Home Left

ଶତକ ମାରିବା ପରେ କାନ ଧରିଥିଲେ ଏହି ଭାରତୀୟ ଖେଳାଳି: କାରଣ ଜାଣିଲେ…

ପୁଣେ, ୨୭।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓ୍ବିକେଟ ହରାଇ ୩୩୬ ରନ କରିଥିଲା। ଇଂଲଣ୍ଡ ବିଜୟରେ ଜନ ବେୟାରଷ୍ଟୋ ଏବଂ ବେନ୍‌ ସ୍କୋକ୍ସ ଭଲ ପ୍ରଦର୍ଶନ କରିଥିଲେ। ତେବେ…

କ୍ରୁଟ୍‌ ଶ୍ରେଷ୍ଠ ଏସ୍‌ପିଭି

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ସିଟି ବସ୍‌ ସେବା ଯୋଗାଉଥିବା ‘ମୋ ବସ୍‌’କୁ ପୁଣିଥରେ ଶୀର୍ଷ ପୁରସ୍କାର ମିଳିଛି। ଏହାର ପରିଚାଳନା କରୁଥିବା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦେଶରେ ଶ୍ରେଷ୍ଠ ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା (ଏସ୍‌ପିଭି) ଭାବେ ପୁରସ୍କୃତ…

ବିବାହ ବନ୍ଧନରେ ଅବିକା !

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୌର। ‘ବାଳିକା ବଧୁ’, ‘ସସୁରାଲ ସିମର କା’ ଧାରାବାହିକରେ କାମ କରି ଘରେ ଘରେ ପରିଚିତ ହୋଇଥିଲେ ଅବିକା। ଏବେ ସେ ଏତେ ବଡ଼ ହୋଇଗଲେଣି ଯେ ବିବାହ…

ଲକ୍‌ଡାଉନ୍‌ ଦ୍ୱାରା ମହାମାରୀର ହେବନି ସମାଧାନ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୭।୩: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଲକ୍‌ଡାଉନ୍‌ ଜାରି ହେବା ନେଇ ବହୁ ଗୁଜବ ମଧ୍ୟ ଉଠୁଛି। ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଲକ୍‌ଡାଉନ୍‌ ଦ୍ୱାରା ଦେଖାଦେଇଥିବା କରୋନା ମହାମାରୀ ସଙ୍କଟର ସମାଧାନ…

କୃଷି ଆଇନ ପ୍ରତ୍ୟାହାର ଦାବିରେ ଗୃହ କମ୍ପିଲା

ଭୁବନେଶ୍ୱର,୨୭।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଣୀତ ୩ କୃଷି ଆଇନକୁ ବିରୋଧ କରି ବିଧାନସଭା ବାହାରେ କୃଷକ ସଂଗଠନଗୁଡ଼ିକ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଶୁକ୍ରବାର ବିଧାନସଭାରେ ଏହାର ତାତି ଦେଖିବାକୁ ମିଳିଥିଲା। ଏହି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ…

ୟୁଆଇଡିଏଆଇ ସିଇଓ ହେଲେ ସୌରଭ ଗର୍ଗ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ବରିଷ୍ଠ ଅଧିକାରୀ ସୌରଭ ଗର୍ଗଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଶୁକ୍ରବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ସଲମାନ୍‌ଙ୍କୁ ପସନ୍ଦ କରନ୍ତିନି ବିରାଟ କୋହଲି: କାରଣ ଜାଣିଲେ…

ମହାମାରୀ କରୋନା ସମୟରେ କଳାକାରଙ୍କ ଥ୍ରୋବ୍ୟାକ୍‌ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏକ କାହାଣୀ ଭାଇରାଲ ହେଉଛି। ଏମିତିରେ ବର୍ତ୍ତମାନ ଦେଖିବାକୁ…

ଅଭିନେତାଙ୍କ କବିତା ଶୁଣି ‘ଆଇ ଲଭ୍‌ ୟୁ’ କହିଥିଲେ ରେଣୁକା, ବିବାହିତା ସତ୍ତ୍ୱେ…

ବମ୍ବେ: ଦବଙ୍ଗ ଖାନ୍‌ ସଲମାନଙ୍କ ଫିଲ୍ମ ‘ହମ୍‌ ଆପ୍‌କେ ହୈ କୌନ୍‌’ରେ ଭାଉଜ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ରେଣୁକା ଶାହାନେ। ୧୯୮୯ରେ ଦୁରଦର୍ଶନର ଶୋ’ ‘ସର୍କସ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ହେଁ ଜୀବନର ଟର୍ନିଂ ପଏଣ୍ଟ ଥିଲା…

ପର୍ବପର୍ବାଣି ପାଳନ ଉପରେ କଟକଣା

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ପର୍ବପର୍ବାଣି ପାଳନ ଉପରେ କଟକଣା ଲଗାଇଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଗୁଡ୍‌ ଫ୍ରାଇଡେ, ଶ୍ରୀରାମ ନବମୀ, ପଣା ସଂକ୍ରାନ୍ତି, ଝାମୁଯାତ୍ରା,…

ଏକଦା କପୁର ପରିବାରର ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ରାଧିକା, ହେଲେ ବିଦେଶୀ ପ୍ରେମିକଙ୍କ…

ବମ୍ବେ: ବଲିଉଡ୍‌ ଫିଲ୍ମଜଗତର ପ୍ରତିଭାବାନ ଅଭିନେତ୍ରୀଙ୍କ ମଧ୍ୟରୁ ରାଧିକା ଆପ୍ତେ ଜଣେ। ଅଭିନୟରେ ତାଙ୍କର ନିଖୁଣତା ସ୍ପଷ୍ଟ ବାରି ହୋଇ ପଡେ। ନିଜ ଚରିତ୍ର ମଧ୍ୟରେ ସେ ନିଜକୁ ହଜାଇଦେବା ପରି ମନେ ହୁଏ। କର୍ମଜୀବନରେ ବାହାବା ସାଉଁଟିବାକୁ ଚାହୁଁଥିବା ରାଧିକା…

ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍‌ ଆଲୋକ ବନ୍ଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ପର୍ଯ୍ୟନ୍ତ ସମସ୍ତ ଅଦରକାରୀ ବିଦ୍ୟୁତ୍‌ ଆଲୋକ…

ଟିକା ନେବା ପରେ କରୋନା ପଜିଟିଭ ହେଲେ ଏହି ଅଭିନେତା: ପ୍ରଯୋଜକଙ୍କ ସହ ଘଟିସାରିଛି ସମାନ ଘଟଣା

ଭାରତରେ କରୋନାର ପ୍ରକୋପ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରତିଦିନ ବଲିଉଡ୍‌ର କୌଣସି ନା କୌଣସି କଳାକାର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ୬୫ ବର୍ଷୀୟ ଅଭିନେତା ପରେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri