୧୦ ମିନିଟ୍‌ରେ ହେବ ଚାର୍ଜ: ଥରକେ ୧୦୦୦ କିଲୋମିଟର ଗଡ଼ିବ ଏହି ଇଲେକ୍ଟ୍ରିକ୍‌ କାର୍‌

ଚାଇନାର ଅଟୋ କମ୍ପାନୀ GAC ନିଜର ନୂଆ ଏକ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି କାର୍‌ ମାତ୍ର ୧୦ ମିନିଟ୍‌ରେ ପୂରା ଚାର୍ଜ ହେବ। ଆଉ ଥରକେ ୧୦୦୦ କିଲୋମିଟର ଗଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ସାଧାରଣତଃ ଗୋଟିଏ ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ପେଟ୍ରୋଲ ପମ୍ପ୍‌ରେ ୧୦ରୁ ୧୫ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥାଏ। ମାତ୍ର ଚାଇନାର ଏହି କମ୍ପାନୀ ଏମିତି ଟେକ୍ନୋଲୋଜି ଲଗାଇଛି, ଯେଉଁଥିରେ ୧୦ ମିନଟ୍‌ରେ କାର୍‌ ଫୁଲ୍‌ ଚାର୍ଜ ହୋଇଯିବ। ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଥିବା ଇଲେକ୍ଟ୍ରିକ୍‌ କାର୍‌ ଥରେ ଚାର୍ଜ ହେଲେ ୩୦୦ରୁ ୫୦୦ କିଲୋମିଟର ଗତି କରିଥାଏ। ମାତ୍ର ଏହି କାର୍‌ ୧୦ ମିନିଟ୍‌ ଚାର୍ଜ ହେଲେ ଅତି କମ୍‌ରେ ୧୦୦୦ କିଲୋମିଟର ଗଡ଼ିବ। ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ଲଞ୍ଚ୍‌ କରିବାର ସମ୍ଭାବନା ରହିଛି।

GAC କମ୍ପାନୀର aionକୁ ନେଇ ଜଣେ ବ୍ୟାଟେରୀ ବିଶେଷଜ୍ଞ କୁହନ୍ତି, ସ୍କେଲେବଲ ଗ୍ରାଫିନ ବ୍ୟାଟେରୀ ଇଲେକ୍ଟ୍ରିକ୍‌ କାରରେ ବ୍ୟବହାର କରାଯିବ। ଦୁନିଆର ଅନେକ ଅଟୋ କମ୍ପାନୀ ଏହି ଟେକ୍ନୋଲୋଜିରେ କାମ କରୁଛନ୍ତି। ଏହା ମଧ୍ୟ କମ୍ପାନୀର ମାର୍କେଟିଂ କୌଶଳ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୩୦ ଯାଏ ବିଦେଶ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୧।୯: ସରକାର ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇଛନ୍ତି। ଏହି ସମୟ ମଧ୍ୟରେ ବିଦେଶକୁ ବିମାନ ସେବା ଉପଲବ୍ଧ ହେବ...

ବ୍ୟାଙ୍କଗୁଡ଼ିକୁ ମିଳିବ ୨୦ ହଜାର କୋଟି

ନୂଆଦିଲ୍ଲୀ, ୧୫।୯: ଚଳିତ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି। କରୋନା ମହାମାରୀ...

ଅନନ୍ୟ ଅନୁଭୂତି: ଶ୍ରୀଅରବିନ୍ଦ ଆଶ୍ରମ

ପଣ୍ଡିଚେରୀ ଯାହା ଏବେ ପୁଡୁଚେରୀ ଭାବେ ପରିଚିତ। ଏଠାରେ ରହିଛି ଶ୍ରୀଅରବିନ୍ଦଙ୍କ ଆଶ୍ରମ, ଯାହାକି ଏକ ପବିତ୍ର ଆଧ୍ୟାତ୍ମିକସ୍ଥଳୀ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କୁ ଏଠାରେ ଆରାଧନା...

ସମସ୍ତ ପ୍ରକାର ଋଣକୁ ରେପୋରେଟ୍‌ ସହ ଯୋଡାଯିବ

ମୁମ୍ବାଇ,୫।୯: ବ୍ୟାଙ୍କଗୁଡ଼ିକ ଗୃହ, ଅଟୋ ଓ ପର୍ସନାଲ ଋଣ ଉପରେ ଫିକ୍ସଡ ବା ସ୍ଥାୟୀ ,ଫ୍ଲୋଟିଂ(ଅସ୍ଥାୟୀ) ସୁଧ ହାର ଘୋଷଣା କରିଛନ୍ତି। ଗ୍ରାହକ ନିଜ ପସନ୍ଦ...

ପାଣିରେ ବୁଡ଼ିଯିବାର ଅଭିନୟ କରୁଥିଲା ପିଲା, ପରେ ଘଟିଲା କିଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। କେତେକ ଭିଡିଓ ଦେଖି ହସ ନିୟନ୍ତ୍ରଣ ହେଉ ନ...

ବିଶ୍ୱର ସବୁଠୁ ଛୋଟ ହୋଟେଲ, ରାତିକ ପାଇଁ କପଲଙ୍କୁ ଦେବାକୁ ପଡ଼େ…

ଆପଣ ବିଳାସପୂର୍ଣ୍ଣ ହୋଟେଲ ସମ୍ପର୍କରେ ଜାଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ ଦୁନିଆର ସବୁଠୁ ଛୋଟ ହୋଟେଲ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ...

ଯୁବତୀଙ୍କ କୋଳରେ ଶିଶୁ ଥିବା ଦେଖି ମେଟ୍ରୋରେ ସିଟ୍‌ ଛାଡ଼ିଦେଲେ ଯୁବକ; ତା’ ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ,୨୪।୭: ମେଟ୍ରୋରେ ଯାତ୍ରା କରିବା ସମୟରେ ଭିଡ ହେବା ସ୍ବାଭାବିକ। ହେଲେ ଅନେକ ସମୟରେ ଭିଡ ଜମିବା ସତ୍ତ୍ୱେ କିଛି ଲୋକ ମାନବିକତା ନାମରେ ଅଭାବୀ...

ବିଶ୍ୱର ସବୁଠୁ ସୁରକ୍ଷିତ ଘର, ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ ନଷ୍ଟ

ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ସେ ନେଇ ଘର ନିର୍ମାଣ ହେଉ କିମ୍ବା କିଣା ସମୟରେ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ।...

Advertisement
Archives

Model This Week