Home Left

୩୦ ବର୍ଷରେ ୩ ଲକ୍ଷ ଚାରା ଲଗାଇଲେଣି ବସ୍‌ କଣ୍ଡକ୍ଟର, ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ,୭।୩: ସୋସିଆଲ ମିଡିଆରେ ତାମିଲନାଡୁର ଜଣେ ବସ୍‌ କଣ୍ଡକ୍ଟର ଖୁବ୍‌ ଭାଇରାଲ ହେଉଛନ୍ତି। ଏହି କଣ୍ଡକ୍ଟର ଜଣକ ଗତ ୩୦ ବର୍ଷ ଧରି ନିଜେ ଟଙ୍କା ଖର୍ଚ୍ଚ କରି ୩ ଲକ୍ଷ ଚାରା ଲଗାଇଛନ୍ତି। ସୋସିଆଲ ମିଡିଆରେ ଲୋକେ ତାଙ୍କର ଏହି…

ଲେଖିକା-ନାୟିକା -ନିର୍ଦ୍ଦେଶିକା ଭାସ୍ବତୀ ବସୁ

ମୁହୂର୍ତ୍ତରେ ଜିଅନ୍ତି, କବିତା ତାଙ୍କ କଥା କୁହେ। ହେଲେ ସେ କିନ୍ତୁ ଅଭିନୟ ପ୍ରେମରେ। ଜୀବନକୁ ନିଜ ଭାବରେ ମନଭରି ଜିଇବାରେ ବିଶ୍ୱାସ ରଖୁଥିବା ଏହି ଅଭିନେତ୍ରୀ ନିର୍ଦ୍ଦେଶିକା ହେଲେ ଭାସ୍ବତୀ ବସୁ। ଅନେକେ ତାଙ୍କୁ ଜଣେ ଭଲ ଅଭିନେତ୍ରୀ ଭାବେ…

ମା’ ଆଣିଥିଲା ଦାନ୍ତ କାଠି

ମେଡିକାଲର ପାଖ ବେଡ୍‌ । କୁନି ପୁଅଟେ ଶୋଇଥାଏ । କ୍ଷୀଣ ଶରୀର, ହସହସ ମୁହଁ, ପାଖରେ କେହି ନାହଁି । ମଝିରେ ମଝିରେ ଡାକ୍ତର ଆସି ହାଲ୍‌ ପଚାରି କିଛି ଔଷଧ ଦେଇ ଫେରିଯାଉଥାନ୍ତି। ପିଲାଟିକୁ ପଚାରିଲି ବାପରେ କ’ଣ…

ଭିନ୍ନ ଏହି ନେଲ୍‌ ଆର୍ଟ

ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ କେବଳ ତ୍ୱଚାର ଯତ୍ନ ନେଲେ ତ ହେବନି ପୂରା ଶରୀରର ଏପରିକି ନଖର ମଧ୍ୟ ଦେଖାଶୁଣା କରିବା ନିହାତି ଜରୁରୀ। ସେଥିପାଇଁ ତ ଯୁବତୀମାନେ ବେଳେବେଳେ ହାତରେ ସୁନ୍ଦର ସୁନ୍ଦର ଆର୍ଟିଫିସିଆଲ୍‌ ନେଲ୍‌ ବା ନଖ…

ଭାଜପାରେ ଯୋଗଦେଲେ ମିଥୁନ

କୋଲକାତା,୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଭାଜପା ରାଜ୍ୟରୁ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏନେଇ ଭାଜପା ପକ୍ଷରୁ ରାଜ୍ୟରେ ପରିବର୍ତ୍ତନ ଯାତ୍ରା ଆରମ୍ଭ…

ବୟଫ୍ରେଣ୍ଡ୍‌ଙ୍କ ଜନ୍ମଦିନ ପାର୍ଟିରେ ଶ୍ରଦ୍ଧା ପିନ୍ଧିଲେ ୪ ଲକ୍ଷ ୩୦ ହଜାର ଟଙ୍କାର ମିନି ଡ୍ରେସ୍‌

ମୁମ୍ବାଇ,୭।୩: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୁବେଳେ ନିଜ ଲୁକସ୍‌ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ନିଜ ବୟଫ୍ରେଣ୍ଡ୍‌ ରୋହନ ଶ୍ରେଷ୍ଠଙ୍କ ଜନ୍ମ ଦିନ ପାର୍ଟିରେ ଯୋଗଦେଇ ସେ ଧମାକା କରିଛନ୍ତି। ପାର୍ଟିରେ ସେ ୪ ଲକ୍ଷ ୩୧ ହଜାର ୬୯୪…

