Posted inଜାତୀୟ

ବ୍ରାହ୍ମଣ ଭୋଟ୍‌କୁ ମାୟାବତୀଙ୍କ ଲୋଭ

ଲକ୍ଷ୍ନୌ,୧୯ା୭: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବ୍ରାହ୍ମଣଙ୍କ ଭୋଟକୁ ଲୋଭ କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବ୍ରାହ୍ମଣ ସମାଜକୁ ଭାଜପା ଭ୍ରମରେ ରଖି ସେମାନଙ୍କ ଭୋଟ ହାସଲ କରିପାରିବ ନାହିଁ। ବିଏସ୍‌ପି ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଆସନ୍ତା ୨୩ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମ୍ପ୍ରଦାୟକୁ ପୁଣିଥରେ ଜାଗ୍ରତ କରାଯିବ। ଏହା ନିଶ୍ଚିତ କରାଯିବ ଯେ, ବିଏସ୍‌ପି ଅଧୀନରେ ସେମାନଙ୍କ ସ୍ବାର୍ଥ ସୁରକ୍ଷିତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦ ଟିଭି ଆକାଉଣ୍ଟକୁ ବନ୍ଦ କଲା ୟୁଟ୍ୟୁବ

ନୂଆଦିଲ୍ଲୀ,୧୫।୨: ଲୋକସଭା ଓ ରାଜ୍ୟସଭାର ଅଧିବେଶନୀ ସିଧାସଳଖ ପ୍ରସାରଣ ଏବଂ ପ୍ରୋଗ୍ରାମକୁ ରେକର୍ଡ କରୁଥିବା ସଂସଦ ଟିଭିର ୟୁଟ୍ୟୁବ ଆକାଉଣ୍ଟକୁ ମଙ୍ଗଳବାର ସକାଳେ ପ୍ଲାଟଫର୍ମରୁ ହଟାଇ...

ପଦ ଛାଡିବେ ମହାରାଷ୍ଟ୍ରର ଆଉ ୨ ମନ୍ତ୍ରୀ

ମୁମ୍ବାଇ, ୮।୪: ମହାରାଷ୍ଟ୍ରର ଅନ୍ୟ ୨ ଜଣ ମନ୍ତ୍ରୀ ୧୫ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଭାଜପା ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଗୁରୁବାର...

ବନ୍ୟାରେ ଭାଙ୍ଗି ଯାଇଛି ଘର, ଟ୍ରକ୍‌ରେ ଆଶ୍ରୟ ନେଇଛନ୍ତି ଲୋକେ

ପାଟଣା,୧୨ା୭: କୁହାଯାଏ, ଘର ବିନା ଶାନ୍ତି କେଉଁଠି ମିଳେନାହିଁ। ମାତ୍ର ମୁଜାଫରପୁରର କିଛି ଗାଁର ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ଭାବେ ଠିଆ ହୋଇଛି ଘର।...

୨୪ଘଣ୍ଟାରେ ଗଲା ଆଉ ୧୧ ଜୀବନ: ବନ୍ୟା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍‌

ଗୁଆହାଟି,୨୧।୬: ଆସାମରେ ବନ୍ୟା ପରିସ୍ଥତି ଜଟିଳ ହେବାରେ ଲାଗିଛି। ରାଜ୍ୟର ୩୫ଟି ଜିଲାରୁ ପ୍ରାୟ ୩୩ଟି ଜିଲାରେ ପରିସ୍ଥିତି ବହୁ ଭୟାବହ ହୋଇଥିବା ବେଳେ ପ୍ରାୟ...

ପାଇଲଟ୍‌ଙ୍କୁ ଭେଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ,୨୮।୧୦: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ ପାଇଲଟ ଭାଜପା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିଛି।...

ଶ୍ରୀଲଙ୍କାକୁ ୪୫୦ ନିୟୁତ ଡଲାର ଋଣ ଦେବ ଭାରତ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ଶ୍ରୀଲଙ୍କାରେ ଆତଙ୍କବାଦ ଦମନ ଲାଗି ୫୦ ନିୟୁତ ଡଲାର ସମେତ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଶପଥ ନେଲେ ମୁର୍ମୁ

ନୂଆଦିଲ୍ଲୀ,୮।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ...

ଛତ୍ରପତି ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ମା ଭାରତୀଙ୍କ...

Advertisement
Archives

Model This Week