Posted inଖେଳ

ଜୁନିୟର ବିଶ୍ୱ ରେକର୍ଡ ପରେ ମିଳିଥିଲା ସେନାରେ ଚାକିରି

ଟୋକିଓ,୭।୮: ନୀରଜ ୨୦୧୬ରେ ଜାଭେଲିନ ଥ୍ରୋରେ ଜୁନିୟର ବିଶ୍ୱ ରେକର୍ଡ ହାସଲ କରିଥିଲେ। ଏଥିଯୋଗୁ ସେନାବାହିନୀ ତାଙ୍କୁ ଜୁନିୟର କମିସଣ୍ଡ ଅଫିସର ପଦରେ ନିଯୁକ୍ତି ଦେଇଥିଲା। ପରେ ସେ ନାଏକ ସୁବେଦାର ପଦରେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ୨୦୧୮ ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ଅଲିମ୍ପିକରେ ସୁବେଦାର ନୀରଜ ସୈନିକ ଭଳି ପ୍ରଦର୍ଶନ କରିଛନ୍ତି। ଏହା ବାସ୍ତବରେ ଭାରତୀୟ ସଶସ୍ତ୍ରବାହିନୀଙ୍କ ସମେତ ଦେଶ ପାଇଁ ଏକ ଐତିହାସିକ ଏବଂ ଗର୍ବର ମୁହୂର୍ତ୍ତ। ତାଙ୍କୁ ଅନେକ ଅନେକ ଅଭିନନ୍ଦନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଭିନ୍ନକ୍ଷମ ଟି୨୦ ସିରିଜ୍‌ ଚାମ୍ପିୟନ ଭାରତ

ମୁମ୍ବାଇ,୧୪।୮(ପିଟି): ବିଶ୍ୱ ଶାରୀରିକ ଭିନ୍ନକ୍ଷମ ଟି୨୦ ସିରିଜ୍‌ର ପ୍ରଥମ ସଂସ୍କରଣରେ ଫେଭରାଇଟ୍‌ ଭାରତୀୟ ଦଳ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଭାରତୀୟ ଦଳ ୩୬...

ଆମ୍ବପୁର ପ୍ରିମିୟର ଲିଗ୍‌, ଡେୟାରଡେଭିଲ୍ସ ଚାମ୍ପିୟନ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁର ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ଆମ୍ବପୁର ପ୍ରିମିୟର ଲିଗ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଗ୍ରାମର ମୃତ ଯୁବକ ରୁଦ୍ର ପ୍ରଧାନଙ୍କ...

ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳିଙ୍କ କାର ଚୋରି

ନୂଆଦିଲ୍ଲୀ,୫ା୧୨(ପି.ଟି.)- ୩୦ ବର୍ଷୀୟ ଅର୍ଜୁନ ସମ୍ମାନପ୍ରାପ୍ତଙ୍କ କାର୍‌ ସମ୍ପର୍କୀୟଙ୍କ ଘରୁ ଚୋରି ହୋଇଯାଇଥିବା ଗୁରୁବାର ରୋହିନି ପୋଲିସ୍‌ କହିଛି। ୨୦୧୪ ଏସିଆନ ଗେମ୍ସର ରିକର୍ଭ ଦଳଗତ...

ଏଟିପି ଫାଇନାଲ୍ସ: ଥିମ୍‌ଙ୍କଠାରୁ ହାରିଲେ ଫେଡରର

ଲଣ୍ଡନ,୧୧।୧୧(ଏଏଫ୍‌ପି): ସ୍ଥାନୀୟ ଓ୨ ଏରିନାରେ ରବିବାର ଏଟିପି ଫାଇନାଲ୍ସ ଆରମ୍ଭ ହୋଇଛି। ସେସନ ଶେଷରେ ଆୟୋଜିତ ହେଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ସୁଇଜରଲାଣ୍ଡ...

ଇତିହାସ ରଚିଲେ ଦୀପିକା କୁମାରୀ

ପ୍ୟାରିସ୍‌,୨୮।୬: ପ୍ୟାରିସରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପରେ ଭାରତର ତାରକା ମହିଳା ତୀରନ୍ଦାଜ ଦୀପିକା କୁମାରୀ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱକପ ପର୍ଯ୍ୟାୟରେ ପୁନର୍ବାର ବ୍ୟକ୍ତିଗତ...

ଦେବାଶିଷ, ଅକ୍ଷନ୍ତଙ୍କୁ ଟାଇଟଲ

ଭୁବନେଶ୍ୱର, ୭।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ଏଆଇଟିଏ-ଓଟିଏ ଟ୍ୟାଲେଣ୍ଟ ସିରିଜ (ଟିଏସ୭) ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଦେବାଶିଷ ସାହୁ ଓ ଅକ୍ଷନ୍ତ...

ପାକିସ୍ତାନଠୁ ହାରିବା ପଛର କାରଣ କହିଲେ କିମ୍ବଦନ୍ତୀ ଖେଳାଳି

ନୂଆଦିଲ୍ଲୀ,୨୬।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ୧୦ ଉଇକେଟରେ ଭାରତକୁ ହରାଇ ଦେଇଥିଲା। ଏଥିସହ କ୍ରିକେଟ ବିଶ୍ୱକପ୍‌ ଇତିହାସରେ ଭାରତ ବିପକ୍ଷରେ ଜାରି...

୬୦ରେ ରୋକିଦେଲେ ମୁଜୀବ-ରଶିଦ

ଶାରଜା,୨୫।୧୦: ସ୍କଟଲାଣ୍ଡକୁ ୬୦ ରନ୍‌ରେ ଅଲଆଉଟ୍‌ କରି ଦେଇଛି ଆଫଗାନିସ୍ତାନର ଦୁଇ ସ୍ପିନରଙ୍କ ଯୋଡ଼ି। ମୁଜୀବ ଉର ରେହମାନ ୪ ଓଭରରେ ୨୦ ରନ୍‌ ବ୍ୟୟରେ...

Advertisement
Archives

Model This Week