Home Left

ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଧାଓ୍ବନ

କଲମ୍ବୋ,୩୦।୭: ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ଶିଖର ଧାଓ୍ବନ। ତେବେ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି -୨୦ରେ ତାଙ୍କ ନାମରେ ଏକ ଖରାପ ରେକର୍ଡ ନାମିତ ହୋଇଛି। ଶେଷ ଟି-୨୦ ମ୍ୟାଚ୍‌ରେ ଧାଓ୍ବନ ଖାତା ଖୋଲି…

ନୂଆ ଲୁକ୍‌ରେ କ୍ୟାପଟେନ୍‌ କୁଲ୍‌

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କ୍ରିକେଟ ଜଗତରୁ ଦୂରେଇ ରହିଛନ୍ତି। ହେଲେ ସୋସିଆଲ ମିଡିଆରେ ସେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ କ୍ୟାପଟେନ କୁଲ ନିଜ କାର୍ଯ୍ୟକଳାପ ହେଉ ବା ନିଜ ଲୁକ୍‌…

ଭାଇ ବାହାଘର ପାଇଁ ଶପିଂ ମଲ୍‌ରୁ କରିଥିଲେ ଚୋରି, ଏବେ ଏମିତି ପଡ଼ିଲେ ଧରା

ଝାରସୁଗୁଡ଼ା ଅଫିସ,୩୦ା୭: ସହରରେ ଥିବା ଏକ ଶପିଂ ମଲ୍‌ରୁ ରବିବାର ରାତିରେ ନଗଦ ଲକ୍ଷାଧିକ ଟଙ୍କା ସହ କେତେକ ଇଲୋଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଥିଲା। ଏନେଇ ମଲ୍‌ ମ୍ୟାନେଜର୍‌ ସମୀର ବିଶ୍ବାଳ ଗତ ସୋମବାର ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ…

ଭାରତୀୟ ଦଳକୁ ପୁଣି ଲାଗିଲା ଝଟ୍‌କା

କଲମ୍ବୋ,୩୦।୭: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ପରେ ଦଳର ଆଉ ୨ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣାପା ଗୌତମ। ଉଭୟ ଏବେ…

ସିନ୍ଧୁଙ୍କ ଜବରଦସ୍ତ ପ୍ରଦର୍ଶନ: ଭାରତକୁ ପୁଣି ଏକ ପଦକ ଆଶା

ଟୋକିଓ,୨୦।୭: ଟୋକିଓ ଅଲିମ୍ପିକ୍ସର ବ୍ୟାଡମିଣ୍ଟନ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରିଛନ୍ତି। ଏହା ସହ ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ସ୍ବର୍ଣ୍ଣ ପଦକଠାରୁ ମାତ୍ର ସେ ଦୁଇ ପାଦ ଦୂରରେ…

କାର୍‌ ଅଛି ପାଟଣାରେ, ଚାଲାଣ କଟାଯାଉଛି ଭୁବନେଶ୍ୱରରେ

ପାଟଣା,୩୦ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡ. ଲକ୍ଷ୍ମଣ ମହାନ୍ତଙ୍କ ଓଡି ୦୨ ଏଏକ୍ସ ୫୦୮୨ ନମ୍ବର ବିଶିଷ୍ଟ ଏକ କାର୍‌ ରହୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଉକ୍ତ ଗାଡ଼ିଟି ଭୁବନେଶ୍ୱର ସିଆରପି ସ୍କୋୟାର…

ସରକାରୀ ପେଟ୍ରୋଲ ପମ୍ପ ସିଲ୍‌ କଲା ପ୍ରଶାସନ

ଛତ୍ରପୁର,୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଓଡ଼ିଶା ସରକାରଙ୍କ ଅଧୀନ ଓପିଡିସି ଭାରତ ପେଟ୍ରୋଲ ପମ୍ପକୁ ଛତ୍ରପୁର ଏଏସି ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍‌ କରିଦିଆଯାଇଛି । ଉକ୍ତ ପେଟ୍ରୋଲ ପମ୍ପଟି ଛତ୍ରପୁର ଏନ୍‌ଏସି ସହ ୨୦୧୫ରୁ ଚୁକ୍ତି ଅବଧି…

