Home Left

ରାଜ୍ୟରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୭।୩(ବ୍ୟୁରୋ): ରାଜ୍ୟରେ ରବିବାର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା…

ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ

କଟକ ଅଫିସ, ୭ା୩: କଟକ ବଜ୍ରକବାଟିସ୍ଥିତ ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି କମ୍ପ୍ଲେକ୍ସ ଛାତରୁ ପଲସ୍ତରା ଖସି ରଡ ଦେଖାଯାଉଛି। ଏଠାରେ ଦୋକାନ ଘର ଅଛି କିନ୍ତୁ ଭଡା ଲାଗିପାରୁନାହିଁ। ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା…

୧୮ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେବ ଏହି ୫ ଶବ୍ଦ ଥିବା ଟୁଇଟ୍‌

ଓ୍ବାଶିଂଟନ,୭।୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବେ। ୨୧ ମାର୍ଚ୍ଚ ୨୦୦୬ରେ କରାଯାଇଥିବା ଏହି ଟୁଇଟ୍‌ରେ ସେ ଲେଖିଥିଲେ ଯେ, ସେ ତାଙ୍କ ଟୁଇଟର ଆକାଉଣ୍ଟକୁ ପ୍ରସ୍ତୁତ କରୁଛନ୍ତି। (just setting…

ମିଥୁନ ଧରିବେ ପଦ୍ମ !

କୋଲକାତା,୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ମାର୍ଚ୍ଚ ୨୭ରେ ହେବାକୁ ଯାଉଛି। ଏହା ପୂର୍ବରୁ ଭାଜପା ଦଳରେ ରାଜ୍ୟରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କୁ ମିଶାଇବା ପ୍ରକ୍ରିୟା ଜାରି ରଖିଛି। ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାଜପାରେ ଯୋଗଦେବାର ନିଷ୍ପତ୍ତି…

ଟ୍ରାକ୍‌କୁ ଫେରୁଛି ଯାନ ଉଦ୍ୟୋଗ: ରାଜୀବ ଦୁବେ

ମହାମାରୀ କରୋନା ପ୍ରତ୍ୟେକ ଅର୍ଥନୈତିକ କାର୍ଯ୍ୟକଳାପକୁ ଠପ୍‌ କରି ସମସ୍ତ କ୍ଷେତ୍ରର କ୍ଷତି ସାଧନ କରିଥିଲା। ଏପରି ସଙ୍କଟ ସମୟରେ ଯାନବାହନ ଉଦ୍ୟୋଗର ଭବିଷ୍ୟତ ସମ୍ପର୍କରେ ଧରିତ୍ରୀ ସହ ଆଲୋଚନା କରିଛନ୍ତି ରୋହନ ଅଟୋରାଇଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ରାଜୀବ ଦୁବେ।…

ଲଡର୍‌ସରେ ନୁହେଁ, ଏହି ଭେନ୍ୟୁରେ ଖେଳାଯାଇପାରେ ଡବ୍ଲ୍ୟୁଟିସି ଫାଇନାଲ

ସାଉଥାମ୍ପଟନ,୭।୩ : ଆସନ୍ତା ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ ଖେଳାଯିବ। ତେବେ ଏହି ମ୍ୟାଚ୍‌ ଐତିହାସିକ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର ସମ୍ଭାବନା ଖୁବ୍‌ କମ୍‌।…

ଓଡ଼ିଶାରେ ସାମୁଦ୍ରିକ ଶୈବାଳ ଚାଷ

ପାରାଦୀପ, ୭ା୩(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪ ସ୍ଥାନରେ ସପ୍ତାହେ ହେଲା ପ୍ରଥମ କରି ସାମୁଦ୍ରିକ ଶୈବାଳ ଚାଷ ଆରମ୍ଭ ହୋଇଛି। ଅନ୍ୟ ସ୍ଥାନ ହେଲା ଗଞ୍ଜାମ, ପୁରୀ ଓ ବାଲେଶ୍ୱର। ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଓ ତାମିଲନାଡୁର ଏକ…

