ବୃତ୍ତି ଛାଡ଼ିଛନ୍ତି ୫ ପାଟଣା ବାସିନ୍ଦା
ବଅଁରପାଳ,୧୬ା୩ – ଅନୁଗୋଳ ରାଜାଙ୍କ ପ୍ରଜା ଥିଲେ ୫ ପାଟଣାବାସୀ। କୌଳିକ ବୃତ୍ତି ଥିଲା ସେମାନଙ୍କ ବ୍ୟବସାୟର ଭିତ୍ତି। କିଏ ଘଣାରେ ତେଲ ପେଡ଼ୁଥିଲେ ତ ଆଉ କିଏ ତନ୍ତରେ ଲୁଗା ବୁଣି ରାଜ୍ୟ ସମୃଦ୍ଧିରେ ସାଜିଥିଲେ ଅଂଶୀଦାର। ହେଲେ ରାଜତନ୍ତ୍ରର…
ଇୟର ବଡ୍
ସାଧାରଣତଃ କାନ ସଫା କରିବା ପାଇଁ ଆମେ ଇୟର ବଡ୍ ବ୍ୟବହାର କରିଥାଉ। ହେଲେ ଏ ସମୟରେ କେତୋଟି ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ… କାନକୁ ବାରମ୍ବାର ଇୟର ବଡ୍ ଦ୍ୱାରା ସଫା କଲେ କାନ…
ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ…
ଜୀବନକୁ ଖୁସି ତଥା ସୁଖମୟ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ନିଜ ମନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଯେଉଁ ବ୍ୟକ୍ତିଙ୍କ ମନ ତାଙ୍କ ଆୟତ୍ତରେ ରହିଥାଏ, ଅଥବା ସ୍ଥିର ରହିଥାଏ ସେ ସବୁବେଳେ ସୁଖମୟ ଜୀବନ ବିତାଇଥାନ୍ତି। ଏହା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।…
ଶୁଟିଂ ସମୟରେ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, ହେଲେ ଦାମ୍ପତ୍ୟ ଜୀବନରେ ଉଠିଥିଲା ଝଡ଼
ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ୧୯୯୮ରେ ଅରବାଜ ଖାନଙ୍କୁ ବିବାହ କରିଥିଲେ। ଏକ ବିଜ୍ଞାପନର ଶୁଟିଂ ସମୟରେ ଦୁହେଁ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ। ମାତ୍ର ତାଙ୍କ ଦାମ୍ପତ୍ୟ ଜୀବନ ଅନେକ ଦିନ ତିଷ୍ଠି ପାରି ନ ଥିଲା। ୨୦୧୭ରେ…
ମାମଲା ଦାୟର କଲେ ଜମାଟୋ ଡେଲିଭରି ବୟ
ବେଙ୍ଗାଲୁରୁ, ୧୫।୩ – ବେଙ୍ଗାଲୁରୁ ମହିଳାଙ୍କ ଉପରେ ଜମାଟୋ ଡେଲିଭରି ବୟ ଆକ୍ରମଣ ଘଟଣାରେ ସୋମବାର ଆସିଛି ନୂଆ ମୋଡ଼। ଅଭିଯୁକ୍ତ ଡେଲିଭରି ବୟ ସମାନ ଥାନାରେ ମହିଳାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍ ୩୪୧ (ବାଧା…
ଦିନକେ ଲକ୍ଷେ ବରିଷ୍ଠଙ୍କୁ ଟିକା
ଭୁବନେଶ୍ୱର, ୧୫।୩ – ଓଡ଼ିଶାରେ ସୋମବାର ୧ ଲକ୍ଷ ୨୭୩ ଜଣ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦିଆଯାଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ ଟିକା ନେଉଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟା ଏକ ଲକ୍ଷ ପାର ହୋଇଛି। ଏଥି ନେଇ…
ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୫।୩ – ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଇଛି କରୋନାର ଦ୍ୱିତୀୟ ଲହରି। ଏହାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ନିଆଯାଉଛି ବ୍ୟାପକ ପଦକ୍ଷେପ। ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତ ରାଜ୍ୟର ସ୍ଥିତି ସମ୍ମୀକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା…
୨୧ରେ ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର, ୧୫।୩ – ଆସନ୍ତା ୨୧ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଲାଗି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ମୁଖ୍ୟ ଶାସନ ସଚିବ, ଗୃହ…
ଛପା ଯାଉନି ଦୁଇ ହଜାର ଟଙ୍କିଆ ନୋଟ୍
ନୂଆଦିଲ୍ଲୀ, ୧୫।୩ – ଦୁଇ ବର୍ଷ ହେଲା ଦୁଇ ହଜାର ଟଙ୍କିଆ ନୋଟ୍ ଛପା ପ୍ରକ୍ରିୟା ବନ୍ଦ ଅଛି। ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏ ନେଇ ସଂସଦକୁ ଜଣାଇଛି ଅର୍ଥ ମନ୍ତ୍ରଣାଳୟ। ୨୦୧୬ରେ ବିମୁଦ୍ରିକରଣ ପରେ ଆସିଥିବା ଦୁଇ…
ବାଟ୍ଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତଙ୍କୁ ଫାଶି
ନୂଆଦିଲ୍ଲୀ, ୧୫।୩ – ପୋଲିସ ଇନସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ହତ୍ୟା ଓ ୨୦୦୮ ବାଟ୍ଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅରିଜ ଖାନଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ସେସନ କୋର୍ଟ। ଶୁଣାଣିବେଳେ ଏହାକୁ ବିରଳରୁ ବିରଳ…
ଭାଜପାରୁ ପ୍ରାର୍ଥୀ ହେବାକୁ ମନା କଲେ ଏମ୍ବିଏ ଗ୍ରାଜୁଏଟ୍
ଥିରୁଭାନନ୍ତପୁରମ, ୧୫।୩ – ଆସନ୍ତା ମାସରେ କେରଳରେ ହେବାକୁ ଯାଉଛି ନିର୍ବାଚନ। ଓ୍ବାୟାନାଡ୍ ଜିଲାର ମନନ୍ଥଓ୍ବାଡି ଆସନରୁ ୩୧ ବର୍ଷୀୟ ଏମ୍ବିଏ ଗ୍ରାଜୁଏଟ୍ଙ୍କୁ ପ୍ରାର୍ଥୀ କରିଥିଲା ଭାଜପା। କିନ୍ତୁ ମାଣିକଟ୍ଟନ ଏହାକୁ ଅସ୍ବୀକାର କରିବା ସହ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି।…
ପୁରୀ ବସ୍ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ୩ ବସ୍
ପୁରୀ ଅଫିସ, ୧୫।୩: ପୁରୀ ବସ୍ ଷ୍ଟାଣ୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ୩ ଟି ବସ୍ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କିପରି ନିଆଁ ଲାଗିଲା ତାହା ଏଯାବତ୍ ସ୍ପଷ୍ଟ…
Archives