ବିଚାରପତିଙ୍କ ସନ୍ଦେହ ଜନକ ମୃତ୍ୟୁ: ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ ।୭: ଝାଡ଼ଖଣ୍ଡର ଧନବାଦରେ ଜଣେ ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ସୁପ୍ରିମକୋର୍ଟ ନିଜ ଆଡୁ ନେଇ ବିଚାର କରିବାକୁ ସ୍ଥିର କରିଛନ୍ତି । ମୁଖ୍ୟ ବିଚାରପତି ଏନ ବି ରମଣ ଓ ଜଷ୍ଟିଶ ସୁର୍ଯ୍ୟକାନ୍ତଙ୍କ ଦ୍ୱାରା ଗଠିତ ଏକ ବେଞ୍ଚ…

ଟି-୨୦ ସିରିଜରେ ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ଧାଓ୍ବନ କହିଲେ ‘ଆବଶ୍ୟକ ବ୍ୟାଟ୍ସମ୍ୟାନ୍‌ ନ ଥିଲେ ଦଳ…’

କଲମ୍ବୋ,୩୦।୭: କଲମ୍ବୋରେ ଚାଲିଥିବା ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ଭାରତକୁ ୭ ଉଇକେଟରେ ପରାସ୍ତ କରି ମ୍ୟାଚ୍‌ ଓ ସିରିଜ୍‌ ଜିତିଛି। ଟସ୍‌ ଜିତିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଶ୍ରୀଲଙ୍କା ବୋଲରଙ୍କ ଉଲ୍ଲେଖନୀୟ…

୧୦ ମିନିଟ୍‌ରେ ହେବ ଚାର୍ଜ: ଥରକେ ୧୦୦୦ କିଲୋମିଟର ଗଡ଼ିବ ଏହି ଇଲେକ୍ଟ୍ରିକ୍‌ କାର୍‌

ଚାଇନାର ଅଟୋ କମ୍ପାନୀ GAC ନିଜର ନୂଆ ଏକ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି କାର୍‌ ମାତ୍ର ୧୦ ମିନିଟ୍‌ରେ ପୂରା ଚାର୍ଜ ହେବ। ଆଉ ଥରକେ ୧୦୦୦ କିଲୋମିଟର ଗଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସାଧାରଣତଃ…

ମୋଦିଙ୍କ ଅଗଷ୍ଟ-୧୫ ଭାଷଣରେ ସାମିଲ ହେବ ଆପଣଙ୍କ ମତାମତ: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୩୦।୭: ସ୍ବାଧୀନତା ଦିବସ ୨୦୨୧ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ। ଏଥର ପ୍ରଧାନମନ୍ତ୍ରୀଙ୍କ ଭାଷଣ କେମିତି ହେବା ଆବଶ୍ୟକ ସେନେଇ ଆପଣ ମଧ୍ୟ ରାୟ ଦେଇପାରିବେ। ପିଏମ୍‌ଓ ପକ୍ଷରୁ ଟୁଇଟ କରାଯାଇ ଏନେଇ ସୂଚନା ଦିଆଯାଇଛି।…

ବିବାହ ରାତିରେ ଛାତରୁ ଡେଇଁ ପଳାଇଲେ କନ୍ୟା, କାରଣ ଜାଣିଲେ…

ଭୋପାଳ,୩୦ା୭: ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲାରେ ଜଣେ କନ୍ୟା ବିବାହ ଦିନ ରାତିରେ ହିଁ ଛାତରୁ ଡେଇଁ ପଳାଇଥିଲେ। କାରଣ ବର ଜଣକ ବିବାହ କରିବା ପାଇଁ କନ୍ୟାଙ୍କୁ ୧ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ମାତ୍ର ବର ୯୦ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?