ଓଡ଼ିଶାର ଚାଷୀଙ୍କୁ ପିଏମ୍‌ କିଷାନ: ସମସ୍ତ ଯୋଗ୍ୟ ଚାଷୀ ପାଇବେ ଟଙ୍କା

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ ପ୍ରଧାନମନ୍ତ୍ରୀ(ପିଏମ୍‌) କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ। ଏ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଶନିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ…

ଖୋଲିଲା ତାମ୍ପରା ଲେକ୍‌ ଭ୍ୟୁ ଫ୍ରଣ୍ଟ୍‌

ଛତ୍ରପୁର,୭।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ହୁମୁରୀ ତାମ୍ପରା ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ରୂପ ମିଳିଛି। ତାମ୍ପରା ଲେକ୍‌ ଭିୟୁ ଫ୍ରଣ୍ଟ୍‌ ପର୍ଯ୍ୟଟକଙ୍କ ପାଇଁ ଟ୍ରାଏଲ ବେସିସ୍‌ରେ ଶନିବାର ଖୋଲାଯାଇଛି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ…

ଏକଦା ନେହେରା ଦେଇଥିଲେ ଅଟୋଗ୍ରାଫ୍‌, ଏବେ ଦଳକୁ ଜିତାଇ ଚର୍ଚ୍ଚାରେ ଏହି କ୍ରିକେଟର; ଫଟୋ ଭାଇରାଲ ପରେ…

ନୂଆଦିଲ୍ଲୀ,୬।୩: ସୋସିଆଲ ମିଡିଆରେ ପ୍ରତିଦିନ କ୍ରିକେଟରମାନଙ୍କର ବିଗତ ଦିନର ଫଟୋ ଭାଇରାଲ ହୋଇଥାଏ। ଏବେ ସେଭଳି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଆପଣ ଫଟୋରେ ଦେଖୁଥିବେ। ଯଦି ପଚରାଯାଏ ଚିହ୍ନନ୍ତୁ ନେହେରା ଅଟ୍ରୋଗ୍ରାଫ ଦେଇଥିବା ଏହି ଭାରତୀୟ କ୍ରିକେଟରଜଣଙ୍କ କିଏ,…

ଆସୁଛି ଜାଗରଯାତ୍ରା: ଏକାଠି ଦୀପ ଜାଳିବେନି ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର, ୭।୩(ଡି.ଏନ୍‌.ଏ.): ଆସନ୍ତା ୧୧ ତାରିଖରେ ମହାଶିବରାତ୍ରି ଓ ଜାଗରଯାତ୍ରା। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ଶୈବପୀଠଗୁଡ଼ିକରେ ଚଳିତ ବର୍ଷ ସାଧାରଣ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କେତେକ ପ୍ରମୁଖ ଶୈବପୀଠରେ ୧୪୪ ଧାରା ଜାରି ହେବା…

ଦର୍ପଣ ପରି ସ୍ବଚ୍ଛ ନଦୀ ଜଳ: ଦେଖିହେବ ମୁହଁ

ଶିଲଂ: ଭାରତରେ ଥିବା ନଦୀଗୁଡ଼ିକର ଜଳ ପ୍ରାୟ ଅପରିଷ୍କାର। ତେବେ ଏଭଳି ଏକ ନଦୀ ରହିଛି ଯାହାର ପାଣି ସମ୍ପୂର୍ଣ୍ଣ ସ୍ବଚ୍ଛ। ଏହାର ପାଣି କାଚକେନ୍ଦୁ ପରି। ଏହା ଏତେ ସ୍ବଚ୍ଛ ଯେ ଏଥିରେ ଜଣେ ନିଜର ମୁହଁ ମଧ୍ୟ ଭଲଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri