଣି ଚାଳକ ଅଚେତ ଅବସ୍ଥାରେ ଫିଙ୍ଗିଦେଇ ଫେରାର ହୋଇଯାଇଛନ୍ତି।…
ଛତିଶଗଡ଼ ସୀମାନ୍ତ ଗ୍ରାମରେ ହେବ ଓଡ଼ିଶା ସରକାରଙ୍କ କ୍ୟାମ୍ପ
ପଦ୍ମପୁର,୬।୩: ଛତିଶଗଡ଼ ସୀମାନ୍ତବର୍ତ୍ତୀ ବରଗଡ଼ ଜିଲା ଚରଦାପାଲ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଶନିବାର ଗସ୍ତ କରିଥିଲେ। ଏହି ସମୟରେ ସେ ଗ୍ରାମବାସୀଙ୍କଠାରୁ ସୁବିଧା ଅସୁବିଧା, ସରକାରୀ ଯୋଜନାର ରୂପାୟନ ଉପରେ ପଚାରି ବୁଝିଥିଲେ । ଜିଲାପାଳ ସୀମାନ୍ତ…
ନନ୍ଦିଗ୍ରାମ ପାଇଁ ଶୁଭେନ୍ଦୁଙ୍କୁ ଟିକେଟ ଦେଲା ଭାଜପା
କୋଲକାତା,୬।୩: ପଶ୍ଚିମବଙ୍ଗ ବିଧାନସଭାର ୨ଟି ପର୍ଯ୍ୟାୟ ର୍ନିବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମାର୍ଚ୍ଚ ୨୭ ଏବଂ ଏପ୍ରିଲ ୧ରେ ହେବାକୁ ଥିବା ପ୍ରଥମ ୨ଟି ପର୍ଯ୍ୟାୟ ର୍ନିବାଚନରେ ଭାଜପାର ୫୭ ପ୍ରାର୍ଥୀ ଲଢେଇ କରିବେ। ପଶ୍ଚିମବଙ୍ଗରେ…
Archives


