Posted inଖେଳ

ସିନ୍ଧୁଙ୍କ ଜବରଦସ୍ତ ପ୍ରଦର୍ଶନ: ଭାରତକୁ ପୁଣି ଏକ ପଦକ ଆଶା

ଟୋକିଓ,୨୦।୭: ଟୋକିଓ ଅଲିମ୍ପିକ୍ସର ବ୍ୟାଡମିଣ୍ଟନ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରିଛନ୍ତି। ଏହା ସହ ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ସ୍ବର୍ଣ୍ଣ ପଦକଠାରୁ ମାତ୍ର ସେ ଦୁଇ ପାଦ ଦୂରରେ ଅଛନ୍ତି। ପିଭି ସିନ୍ଧୁ ସେମିଫାଇନାଲରେ ତାଇ ଟୁଜୁ ୟିଙ୍ଗ କିମ୍ବା ରତ୍ନାଚୋକ ଇଣ୍ଟାନେନଙ୍କୁ ଭେଟିବେ। ଚତୁର୍ଥ କ୍ୱାର୍ଟର ଫାଇନାଲ ତାଇୱାନର ତାଇ ଟୁଜୁ ଏବଂ ଥାଇଲାଣ୍ଡର ଇଣ୍ଟାନେନଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ରୁ ବିରତି ନେବେ ରୋହିତ

ମୁମ୍ବାଇ,୨୩।୧୨: ଶେଷରେ ଭାରତୀୟ ଦଳର ଉପଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ରିକେଟ୍‌ରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ପ୍ରତ୍ୟେକ...

ସଙ୍ଗକାରା ଏମ୍‌ସିସି ଅଧ୍ୟକ୍ଷ

ଲଣ୍ଡନ,୨।୧୦(ପି.ଟି.)- ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସଙ୍ଗକାରା ଐତିହାସିକ ମେରିଲବୋନ କ୍ରିକେଟ କ୍ଳବ୍‌ (ଏମ୍‌ସିସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ପ୍ରଥମ ଅଣ ବ୍ରିଟିଶ ବ୍ୟକ୍ତି...

ଦୀପକ ହୁଦା ଗୋଟିଏ ସିଜନ୍‌ ପାଇଁ ସସ୍‌ପେଣ୍ଡ

ଭଦୋଦରା, ୨୩ା୧ (ପି.ଟି.)-ବରୋଦ କ୍ରିକେଟ ଆସୋସିଏଶନ (ବିସିଏ) ଏହାର ସିନିୟର ଖେଳାଳି ଦୀପକ ହୁଦାଙ୍କୁ ସସ୍‌ପେଣ୍ଡ କରିଛି। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ତାଙ୍କର ବଚସା...

ବିରାଟ କୋହଲିଙ୍କୁ ଶକ୍ତ ଚାପୁଡା ମାରିଥିଲେ ଏହି ବ୍ୟକ୍ତି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ କ୍ରିକେଟରେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରେ, କିଛି...

ସୁମରିଓ୍ବାଲା ଆଇଏଏଏଫ୍‌ କାଉନସିଲ ମେମ୍ବର ନିର୍ବାଚିତ

ଦୋହା,୨୬।୯(ପି.ଟି.)- ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଅଧ୍ୟକ୍ଷ ଆଦିଲେ ସୁମରିଓ୍ବାଲା କ୍ରମାଗତ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)...

ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ ଫୁଟବଲ ଆନ୍ନାମାଲାଇ- ଅମୃତସର ଫାଇନାଲ

ଭୁବନେଶ୍ୱର,୧୨।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳଳୟ ଆନ୍ତଃ ଜୋନ୍‌ ଫୁଟବଲ (ପଶ୍ଚିମ) ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି।...

‘ବାଦୋନି ଆମ ପାଇଁ ବେବି ଏବି’

ମୁମ୍ବାଇ,୨୯।୩ : ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ ପଦାର୍ପଣ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ପାଇଁ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଆୟୁଷ ବାଦୋନିଙ୍କୁ...

ସାନିଆ, ଶ୍ରୀକାନ୍ତଙ୍କ ବିଦାୟ, କ୍ୱାର୍ଟରରେ ପ୍ରଣୀଥ

ବ୍ୟାଙ୍କକ୍‌,୧।୮(ପିଟି)- ଦେଶର ଅଗ୍ରଣୀ ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ପରାଜୟ ସହ...

Advertisement
Archives

Model This Week