ବିବାହ ପରେ କାମକୁ ଫେରିଲେ ବୁମ୍ରାଙ୍କ ପତ୍ନୀ, ପ୍ରଶଂସକ ପଚାରିଲେ ଏଭଳି ପ୍ରଶ୍ନ
ପୁଣେ,୨୬।୩: ଭାରତୀୟ ଟିମ୍ର ଷ୍ଟାର ବୋଲର୍ ଜସପ୍ରିତ ବୁମ୍ରା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଟେଲିଭିଜନ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିଥିଲେ ସେ। ଏବେ ବିବାହକୁ ମାତ୍ର କେଇଟା ଦିନ ବିତିଥିବା ବେଳେ ସଞ୍ଜନା ଶନିବାର କାମକୁ ଫେରିଥିବା…
ଫର୍ମକୁ ଫେରି ସମସ୍ତଙ୍କ ମୁହଁ ବନ୍ଦ କଲେ ଏହି ଭାରତୀୟ କ୍ରିକେଟର: ଦୀର୍ଘ ବର୍ଷେ ପରେ…
ପୁଣେ,୨୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ପୁଣେର ଏମ୍ସିଏ ଷ୍ଟାଡିୟମରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର ଖେଳାଯାଉଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ। ଦୀର୍ଘ ଏକ ବର୍ଷ ପରେ ସେ କ୍ୟାରିୟରର…
ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…
ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ପୋଡ଼ି ଦେଉଥିବା ଦେଖାଯାଇଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଜସ୍ଥାନରେ ଦୁର୍ନୀତି ନିବାରଣ…
କେନ୍ଦୁଝରେ ଭାରତ ବନ୍ଦର ପ୍ରଭାବ : ଟାୟାର ଜାଳି ରାସ୍ତାରୋକୋ
ପାଟଣା,୨୬।୩(ସ୍ବ.ପ୍ର.): ସାରା ଦେଶରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ କୃଷି ଆଇନକୁ ବିରୋଧ କରି ଶୁକ୍ରବାର ଭାରତ ବନ୍ଦ ପ୍ରଭାବ କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ପାଟଣା ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ବୈତରଣୀ ନଦୀ…
ବଲିଉଡ୍ରେ ବଢ଼ୁଛି କରୋନା କାୟା: ଆମିର-କାର୍ତ୍ତିକଙ୍କ ପରେ ଏହି ସୁପରମଡେଲ କୋଭିଡ୍ ପଜିଟିଭ୍
ବମ୍ବେ: ବଲିଉଡ୍ ଅଭିନେତା ଆମିର ଖାନ୍ ଏବଂ କାର୍ତ୍ତିକ ଆର୍ୟନଙ୍କ ପରେ ଏବେ ସୁପର ମଡେଲ୍ ମିଲିନ୍ଦ ସୋମନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। କିଭଳି ଭାବେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିନାହିଁ।…
ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ
ଗଞ୍ଜାମ,୨୬।୩ (ଡି.ଏନ୍.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ସହରରେ ମଧ୍ୟ ଦେଖିବାକୁ ମିଳିଛି। କୃଷକ ସଭା ଓ ସିଟୁ ସଂଗଠନ…
ଯୁବରାଜଙ୍କ ନୂଆ ଲୁକ୍କୁ ଦେଖି ପୂର୍ବତନ ପ୍ରେମିକା ଦେଲେ ଏଭଳି ପ୍ରତିକ୍ରିୟା
କ୍ରିକେଟ ପଡ଼ିଆରେ ଆମେ ବହୁତ ଥର ସିକ୍ସର କିଙ୍ଗ୍ ଯୁବରାଜ ସିଂହଙ୍କୁ ୪/୬ ମାରିବାର ଦେଖିଛୁ। କିନ୍ତୁ ତାଙ୍କର ନୂଆ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲମ୍ବା କେଶ ଏବଂ ଆଖିରେ ହଳଦିଆ ରଙ୍ଗର ଚଷମା ଲଗାଇଥିବା…
ଆସିଲା ‘ନୋଜ୍ ଓନ୍ଲି ମାସ୍କ’: ପିନ୍ଧି ଆରାମରେ ଖାଇପିଇ ପାରିବେ
ମହାମାରୀ କରୋନାର ଟିକା ବାହାରିବା ପରେ ଲୋକେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଥିଲେ। ହେଲେ ଏବେ ପୁଣି ଲେଉଟିଛି କରୋନା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଆବଶ୍ୟକ ହୋଇପଡ଼ିଛି। ହେଲେ ମାସ୍କ…
ବଡ଼ଖରିଡ଼ାରେ ଅଗ୍ନିକାଣ୍ଡ: ୮ ପରିବାର ସର୍ବସ୍ବାନ୍ତ, ତହସିଲଦାରଙ୍କ ପକ୍ଷରୁ ସହାୟତା
ପୁରୁଷୋତ୍ତମପୁର, ୨୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଗୁରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଟି ପରିବାର ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ଆସବାବପତ୍ର ସମେତ ଧାନ, ଚାଉଳ, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ…
ଶାହାରୁଖ୍ ପୁଅ ଅବରାମଙ୍କୁ ସ୍ତ୍ରୀଙ୍କଠାରୁ ରଖନ୍ତି ଦୂରେଇ
ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଏବଂ ସ୍ତ୍ରୀ ଗୌରୀ ଖାନ୍ ଏମିତି ଏକ ଷ୍ଟାର କପଲ ଯିଏକି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ଏବେ ସେମାନଙ୍କ ବନ୍ଧନ ବହୁତ ଶକ୍ତ କହିଲେ କିଛି ଭୁଲ ହେବ…
୧୦ ସେକେଣ୍ଡ ଅଭିନୟରୁ ବୋଲ୍ଡ ସିିନ୍ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା ଏହି ଅଭିନେତ୍ରୀଙ୍କ ଜୀବନ
ବଲିଉଡର ବୋଲ୍ଡ ଅଭିନେତ୍ରୀ ଅର୍ଚ୍ଚନା ପୁରଣ ସିଂ ଉଭୟ ଫିଲ୍ମ ଏବଂ ଟେଲିଭିଜନ ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଅର୍ଚ୍ଚନା ଡେରାଡୁନ୍ର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ସ୍କୁଲ ପଢ଼ା ସାରି ସେ ଦିଲ୍ଲୀର…
ଏହି ରାଜନେତାଙ୍କ ଉପରେ ରାଗିଲେ ସୋନା ମହାପାତ୍ର
ଚେନ୍ନାଇ,୨୬।୩: କଣ୍ଠଶିଳ୍ପୀ ସୋନା ମହାପାତ୍ର ଡିଏମ୍କେ ନେତା ଡିଣ୍ଡିଗୁଲ ଲିୟୋନିଙ୍କ ବିବାଦୀୟ ବୟାନ ଉପରେ ପ୍ରବଳ ରାଗିଛନ୍ତି। ଲିୟୋନି ତାମିଲନାଡୁରୁ ପ୍ରାର୍ଥୀ ହୋଇଛନ୍ତି। ଏକ ନିର୍ବାଚନ ପ୍ରଚାରରେ ସେ ମହିଳାମାନଙ୍କ ଶରୀରକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଦେଶର…
Archives


