Posted inଫୁରସତ

ମାଛ ଖେଳୁଛନ୍ତି ଫୁଟବଲ, ଗୋଲ୍‌ ଦେଖିଲେ ଟିଣ ହୋଇଯିବ ମୁଣ୍ଡ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଇ ଥାଏ ତ ଆଉ କେତେକ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ସେମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି।

ଭିଡିଓରେ ମାଛଗୁଡ଼ିକ ପାଣି ଭିତରେ ଫୁଟବଲ ଖେଳୁଥିବା ନଜର ଆସିଛନ୍ତି। ପାଣି ଭିତରେ ଫୁଟବଲର ପୂରା ସେଟ୍‌ ଅପ୍‌ ତିଆରି କରାଯାଇଛି। ଜଣେ ବ୍ୟକ୍ତି ପାଣିରେ ଛୋଟ ଫୁଟବଲ ପକାଉଛନ୍ତି। ମାଛଗୁଡ଼ିକ ନିଜ ମୁହଁରେ ଫୁଟବଲ ଖେଳୁଛନ୍ତି। ବଲ୍‌କୁ ଗୋଲ୍‌ ବି ଦେଉଛନ୍ତି।

ଭିଡିଓଟି ବହୁତ ସୁନ୍ଦର ହୋଇଛି। ଆପଣ କେବେ ଦେଖି ନ ଥିବେ ମାଛମାନେ ଏତେ ବଢ଼ିଆ ଫୁଟବଲ ଖେଳନ୍ତି ବୋଲି। ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ। ଭିଡିଓଟିକୁ @BuitengebiedenB ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଡିଓକୁ ୧୮୦୦୦ରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଏଥିରେ ଲେଖିଛନ୍ତି, ମୁଁ ଏହାକୁ ପୂରା ଦିନ ଦେଖୁଛି। ଏହା ବହୁତ ଆରାମଦାୟକ। ମୋତେ ଶାନ୍ତି ମିଳିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇଙ୍କ ମୃତ୍ୟୁ

ଓ୍ବାଶିଂଟନ, ୭।୭- ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇ ରୋନି ଓ ଡୋନି ଗେଲୟନ ଆଉ ନାହାନ୍ତି। ୬୮ ବର୍ଷ ବୟସରେ ଏହି...

ଭାରତର ଲଙ୍କା ସହର ଗୁଣ୍ଟୁର

ଅମରାବତି: ଭାରତର ପ୍ରତ୍ୟେକ ସହର ଗୋଟିଏ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ। ଉତ୍ତରରେ କଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲଂଠାରୁ ପଶ୍ଚିମରେ ଖଣ୍ଡାଲା ପର୍ଯ୍ୟନ୍ତ। ପ୍ରତ୍ୟେକ ସହରର...

ସର୍ବାଧିକ ସର୍ଚ୍ଚ ପ୍ରଶ୍ନ ‘ସେଲ୍ଫ କେୟାର’

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଚିକିତ୍ସା ପାଇଁ ଔଷଧ ନ ଥିବାରୁ ଡାକ୍ତର, ବିଶେଷଜ୍ଞମାନେ ନିଜ ନିଜ ଶରୀରର ଯତ୍ନ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି।...

ପୁଲ୍‌ଓ୍ବାମା ଶହୀଦଙ୍କ ଝିଅଙ୍କୁୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଜିଲାପାଳ

ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ଥାଇ ସୁଦ୍ଧା ଜନସାଧାରଣଙ୍କ ସେବା କରିବାକୁ ଭୁଲନ୍ତି ନାହିଁ। ହେଲେ ଜଣେ ଯବାନ ଶହୀଦ ହେବା...

ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ଅନୁଭୂତ ହେବ ସାହାରା ମରୁଭୂମି ଭଳି ତାତି: ୧୨୦ କୋଟି ଭାରତୀୟ ହେବେ ପ୍ରଭାବିତ

ଲଣ୍ଡନ/ନୂଆଦିଲ୍ଲୀ,୬।୫: ସାରା ପୃଥିବୀରେ ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଏହାର ପ୍ରଭାବ ଯଦି ଜାରି ରୁହେ, ତେବେ ଆସନ୍ତା ୫୦ ବର୍ଷ ମଧ୍ୟରେ...

ଇ-ଗ୍ଲୋବ୍‌ : କୃତ୍ରିମ ହାତକୁ ଦେବ ବାସ୍ତବ ଅନୁଭବ

ନ୍ୟୁୟର୍କ: ଆମେରିକାର ପୁରଡ୍ୟୁ କଲେଜ ଅଫ ଇଞ୍ଜିନିୟରିଂର ଗବେଷକମାନେ ଏକ ଇଲେକ୍ଟ୍ରୋନିକ ଗ୍ଲୋବ୍‌(ଇ-ଗ୍ଲୋବ୍‌) ବିକାଶ କରିଛନ୍ତି, ଯାହା ପ୍ରୋସ୍ଥେଟିକ୍‌ ହ୍ୟାଣ୍ଡ୍‌ ବା ରୋବୋ ବାୟୋନିକ୍‌ ହ୍ୟାଣ୍ଡ୍‌କୁ...

ଦୃଷ୍ଟିକୋଣ

ଗଲା ଗ୍ରହଣ ପରର କଥା। କେତୁବାଦୀ- ହେତୁବାଦୀଙ୍କ କି ବିବାଦ ଆରମ୍ଭ ହେଲା ଯେ ଥମିବାର ନାଁ ଧରୁନି । ବିଚରା ଆମ ଭଳି ସାଧାରଣ...

ପରିବାର ସଦସ୍ୟଙ୍କୁ ଘରେ ପହଞ୍ଚାଇବାକୁ ଚୋରି କରିଥିବା ବାଇକକୁ ଦୁଇ ସପ୍ତାହ ପରେ ପାର୍ସଲ କରି ଫେରାଇ ଦେଲେ

କୋଏମ୍ବାଟୁର,୧।୬: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଜାରି କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକମାନେ କାମଧନ୍ଦା ହରାଇବା ପରେ...

Advertisement
Archives

Model This Week