ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ସମର୍ଥନ କଲେ ଭାଜପା ନେତା
ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପୂର୍ବରୁ ଆଫଗାନୀସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ପଳାୟନ କରିଥିଲେ । ସେ ବିଭିନ୍ନ ଦେଶ ସହ ସମ୍ପର୍କ କରିଥିଲେ ମଧ୍ୟ କେହି ତାଙ୍କୁ ରଖିବାକୁ ରାଜି ହୋଇ…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨ କୋଟି ଟଙ୍କାର ମନ୍ଦିର ନିର୍ମାଣ କଲେ ଆନ୍ଧ୍ର ବିଧାୟକ
ହାଇଦ୍ରାବାଦ: ବିଶ୍ୱସ୍ତତା ଏବଂ ସମର୍ଥନର ଏକ ଅପ୍ରତ୍ୟାଶିତ ପ୍ରଦର୍ଶନସ୍ବରୂପ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିର ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ଚିତ୍ତୋର ଜିଲାର ଶ୍ରୀକାଲାହାଷ୍ଟୀରେ ଏକ ବିରାଟ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ। ସେ ଏହାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କୁ ଉତ୍ସର୍ଗ…
ସଲ୍ମାନଙ୍କ ଶୋ’ରେ ଧମାଲ କରିବେ ରେଖା
ମୁମ୍ବାଇ: ବିଗ୍ ବସ ଓଟିଟିର ୫ ସପ୍ତାହର ଯାତ୍ରା ବାକି ଅଛି। ଏହା ଶେଷ ହେବା ପରେ ସଲମାନଙ୍କ ଶୋ’ ବିଗ୍ ବସ୍ -୧୫ ଆରମ୍ଭ ହେବ। ଶୋ’କୁ ନେଇ ବିଶେଷ ପ୍ରସ୍ତୁତି ଚାଲିଛି। ସିଜନ ୧୫ରେ ବଲିଉଡ୍ର ଏକ ବଡ଼…
ରାଜୌରିରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ଜୁନିୟର କମିଶନଡ ଅଫିସର ଶହୀଦ
ଜମ୍ମୁ,୧୯ ।୮: ଜମ୍ମୁର ରାଜୌରୀରେ ସୁରଡକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏଥିରେ ଜଣେ ଜୁନିୟର କମିଶନଡ ଅଫିସର ଶହୀଦ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା…
ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି: ୪ ଗୁରୁତର
ଖୋର୍ଦ୍ଧା ଅଫିସ, ୧୯।୮: ରୋଷେଇ ଘରେ ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର ହୋଇଥିବା ବେଳେ ୩ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ । ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର…
ଝଗଡ଼ାକୁ ଆମେ ଡରୁନାହୁଁ, ଆମକୁ ଧକ୍କା ଦେଲେ ଆମେ ତାର ଜବାବ ଦେବୁ: ଇଂଲଣ୍ଡ କୋଚ୍
ଲଣ୍ଡନ,୧୯।୮: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଅନେକ କାରଣରୁ ସ୍ମରଣୀୟ ଥିଲା। ହେଲେ ଏହି ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ କିଛି ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଏବେ ଇଂଲଣ୍ଡର ମୁଖ୍ୟ କୋଚ୍ କ୍ରିସ ସିଲଭରଉଡ୍ ଏହି ପ୍ରସଙ୍ଗରେ ଏକ…
ଚିରାଗଙ୍କ ସହ ସାକ୍ଷାତ୍କାର ସମୟରେ ଭାବୁକ ହେଲେ ଶରଦ ଯାଦବ
ପାଟନା,୧୯ ।୮: ଚିରାଗ ପାଶୱାନ ଗୁରୁବାର ବରିଷ୍ଠ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି । ବିହାରରେ ହେଉଥିବା ଆଶୀର୍ବାଦ ଯାତ୍ରା ପାଇଁ ମାର୍ଗଦର୍ଶନଓ ଆଶୀର୍ବାଦ ନେଇଛନ୍ତି ଚିରାଗ । ପାଶୱାନ ତାଙ୍କ ମା’ଙ୍କ ସହ ମିଶି ଦିଲ୍ଲୀରେ ଶରଦ ଯାଦବଙ୍କୁ…
ରୋଗୀ ସେବା କରୁଛନ୍ତି ସୁରକ୍ଷାକର୍ମୀ, ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ
ହିଞ୍ଜିଳିକାଟୁ,୧୯ା୮(ଡି.ଏନ୍.ଏ.): ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ଡାକ୍ତରଖାନାକୁ କାଟାଗୋରୀ-୨ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା, ରୋଗୀ ସେବାରେ ସୁଧାର ଆଣିବା ଲାଗି ଡାକ୍ତର,ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ରୋଗୀସେବାରେ ଚରମ…
ଚଳନ୍ତା କାର୍ରେ ହଠାତ୍ ଲାଗିଲା ନିଆଁ, ଆଉ ତା’ ପରେ…
ଲକ୍ଷ୍ନୌ,୧୯ା୮: ଉତ୍ତରପ୍ରଦେଶର ବାରାଣସୀରେ ଏକ ଚଳନ୍ତା କାର୍ରେ ନିଆଁ ଲାଗିଥିବା ଦୃଶ୍ୟର ଭିଡିଓ ଭାଇରାଲ ହେଉଛି। ବୁଧବାର ବିଳମ୍ବିତ ରାତିରେ ଲଙ୍କା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। କାର୍ର ଆଗ ବନେଟ୍ ତଳେ ଥିବା ଇଞ୍ଜିନ୍ ଶଟ୍ସର୍କିଟ ହେବାରୁ ନିଆଁ…
ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ
ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ । ମାତ୍ର ଛଅବର୍ଷ ମଧ୍ୟରେ ତାଙ୍କ ଦ୍ୱାରା ପ୍ରଯୋଜିତ ଛଅଟି ଓଡ଼ିଆ ସିନେମା ପରଦା ଉପରକୁ ଆସିସାରିଛି । ଅନ୍ୟପକ୍ଷରେ ଆଠଟି ସିନେମା ରିଲିଜ ଅପେକ୍ଷାରେ ଅଛି । ଚଳଚ୍ଚିତ୍ର, ମ୍ୟୁଜିକ ଆଲବମ୍ ପ୍ରଯୋଜନା ବ୍ୟତୀତ…
ଏହି କ୍ରିକେଟର୍ଙ୍କୁ ପ୍ରବଳ ଗାଳି ଦେଇଥିଲେ କୋହଲି, ଏବେ କଲେ ଖୁଲାସା
ଲଣ୍ଡନ,୧୯।୮:ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଅନେକ ମତଭେଦ ଲାଗି ରହିଥିଲା। ପିଚ୍ରେ ଦୌଡ଼ିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଆଣ୍ଡରସନଙ୍କୁ କଡ଼ା ଜବାବ ଦେଇଥିଲେ। କୋହଲି ଏପରିକି ଆଣ୍ଡରସନଙ୍କୁ କହିଥିଲେ…
ଗୋଟିଏ ନିଶ୍ୱାସରେ ମ୍ୟାଚ୍ ଛଡ଼ାଇ ଆଣିପାରନ୍ତି ଏହି ଭାରତୀୟ ଅଲରାଉଣ୍ଡର: କାର୍ତ୍ତିକ
ନୂଆଦିଲ୍ଲୀ,୧୯।୮: ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ ୨୦୨୧। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞ ଏବଂ ସମୀକ୍ଷକମାନେ ନିଜର ମତ ରଖୁଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି କ୍ରିକେଟର ଦୀନେଶ କାର୍ତ୍ତିକ। ସେ କହିଛନ୍ତି ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ…

