Home Left

‘ନୂତନ ପଦ୍ଧତି ଆପଣାଇଲେ କୃଷିର ବିକାଶ ହେବ’

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ହେଲେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞନକୌଶଳ ବ୍ୟବହାର କରିବାକୁ ପଡ଼ିବ। ସମୟର ଆହ୍ବାନ ହେଲା ପରିବର୍ତ୍ତିତ ପରିସ୍ଥିତିରେ ନୂତନ ବ୍ୟବସ୍ଥାକୁ ଆପଣାଇବା ଦରକାର। ଜଳବାୟୁ ପରିବର୍ତ୍ତନ ଓ…

୪୫୦ କୋଟିର ଅଡିଟ୍‌ ଲାଗି ଦାବି କଲା ବିଜଓ୍ବୋଇଏମ୍‌

ଭୁବନେଶ୍ୱର, ୧୭ା୩(ବ୍ୟୁରୋ): ଗତ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି କୋଟି କୋଟି ଟଙ୍କା ବ୍ୟୟ କରି ବିଜୁଯୁବ ବାହିନୀ ଗଠନ କରିଥିଲେ ା ଓଡିଶା ଲୋକଙ୍କ ଝାଳବୁହା ଓ କରଦାତାଙ୍କ ଟିକସ ଅର୍ଥରେ ନିଜ ରାଜନୈତିକ ଫାଇଦା…

ମେଡିକାଲ କଲେଜରେ ପରିଣତ ପାଇଁ ଦାବି

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଉରକେଲା ଇସ୍ପାତ ଜେନେରାଲ (ଆଇଜିଏଚ୍‌) ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ହେଲେ ଆଇଜିଏଚ୍‌କୁ ମେଡିକାଲ କଲେଜରେ ପରିଣତ ନ କରି କେବଳ ଏକ…

ରାଷ୍ଟ୍ରପତିଙ୍କୁ ଜଏରାଟ ବୁଣାକାରଙ୍କ ଗାମୁଛା ଉପହାର

ବଇଣ୍ଡା,୧୭ା୩(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜଏରାଟ ଗ୍ରାମର ବୁଣାକାର ପ୍ରମୋଦ ମେହେର ବୁଣିଥିବା ଏକ ଗାମୁଛାକୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଉପହାର ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତିଙ୍କୁ ଭେଟି ଏହି ଉପହାର ପ୍ରଦାନ କରିଛନ୍ତି।…

ସବୁ ଜିଲାରେ ଏନ୍‌ଇଇଟି ୟୁଜି ପରୀକ୍ଷା କେନ୍ଦ୍ର ହେଉ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି ୟୁଜି ପରୀକ୍ଷା ଆସନ୍ତା ଅଗଷ୍ଟ ୧ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲାରେ ଏନ୍‌ଇଇଟି ୟୁଜି ପରୀକ୍ଷା କେନ୍ଦ୍ର କରିବା ନିମନ୍ତେ ଏନ୍‌ଟିଏକୁ ମଙ୍ଗଳବାର ରାଜ୍ୟ ସରକାର…

ଲୋକାୟୁକ୍ତରେ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କୋଭିଡ୍‌ ମହାମାରୀରେ ପିପିଇ କିଟ୍‌, ମାସ୍କ ଏବଂ ସାନିଟାଇଜର କ୍ରୟରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସ ମଙ୍ଗଳବାର ଲୋକାୟୁକ୍ତରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି। ଲୋକାୟୁକ୍ତର ତିନିଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଆସନ୍ତା ୨୬ ତାରିଖରେ ମାମଲାର…

ରାଜଧାନୀରେ ଫାଟିଲା ଟ୍ରାନ୍ସଫର୍ମର, ୪ ଗୁରୁତର

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓମ୍‌ଫେଡ ଅଫିସ ଗେଟ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବୁଧବାର ସକାଳେ ଫାଟିଯାଇଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ଟ୍ରାନ୍ସଫର୍ମର ତଳେ ଥିବା ଏକ ଜଳଖିଆ ଦୋକାନ ଦେଇଥିବା…

ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହେବ

ଭୁବନେଶ୍ୱର, ୧୭ା୩ (ବ୍ୟୁରୋ): ଓଡ଼ିଶା ଓ ଅନ୍ୟ ୬ ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୩୫,୨୭୨ ଏକର ଜମିକୁ ବିକ୍ରି କରାଯିବା ନିମନ୍ତେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର…

ଆମେରିକାରେ ଗୁଳିମାଡ଼, ୮ ମୃତ

ଓ୍ବାଶିଂଟନ, ୧୭।୩: ଆମେରିକାର ଆଟାଲାଣ୍ଟାରେ ଭୟାନକ ଗୁଳିମାଡ ହୋଇଛି। ଅଟଲାଣ୍ଟା ସ୍ଥିତ ଜର୍ଜିଆର ୩ଟି ସ୍ପା ଭିତରେ ପଶି ଜଣେ ଦୁର୍ବୃତ୍ତ ଏହି ଗୁଳିମାଡ କରିଥିଲେ। ଏଥିରେ ୪ଜଣ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଏହି…

ଚାଷୀଙ୍କ ପରେ ବ୍ୟାଙ୍କ କର୍ମଚାରୀ

କରୋନା ଲକ୍‌ଡାଉନ୍‌ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାରୁ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। କିନ୍ତୁ ସରକାର ବିପର୍ଯ୍ୟସ୍ତ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପରିବର୍ତ୍ତେ ଏହାକୁ ଆହୁରି ବିପଦ ମଧ୍ୟକୁ ଠେଲିଦେବା ଭଳି…

ସ୍ବପ୍ନରେ ଆପଣ ଏହି ୪ ଜିନିଷ ଦେଖୁଛନ୍ତି କି? ହୋଇପାରେ ଏଭଳି ଅଶୁଭ ସଙ୍କେତ, ଜାଣନ୍ତୁ କିଭଳି କରିବେ…

ସ୍ବପ୍ନ ଦୁଇ ପ୍ରକାରର। ସୁସ୍ବପ୍ନ ଆଉ ଦୁଃସ୍ବପ୍ନ। ସ୍ବପ୍ନ ଭଲ ହେଉ ଅବା ଖରାପ, ସେ ବିଷୟରେ ସଠିକ୍‌ ଜ୍ଞାନ ଥିଲେ ଜୀବନରେ ଆସୁଥିବା ବିପଦରୁ ନିଜକୁ ରକ୍ଷା କରି ହୁଏ। କାରଣ ସ୍ବପ୍ନ ମନୁଷ୍ୟର ସ୍ବାସ୍ଥ୍ୟ, ସମ୍ପଦ, ବ୍ୟାପାର, ଆଧ୍ୟାତ୍ମ୍ୟ,…

ସୌଦି ଆରବରେ ଭାରତୀୟ ହିନ୍ଦୁଙ୍କ ମୃତଦେହକୁ ପୋତା ଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ,୧୬।୩ : ଦିଲ୍ଲୀ ହାଇକୋର୍ଟଙ୍କ ସାମ୍ନାକୁ ଆସିଛି ଏକ ବିଚିତ୍ର ମାମଲା। ସୌଦି ଆରବରେ ଜଣେ ଭାରତୀୟ ହିନ୍ଦୁଙ୍କୁ ଭୁଲ ବଶତଃ ମୁସଲିମ ପରମ୍ପରା ରୀତିନୀତିରେ ପୋତି ଦିଆଯାଇଛି। ମୃତ୍ୟୁ ପ୍ରମାଣପତ୍ରରେ ଧର୍ମ ପାଇଁ ନିର୍ଦ୍ଧାରିତ ସ୍ଥାନରେ ହିନ୍ଦୁ ବଦଳରେ ମୁସଲିମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri