ପିଲା ଜିଦିଆ ହୋଇଥିଲେ…
କୁହାଯାଏ, ଗୋଟିକିଆ ଛୁଆ ବେଶି ଜିିଦିଆ ହୋଇଥା’ନ୍ତି। ଗୋଟିଏ ଛୁଆ ହୋଇଥିବାରୁ ପରିବାରର ସମସ୍ତେ ଗେଲବସରରେ ବଢ଼ାଇଥା’ନ୍ତି। ତାଙ୍କ ମନପସନ୍ଦର ଜିନିଷ ଦେଇଥା’ନ୍ତି। ପ୍ରାୟତଃ କୌଣସି କଥାରେ ଆକଟକରି ନ ଥାଆନ୍ତି। ଏହିସବୁ କାରଣ ପିଲାଙ୍କୁ ଜିଦିଆ କରିବାରେ ସାହାଯ୍ୟ କରିଥାଏ।…
ଭାରତର ଏହି ସହରରେ ଖୋଲିଲା ପାନର ଏଟିଏମ୍, ବାର୍ କୋଡ୍ ସ୍କାନ କଲେ ମିଳିବ ମନ ପସନ୍ଦର ପାନ
ଭାରତୀୟ ସଂସ୍କୃତିରେ ପାନର ଗୁରୁତ୍ୱ ରହିଛି। ପ୍ରତ୍ୟେକ ମାଙ୍ଗଳକ କାର୍ଯ୍ୟରେ ପ୍ରଥମେ ଖୋଜାପଡ଼େ ପାନ। ପାନ ନ ଥିଲେ ପୂଜା ଯେମିତି ଅଧୁରା। ସେହିପରି ଭାରତରେ ଅନେକ ପାନପ୍ରିୟ ଲୋକ ଅଛନ୍ତି। ସେଥିପାଇଁ ଦୋକାନ ବଜାରରୁ କିଣି କି ହେଉ କି…
କଳିଙ୍ଗରେ ହେବ ମହିଳା ଏସିଆନ କପ୍
କୁଆଲାଲମ୍ପୁର,୨୭।୩(ପି.ଟି.): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଶ୍ୱସ୍ତରୀୟ ଫୁଟ୍ବଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଭାରତ ୨୦୨୨ ମହିଳା ଏସିଆନ୍ କପ୍ ଆୟୋଜନ କରିବ। ଏହି ଇଭେଣ୍ଟର ଅନ୍ୟତମ ଭେନ୍ୟୁ ରୂପେ ଭୁବନେଶ୍ୱରକୁ ବଛାଯାଇଛି। ସେହିପରି ନଭି ମୁମ୍ବାଇ ଓ…
ଆଧିପତ୍ୟ ନେଇ ଅସନ୍ତୋଷ
ଅନୁଗୋଳ ଅଫିସ, ୨୭ା୩ ଅନୁଗୋଳ ସହରରେ ଭିଡ଼ ନିୟନ୍ତ୍ରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ହଟାଉଛି ପୌର ପ୍ରଶାସନ। ବିଶେଷକରି ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି ଦିଆଯାଇଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରି ସେଠାରେ ବାଡ଼ ବୁଲାଯାଉଛି। କିନ୍ତୁ ଏଥିରେ ସମସ୍ୟା ସୃଷ୍ଟି…
ବେଲଘର ବନାଞ୍ଚଳରେ ବାଘ: ଜଙ୍ଗଲ ଯିବାକୁ ମନା
ବାଲିଗୁଡା,୨୭।୩: କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ବନାଞ୍ଚଳର ତଗାପାଙ୍ଗା ଜଙ୍ଗଲରେ ବାଘ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ ଅଭିଯୋଗ କ୍ରମେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି…
ଅଧିକ ରନ୍ ଦେବା ପରେ ବି ଏହି କାରଣ ପାଇଁ ସ୍ପିନରଙ୍କୁ ବୋଲିଂ ଦେଲେ କୋହଲି
ପୁଣେ,୨୬।୩ : ଇଂଲଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ଶୋଚନୀୟ ପରାଜୟ ଭୋଗ କରିବାକୁ ପଡ଼ିଛି। ଏହି ପରାଜୟ ଦଳର ପାଇଁ ଦୁଇ ସ୍ପିନରଙ୍କୁ ଦାୟୀ କରାଯାଇପାରେ। କାରଣ ଦୁହେଁ ୧୬ ଓଭରରେ ୧୫୬ ରନ୍ ଦେଇଥିଲେ। କୁଲଦ୍ୱୀପ…
ମର୍ନିଂଓ୍ବାକ୍ ବେଳେ ମହିଳାଙ୍କୁ କମେଣ୍ଟ ମାରି ଯୁବକ ଗିରଫ
ଛତ୍ରପୁର,୨୬।୩: ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ମହିଳା ଜଣକ ମର୍ନିଂଓ୍ବାକ କରିବା ପାଇଁ ଆସୁଥିବା ବେଳେ ଯୁବକ ଜଣକ ତାଙ୍କୁ କମେଣ୍ଟ ମାରିଥିଲେ। ଏନେଇ ମହିଳା ଜଣକ ଛତ୍ରପୁର ପୋଲିସକୁ ଅବଗତ…
ଗାଧୋଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲେ ଛାତ୍ରୀ
ବଡ଼ଗାଁ,୨୬।୩: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଖରିଆମାଲ ନିକଟ ମାଲିପଡା ଗ୍ରାମରେ ଶୁକ୍ରବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଭୂମୀସୂତା ପଟେଲ (୧୮) । ଭୂମୀସୂତା ବଡ଼ଗାଁ ଡିଗ୍ରୀ କଲେଜରେ…
କୋଉଠୁ ଆସିଲା ଅଢ଼େଇ ଲକ୍ଷ ଟଙ୍କା ଉତ୍ତର ଦେଇ ନ ପାରିବାରୁ ଗିରଫ ହେଲେ ତହସିଲ୍ଦାର
ବାରିପଦା ଅଫିସ/ବାଲେଶ୍ୱର ଅଫିସ,୨୬ା୩- ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି। ତାଙ୍କ ଠାରୁ ୨ଲକ୍ଷ ୫୬ ହଜାର ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ଲାଞ୍ଚ କାରବାର ନେଇ ତହସିଲଦାର ପଣ୍ଡାଙ୍କ ନଁାରେ…
ଏମିତି ହାରିବ ଆଶା ନ ଥିଲା
ପୁଣେ,୨୬।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତକୁ ଏଭଳି ପରାଜୟ ମିଳିଛି, ଯାହା କେହି ଆଶା କରି ନ ଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ ୩୩୭ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୬.୪ ଓଭର ପୂର୍ବରୁ ୪…
୨୮ରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ
ମୁମ୍ବାଇ,୨୬।୩ : ମହାରାଷ୍ଟ୍ରରେ ରବିବାର ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢ଼ିବାରୁ ନିଆଯାଇଛି ଏଭଳି ନିଷ୍ପତ୍ତି। ଶପିଂ ମଲ ସକାଳ ୭ଟାରୁ…
୨୫ ତାଲା ଭାଙ୍ଗି ଚୋରି
ସମ୍ବଲପୁର,୨୬ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍ସାର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏଫ୍ଏମ୍ଟି, ପାଥୋଲୋଜି, ମାଇକ୍ରୋବାଇଲୋଜି, ଆନୋଟୋମି ବିଭାଗ କୋଠରୀର ପ୍ରାୟ ୨୫ ତାଲା ଭଙ୍ଗାଯାଇ ୨ ଲାପ୍ଟପ, ୧ ପ୍ରୋଜେକ୍ଟର ମେଶିନ ଚୋରି ହୋଇଥିବା ଭାରପ୍ରାପ୍ତ…
Archives


