ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟରେ ସିଙ୍ଗଡାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ନିକଟରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଶିଳ୍ପ ଜଗତରେ ପ୍ରବେଶ କରିଛନ୍ତି। ସେ ନ୍ୟୁୟର୍କରେ ‘ସୋନା’ ନାମକ ଏକ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ନିକଟରେ ତାଙ୍କ ସ୍ବାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ ମଧ୍ୟ ଖାଇବାକୁ ଆସିଥିଲେ। ଏହି ସମୟରେ ତାଙ୍କ ଭାଇ କେଭିନ ମଧ୍ୟ ତାଙ୍କ ସହ ଦେଖାଦେଇଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲ। ପ୍ରିୟଙ୍କାଙ୍କ ଏହି ରେଷ୍ଟୁରାଣ୍ଟ ସଂପୂର୍ଣ୍ଣ ଦେଶୀ ଅଟେ। ଏହି ରେଷ୍ଟୁରାଣ୍ଟରେ ଭାରତୀୟମାନଙ୍କର ପ୍ରିୟ ଖାଦ୍ୟ ପରିବେଷଣ କରାଯାଏ। ଗୁପଚୁପ୍‌ଠାରୁ ଆରମ୍ଭ କରି ଭଡା ପାଭ, ଦୋସା, ସିଙ୍ଗଡା, କୁଲଚା ମଧ୍ୟ ମେନୁରେ ଅଛି। ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି, ଯଦି ଆପଣ ନ୍ୟୁୟର୍କରେ ଅଛନ୍ତି, ତେବେ ଅନ୍ତତଃପକ୍ଷେ ଆପଣଙ୍କୁ ଖାଦ୍ୟ ପାଇଁ ଭାରତକୁ ମିସ୍‌୍‌ କରିବାକୁ ପଡିବ ନାହିଁ। କିନ୍ତୁ ଏଥିପାଇଁ ପକେଟକୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ମୁମ୍ବାଇରେ ମାତ୍ର ୨୦-୩୦ ଟଙ୍କାରେ ଉପଲବ୍ଧ ଥିବା ଭଡା ପାଭ ପାଇଁ ୧୪ ଡଲାର ଅର୍ଥାତ୍‌ ପ୍ରାୟ ୧୦୩୯ ଟଙ୍କା ଦେବାକୁ ପଡିବ। ସିଙ୍ଗଡାର ଦାମ ମଧ୍ୟ ୧୦୩୯ ଟଙ୍କା ରହିଛି।

हजार से ज्यादा में मिलेगा सिर्फ एक समोसा... प्रियंका चोपड़ा के रेस्टोरेंट के मेन्यू कार्ड को देखकर आपके होश उड़ेंगे


Enter your email to get our daily news in your inbox.

All Right Reserved By Dharitri.Com

ହଜାରେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମଧ୍ୟରୁ ବଛା ହୋଇଛନ୍ତି ଅହିଲ୍ୟା

ମୁମ୍ବାଇ: ପରିୟଡ ଡ୍ରାମା ‘ପୂଣ୍ଣ୍ୟଶ୍ଳୋକ ଅହିଲ୍ୟାବାଇ’ ଜାନୁୟାରୀ ୪ ଅର୍ଥାତ୍ ମଙ୍ଗଳବାରଠାରୁ ଟେଲିଭିଜନରେ ପ୍ରସାରଣ ହେବାକୁ ଯାଉଛି । ଏହି ଧାରାବାହିକରେ ଅଦିତି ଜଲତରେ ମୁଖ୍ୟ...

ବଲିଉଡ୍‌ ସେଲିବ୍ରିଟିଙ୍କ ଘରେ ଦୀପାବଳି ସେଲିବ୍ରେଶନ

ମୁମ୍ବାଇ: ଦେଶର ପ୍ରମୁଖ ପର୍ବ ମଧ୍ୟରେ ଆଲୋକର ପର୍ବ ଦୀପାବଳି ଅନ୍ୟତମ। ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟକୁ ଦୀପାବଳି...

ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ପରିଣୀତି

ବ୍ୟାଟମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ ‘ସାଇନା’ର ଟିଜର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ସାଇନାଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ପରିଣୀତିଙ୍କୁ ଦମ୍‌ଦାର ଲୁକ୍‌ରେ...

ଲଭ୍‌ ୪୨୦

ପ୍ରଯୋଜକ ବିନ୍ନି ପଟ୍ଟନାୟକ ଏବଂ ସଚିକାନ୍ତ ଜେନା କିଛି ମାସ ପୂର୍ବରୁ ଏକାଥରେ ୧୦ଟି ଓଡ଼ିଆ ସିନେମାର ଟାଇଟଲ ଘୋଷଣା କରି ଚର୍ଚ୍ଚାର ପରିସରକୁ ଆସିଥିଲେ।...

ମନ୍ନତରେ ଲାଗିଛି ୩୦-୪୦ ଲକ୍ଷ ଟଙ୍କାର ଟିଭି

ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଜଣେ ଆଗଧାଡିର ଅଭିନେତା ହୋଇଥିବା ବେଳେ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଇଣ୍ଡଷ୍ଟ୍ରିର ଧନି କଳାକାରଙ୍କ ମଧ୍ୟରେ...

ପ୍ରବଳ ରାଗିଗଲେ ଅନୁଷ୍କା ଶର୍ମା

ଆଜିକାଲି ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ଅନୁଷ୍କା ଶର୍ମା ପ୍ରଶଂସକଙ୍କ...

‘ପୁଷ୍ପା-୨’ ପାଇଁ ଅଲୁ ଅର୍ଜୁନ ନେବେ ଏତିକି ଟଙ୍କା ଫି’

ଫିଲ୍ମ ‘ପୁଷ୍ପା-ଦ ରାଇଜ୍‌’ର ଜବରଦସ୍ତ ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦର୍ଶକ ମଧ୍ୟ ପୁଷ୍ପା ୨କୁ ଉତ୍ସୁକତାର...

ବୋଲ୍ଡ ଲୁକ୍‌ରେ ନଜର ଆସିଲେ ପ୍ରିୟଙ୍କାଙ୍କ ମ୍ୟାନେଜର

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ବୋଲ୍ଡ ଲୁକ୍‌ ପାଇଁ ଜଣାଶୁଣା। ଏପରିକି ପ୍ରିୟଙ୍କାଙ୍କ ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଷ୍ଟାଇଲ୍‌କୁ ଅନୁକରଣ...

Advertisement
Archives

Model This Week