Posted inଖେଳ

ଏତିକି ଦିନ ହେଲା ଫୋନଠୁ ଦୂରରେ ଅଛନ୍ତି ନୀରଜ

ଟୋକିଓ,୭।୮: ଅଲମ୍ପିକ୍ସ ପଦକ ହାସଲ କରିବାକୁ ନୀରଜ ପ୍ରଣାପଣେ ଚେଷ୍ଟା କରିବା ସହ କଠିନ ପରିଶ୍ରମ କରିଥିଲେ। ଦୀର୍ଘ ଗୋଟିଏ ବର୍ଷ ହେବ ନୀରଜର ଫୋନ ବନ୍ଦ ରହିଥିଲା ବୋଲି ଦାଦା ଭୀମ ଚୋପ୍ରା କହିଛନ୍ତି। ୧୫ ଦିନ ତଳେ ନୀରଜଙ୍କ ସହ ଭିଡିଓ କଲ କରି କଥା ହୋଇଥିଲି। ଏହା ତା’ର ମ୍ୟାନେଜର ଫୋନ୍‌ ମାଧ୍ୟମରେ କଥା ହୋଇଥିଲୁ। ଏହାପରଠାରୁ କଥା ହୋଇନାହୁଁ। କଠିନ ପରିଶ୍ରମର ଫଳ ସେ ଶେଷରେ ପାଇଛି। ଏଥିପାଇଁ ଭଗବାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ଭୀମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଖେଳାଳିଙ୍କ ପାଇଁ ଅନୁରୋଧ କଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ, ୧୧ା୨- ଦେଶର ନୂଆ ପେସ ସେନସେଶନ ଟି. ନଟରାଜନଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ତାମିଲନାଡୁ ଦଳରୁ ରିଲିଜ କରିଦିଆଯାଇଛି। ଏହି ବାମ...

ନେମାର ଆହତ

ରିଓ ଡି ଜେନେରିଓ, ୨୯ା୫- ବ୍ରାଜିଲ ଷ୍ଟାର ଖେଳାଳି ଜୁନିୟର ନେମାର ଆହତ ହୋଇଛନ୍ତି। କୋପା ଆମେରିକା ଟୁର୍ନାମେଣ୍ଟ ଲାଗି ବ୍ରାଜିଲ ଦଳର ପ୍ରଥମ ଅଭ୍ୟାସ...

କୋଭିଡ-୧୯ ସଂକ୍ରମଣ: ଥୋମାସ, ଉବର କପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୨୧।୩(ପି.ଟି.): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟଏଫ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ବିଶ୍ୱର ଶ୍ରେଷ୍ଠ ପୁରୁଷ ଓ...

ଆହତ ସମସ୍ୟାରୁ ମୁକ୍ତ ହେଲେ ଷ୍ଟୋଇନିସ

ନଟିଂହାମ,୧୯।୬(ପିଟି)- ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବେ ସମ୍ପୂର୍ଣ୍ଣ ଫିଟ୍‌। ଫଳରେ ଅଷ୍ଟ୍ରେଲିଆ ଦଳକୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଦଳ ପାଇଁ ବଳକା ଥିବା ମ୍ୟାଚ୍‌ଗୁଡ଼ିକରେ...

ନିଜ ପ୍ରତିଶ୍ରୁତି ପାଳନ କଲେ ଦ୍ରାଭିଡ

କଲମ୍ବୋ,୨୯।୭:ଭାରତର ପୂର୍ବତନ କିମ୍ବଦନ୍ତୀ ରାହୁଲ ଦ୍ରାଭିଡଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଦଳର ମୁଖ୍ୟ କୋଚଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ସିରିଜ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ...

ସ୍ବାମୀଙ୍କ ପରି ‘ଅଲ୍‌ରାଉଣ୍ଡର’ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ୍‌ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ଷ୍ଟାର୍‌ ଅଲ୍‌ରାଉଣ୍ଡର ସେନ୍‌ ଓ୍ବାଟ୍‌ସନଙ୍କ ପରି ତାଙ୍କ ସ୍ତ୍ରୀ ଲି ଫୁର୍‌ଲଙ୍ଗ ମଧ୍ୟ ଜଣେ ଅଲ୍‌ରାଉଣ୍ଡର।...

ଅନ୍ତର୍ଜାତୀୟ ଟି୨୦ରେ ପୂରଣ କଲେ ୧୫୦ ଛକା

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ମ୍ୟାଚ୍‌ରେ...

ପର୍ତ୍ତୁଗୀଜ୍‌ ଫୁଟବଲ ସେସନ ଜୁନ୍‌ ୪ରୁ

ଲିସବନ,୧୩।୫(ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ସ୍ଥଗିତ ରହିଥିବା ପର୍ତ୍ତୁଗାଲର ଫୁଟବଲ୍‌ ସେସନ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁନା ୪ରୁ ପ୍ରିମିରା ଲିଗ୍‌ ଆରମ୍ଭ ହେବ...

Advertisement
Archives

Model This Week