ସରକାରୀ ପେଟ୍ରୋଲ ପମ୍ପ ସିଲ୍‌ କଲା ପ୍ରଶାସନ

ଛତ୍ରପୁର,୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଓଡ଼ିଶା ସରକାରଙ୍କ ଅଧୀନ ଓପିଡିସି ଭାରତ ପେଟ୍ରୋଲ ପମ୍ପକୁ ଛତ୍ରପୁର ଏଏସି ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍‌ କରିଦିଆଯାଇଛି । ଉକ୍ତ ପେଟ୍ରୋଲ ପମ୍ପଟି ଛତ୍ରପୁର ଏନ୍‌ଏସି ସହ ୨୦୧୫ରୁ ଚୁକ୍ତି ଅବଧି ଶେଷ ହୋଇଯାଇଥିା ସହ ଦୀର୍ଘ ୩ ବର୍ଷ ହେଲା ଏନ୍‌ଏସିକୁ ଏହି ବାଦଦକୁ ରେଣ୍ଟ ମଧ୍ୟ ପ୍ରଦାନ କରିନାହିଁ। ଏନ୍‌ଏସି ପ୍ରଶାସନ ପକ୍ଷରୁ ବାରମ୍ବାର ଉକ୍ତ ପେଟ୍ରୋଲ ପମ୍ପ ଅଫିସ କହିଆସୁଥିଲେ ମଧ୍ୟ ଏହାର କୈାଣସି ସଫୁଳ ହେଉନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଟ୍‌ ଡାଉନ୍‌ ଯୋଗୁ ରାସ୍ତାଘାଟ ଶୂନ୍‌ଶାନ୍‌

ବନ୍ତ,୨୪।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ଗୁରବାର ରାତି ୧୦ଟା ଠାରୁ ୬୦ ଘଣ୍ଟା ପାଇଁ ସମଗ୍ର ଜିଲାକୁ...

ଗ୍ରାମବାସୀ ତିଆରି କଲେ ପୋଲ

କେନ୍ଦୁଝର,୪ା୭: ସରକାର ସମସ୍ତ ଗ୍ରାମ/ସାହିକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତାଘାଟ, ପୋଲ ଆଦି ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି। ହେଲେ କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ...

ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ

ରାଉରକେଲା ଅଫିସ,୧୪।୫: ଦୁଇ ଦିନିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶୁକ୍ରବାର ଅପରାହ୍ନ୍ଣରେ ପହଞ୍ଚି କୋପସିଂଙ୍ଗା ଗାଁରେ...

କରୋନା ଯୋଦ୍ଧାଙ୍କୁ ସଂକୀର୍ତ୍ତନରେ ସ୍ବାଗତ କଲେ ଗ୍ରାମବାସୀ

କୋମନା, ୨୦ା୪(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଡୋଙ୍ଗରିପାଲୀ ଗାଁରେ କରୋନା ମୁକାବିଲାରେ ନିୟୋଜତ ପୋଲିସ ଅଧିକାରୀ ଓ ଯବାନମାନଙ୍କୁ ଏକ ନିଆରା ଢଙ୍ଗରେ ଲୋକେ...

୨ୟ ରୁଚି ଅନୁଗୋଳ ଉତ୍କର୍ଷ ସମ୍ମାନ- ୨୦୧୯: ସମ୍ବର୍ଦ୍ଧିତ ହେଲେ ୮ ପ୍ରତିଭା

ଅନୁଗୋଳ ଅଫିସ, ୯।୧୨ – ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଡ୍ରିମ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଅନୁଗୋଳର ବିଜୁ ମଇଦାନ ଠାରେ ୨ୟ ରୁଚି ଅନୁଗୋଳ ଉତ୍କର୍ଷ...

ବିଜେଡିରେ ମିଶିଲେ ୩ ହଜାର କର୍ମୀ

ପୋଲସରା,୫ା୯(ଡି.ଏନ୍‌.ଏ.): ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭାଜପା ଓ କଂଗ୍ରେସ ଛାଡି ପ୍ରାୟ...

କଟକରେ ୬ ବର୍ଷର ଝିଅ କରୋନା ପଜିଟିଭ

କଟକ ଅଫିସ,୧୫।୬: କଟକ ସହରରେ ଜଣେ ୬ ବର୍ଷର ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ହେଉଛନ୍ତି ଗତ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାସ୍ତାରୋକୋ

ବଲାଙ୍ଗୀର ଅଫିସ/ତରଭା, ୨୦ା୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ମିଛାପାଲି ଗ୍ରାମର ଆଲୋକ ନାଏକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୋମବାର ବଇରାସର ନିକଟରେ ବଲାଙ୍ଗୀର-ସୋନପୁର...

Advertisement
Archives

Model This Week