ଆନ୍ଦୋଳନ ପାଇଁ ଆମେରିକା ଗସ୍ତକୁ ସ୍ଥଗିତ ରଖିଛନ୍ତି ଡାକ୍ତର

ନୂଆଦିଲ୍ଲୀ,୭।୩ : କେନ୍ଦ୍ର ସରକାରଙ୍କ ୩ ନୂଆ ଆଇନ ବିରୋଧରେ ଗତ ୩ ମାସ ହେଲା ଦିଲ୍ଲୀର ଟିକ୍ରି ସୀମାରେ ଚାଲିଥିବା ଅନ୍ଦୋଳନରେ ସାମିଲ ହୋଇଛନ୍ତି ଆମେରିକାର କାର୍ଡିଓଲୋଜିଷ୍ଟ (ହୃଦରୋଗ ବିଶେଷଜ୍ଞ) ଡ. ସ୍ବାଇମାନ ସିଂ। ସେ ଆମେରିକାର ନ୍ୟୁ ଜର୍ସି…

ଦରମା ଟଙ୍କାରେ ଘରଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି: ଅନ୍ନଦା ପ୍ରଭା ରାୟ

ମୋର ଜନ୍ମ ଭୁବନେଶ୍ୱର ଉପକଣ୍ଠସ୍ଥ ତମାଣ୍ଡୋ ଅଞ୍ଚଳରେ। ତମାଣ୍ଡୋ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିବା ପରେ ବିଜେବି କଲେଜରେ ପଢିଥିଲି। ସେଠାରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ସାରି ଏମ୍‌ସିଏ କଲି। ଏହାପରେ ହାଇଦ୍ରାବାଦସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ସଫ୍ଟୱେର ଡେଭ୍‌ଲପର୍‌…

କଂଗ୍ରେସର ନୂଆ ରଣନୀତି: ବିଧାନସଭା ନିର୍ବାଚନ ପ୍ରଚାରରେ ସାମିଲ ହେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୩: ଆଗକୁ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁୂ ଯାଉଛି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେଠାରେ ନିର୍ବାଚନ ପ୍ରଚାରରେ ସାମିଲ ହେବେ। ଏନେଇ କଂଗ୍ରେସ ପକ୍ଷଏବେ ପ୍ରିୟଙ୍କା ଆସାମ ଗସ୍ତରେ ଅଛନ୍ତି।…

ମହିଳା ଓ ମୁଖାଗ୍ନି

ଦେହାନ୍ତ ପରେ ମରଶରୀରକୁ କିଏ କବର ଦିଅନ୍ତି ତ କିଏ ଅଗ୍ନିରେ ଦାହ କରନ୍ତି। ଏମିତି ଅନେକ ବ୍ୟବସ୍ଥାରେ ହୁଏ ଶବସଂସ୍କାର । ଏହି ସଂସ୍କାର କାହିଁ କେଉଁକାଳରୁ ପୁଅମାନେ ସମାପନ କରି ଆସୁଥିବାବେଳେ କେଉଁଠି କେଉଁଠି ଝିଅମାନେ ବି ମୁଖାଗ୍ନି…

ମିଳୁନି ପାଣି, ଲୋକେ ହନ୍ତସନ୍ତ

ବେଗୁନିଆ,୭ା୩(ଡି.ଏନ୍‌.ଏ.): ଗତ କିଛିଦିନ ଧରି ପ୍ରଚଣ୍ଡ ତାତି ଯୋଗୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଫଳରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ଗ୍ରାମରେ ନଳକୂପ ଅଚଳ…

ବିଶ୍ୱର ନଂ ୧ ର଼୍ୟାଙ୍କକୁ ଫେରିଲେ ରେସଲର ଭିନେଶ

ରୋମ,୭।୩ : ଦୁଇ ସପ୍ତାହରେ ଦୁଇଟି ସ୍ବର୍ଣ୍ଣ ପଦକ ହାତେଇଥିବା ଷ୍ଟାର ଭାରତୀୟ ରେସଲର ଭିନେଶ ଫୋଗଟ୍‌ ତାଙ୍କ ଓଜନ ବର୍ଗରେ ନଂ ୧ ର଼୍ୟାଙ୍କକୁ ଫେରିପାଇଛନ୍ତି। ଏକମାତ୍ର ଭାରତୀୟ ମହିଳା ରେସଲର ଭାବେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri