Posted inଖେଳ

ଖାଲି ହାତରେ ଫେରିଲେ କ୍ରିଷ୍ଣନ

ନୂଆଦିଲ୍ଲୀ,୨୪।୭:ଟୋକିଓ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଛନ୍ତି ମୀରାବାଇ ଚାନ୍ନୁ। କିନ୍ତୁ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ବିକାଶ କ୍ରିଷ୍ଣନ ପ୍ରଥମ ରାଉଣ୍ଡ ମଧ୍ୟ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ପୁରୁଷ ବକ୍ସରଙ୍କ ମଧ୍ୟରେ ସବୁଠୁ ଅଭଜ୍ଞ ବକ୍ସର ବିକାଶଙ୍କୁ ହରାଇ ଦେଇଛନ୍ତି ଜାପାନର କୁଇନ୍ସି ଓକାଜାଓ୍ବା।

ପ୍ରଥମ ରାଉଣ୍ଡରୁ ହିଁ ବ୍ୟାକଫୁଟ୍‌ରେ ଥିଲେ ବିକାଶ। ଜାପାନିଜ ବକ୍ସର ପୂରା ଆକ୍ରମକ ଷ୍ଟାଇଲରେ ଖେଳିଥିଲେ। ଦ୍ୱିତୀୟ ରାଉଣ୍ଡରେ ବିକାଶଙ୍କ ବାମ ଆଖି ଉପରେ ଆଘାତ ଲାଗିଥିଲା। ଏପରି କି ତାଙ୍କୁ ମେଡିକାଲ ଟିମ୍‌ର ଆବଶ୍ୟକତା ପଡ଼ିଥିଲା। ଏଭଳି ପରିସ୍ଥିତିରେ ବିକାଶଙ୍କୁ କେବଳ ନକଆଉଟ୍‌ ବଞ୍ଚାଇ ପାରିଥାନ୍ତେ। ହେଲେ ସେଭଳି କିଛି ଘଟି ନ ଥିଲା ୩ୟ ରାଉଣ୍ଡରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆର ସହଜ ବିଜୟ

ପର୍ଥ,୨୬।୧୦(ପି.ଟି.): ଟି୨୦ ବିଶ୍ୱକପ୍‌ ସୁପର-୧୨ରେ ପ୍ରଥମ ବିଜୟ ହାସଲ କରିଛି ଆୟୋଜକ ଅଷ୍ଟ୍ରେଲିଆ। ପର୍ଥରେ ଖେଳାଯାଇଥିବା ମ୍ୟାଚରେ ଲୋକାଲ ବୟ ମାର୍କସ୍‌ ଷ୍ଟୋଇନିସଙ୍କ ଧୂଆଁଧାର ଅଦ୍ଧଶତକ...

ଶାନ୍ତନୁ ମିଶ୍ରଙ୍କ ଅପରାଜିତ ଶତକ

ଭୁବନେଶ୍ୱର,୧୮।୧(ସ୍ପୋଟର୍‌ସ ବ୍ୟୁରୋ): ମିରଟର ଭିକ୍ଟୋରିଆ ପାର୍କରେ ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶତକ ହାସଲ କରିଛନ୍ତି ଓଡ଼ିଶା ଓପନର ଶାନ୍ତନୁ ମିଶ୍ର। ଶାନ୍ତନୁଙ୍କ ଅପରାଜିତ...

ଆଜି ପ୍ରେମିକାଙ୍କ ହାତ ଧରିବେ ଚହର

ନୂଆଦିଲ୍ଲୀ,୯।୩: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଯୁବ ଭାରତୀୟ କ୍ରିକେଟର ରାହୁଲ ଚହର। ଗୋଆରେ ପ୍ରେମିକା ତଥା ଫ୍ୟାଶନ ଡିଜାଇନର୍‌ ଈଶାନିଙ୍କ ହାତ ଧରିବେ...

ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଇଂଲଣ୍ଡ ଖେଳାଳି, ଜାଣନ୍ତୁ କାହିଁକି

ଚେନ୍ନାଇ,୫।୨: ଚେନ୍ନାଇରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖେଳାଳିମାନେ ହାତରେ ଏକ କଳା ବ୍ୟାଣ୍ଡ୍‌ ପିନ୍ଧି ଖେଳୁଛନ୍ତି। ଇଂଲଣ୍ଡ ଖେଳାଳିମାନେ ବ୍ରିଟିଶ...

ଇସିବି ହରାଇପାରେ ୩୮୦ ନିୟୁତ ପାଉଣ୍ଡ

ଲଣ୍ଡନ, ୬ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ସମଗ୍ର ସିଜନ ଖେଳ ନ ହୁଏ ତେବେ ଇଂଲଣ୍ଡ କ୍ରିକେଟ ପାଖାପାଖି ୩୮୦ ନିୟୁତ ପାଉଣ୍ଡ ରାଜସ୍ବ...

ଓ୍ବିମ୍ବେଲଡନ ଓପନ୍‌ ଟେନିସ୍‌: ପ୍ରଜନେଶ ପ୍ରଥମ ରାଉଣ୍ଡରେ ରାଓନିକ୍‌ଙ୍କୁ ଭେଟିବେ

ଲଣ୍ଡନ, ୨୮ା୬ (ପି.ଟି.)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ଟପ୍‌ ସିଙ୍ଗଲ୍ସ...

ସେହ୍ବାଗଙ୍କ କ୍ୟାରିୟର ଶେଷ କରିଦେଇଥିଲେ ଧୋନୀ! ପ୍ରଶଂସକଙ୍କ ଏଭଳି ଯୁକ୍ତିରେ ପୂର୍ବତନ ଓପନର୍‌ କହିଲେ…

ନୂଆଦିଲ୍ଲୀ,୧୮।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ବିବାଦ ନେଇ ଅନେକ...

ଏହି କ୍ରିକେଟର୍‌ଙ୍କୁ ଡରୁଥିଲେ ଧୋନୀ

୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା। ଭାରତ ବିଶ୍ୱଚାମ୍ପିୟନ୍‌ ହେବାରେ ମୁଖ୍ୟ ଭୂମିକା ଗ୍ରହଣ...

Advertisement
Archives

Model This Week