Home Left

କରୋନା ସଂକ୍ରମଣ ଯୋଗୁ କୋଚିଂ ସେଣ୍ଟର ବନ୍ଦ, ଶିକ୍ଷାର୍ଥୀଙ୍କ ହଙ୍ଗାମା

ପାଟନା,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ୍‌, କଲେଜ ତଥା କୋଚିଂ ସେଣ୍ଟରକୁ ବନ୍ଦ କରାଯାଇଛି। କୋଚିଂ ସେଣ୍ଟରୁ ବନ୍ଦ ଘଟଣାକୁ ନେଇ ସାସାରାମ ଅଞ୍ଚଳର ଚୌରାହା ଏବଂ ଗୋରାକ୍ଷଣୀ ବଜାର ନିକଟରେ ଶିକ୍ଷାର୍ଥୀମାନେ ହଙ୍ଗାମା…

ବାଲକୋନିରେ ଠିଆ ହୋଇ ଉଲଗ୍ନ ଫଟୋ ଉଠାଇଲେ ୧୨ ମହିଳା, ପରେ ଘଟିଲା ଏମିତି…

ଦୁବାଇରେ କିଛି ମହିଳା ବାଲକୋନିରେ ଠିଆ ହୋଇ ଉଲଗ୍ନ ଫଟୋ ଉଠାଇଥିଲେ। ଫଳରେ ଏହା ସେମାନଙ୍କୁ ଭାରି ପଡ଼ିଛି। ଦୁବାଇ ପୋଲିସ ଦ୍ୱାରା ସମସ୍ତ ମହିଳା ଗିରଫ ହୋଇଛନ୍ତି। ୧୨ରୁ ଅଧିକ ମହିଳା ଏକ ଶୁଟିଂ ପାଇଁ ବାଲ୍‌କୋନିରେ ଠିଆ ହୋଇ…

ଔଷଧ ଖାଉଥିଲେ…

ସାଧାରଣତଃ ଆମେ କୌଣସି ରୋଗରେ ପୀଡିତ ହେଲେ ଔଷଧ ଖାଇଥାଉ। ବେଳେବେଳେ ମେଡିସିନ୍‌ ଷ୍ଟୋର୍‌ରେ ରୋଗର କାରଣ ସମ୍ପର୍କରେ ସୂଚନା ଦେଇ ଔଷଧ ଆଣିବାକୁ କେତେକ ପସନ୍ଦ କରିଥାଆନ୍ତି। ହେଲେ କୌଣସି ଔଷଧ କିଣିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ…

ଅଜବ ଅଭିଯାନ: ମାସ୍କ ନ ପିନ୍ଧିଥିବା ଲୋକଙ୍କର ଆଳତୀ କଲେ ବ୍ୟବସାୟୀ

ବାରାଣସୀ,୫।୪: କରୋନା ସଂକ୍ରମଣ ଏବେ ସାରା ରାଜ୍ୟରେ ବଢ଼ିବାରେ ଲାଗିଛି। ଗତ ୪ ଦିନରେ ଉତ୍ତରପ୍ରଦେଶ ବାରାଣସୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ ରହିଛି। ଏଭଳି ସ୍ଥିତିରେ ଲୋକମାନେ ସଚେତନ ହେବା ଏବେ ଜରୁରୀ ହୋଇପଡ଼ିଛି। ଏହି କ୍ରମରେ…

ଖାଦ୍ୟ ଛାଡ଼ି ଦିନକୁ କେବଳ ୫ ଥର ବିୟର ପିଇଲେ ଏହି ବ୍ୟକ୍ତି, ଆଉ ତା’ ପରେ…

ଆମେରିକାର ଜଣେ ବ୍ୟକ୍ତି ଖାଦ୍ୟ ଛାଡ଼ି କେବଳ ଉପବାସ କରି ବିୟର ପିଇ ବଞ୍ଚିଛନ୍ତି। ଖାଲି ଏତିକି ନୁହେଁ, ସେ ତାଙ୍କର ୧୮ କେଜି ଓଜନ କମାଇବାରେ ବିସଫଳ ହୋଇଛନ୍ତି। ସିନସିନାଟି ସହରରେ ରହୁଥିବା ଡେଲ୍‌ ହଲ କୁହନ୍ତି, ସେ କେବଳ…

ପାଣି ପାଇଁ ହାଣ୍ଡି, ମାଠିଆଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ

ଚିତ୍ରକୋଣ୍ଡା, ୫।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ କୁରୁମାନୁର ଗ୍ରାମର ଶତାଧିକ ଗ୍ରାମବାସୀ ପାଣି ସମସ୍ୟା ନେଇ ସୋମବାର ଚିତ୍ରକୋଣ୍ଡା ବ୍ଲକ ଆଗରେ ଧାରଣା ଦେଇଥିଲେ। ୭୫ ପରିବାରର ଶତାଧିକ ମହିଳା ଓ ପୁରୁଷ ହାତରେ ହାଣ୍ଡି,…

ଆଇପିଏଲ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ଖୁଲାସା: ଲକ୍‌ଡାଉନ୍‌ ହେଲେ..

ନୂଆଦିଲ୍ଲୀ,୫।୪: ଆଇପିଏଲ୍‌ର ୧୪ତମ ସିଜିନ୍‌ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଦେଶରେ କରୋନା ମାମଲାରେ ବୃଦ୍ଧି ହେତୁ ଟି -୨୦ ଲିଗ ସ୍ଥାନ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ବିଷୟରେ ସ୍ପଷ୍ଟ କରିଛନ୍ତି।…

ଅଚଳ ହୋଇପଡ଼ିଛି ପାନୀୟ ଜଳ ପ୍ରକଳ୍ପ

ବେଗୁନିଆ,୫।୪(ଡି.ଏନ୍‌.ଏ.): ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅଧୀନ ଗୋବିନ୍ଦପୁର ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଫଳରେ ଶୁଦ୍ଧ ପାନୀୟ ପାଇଁ ସ୍ଥାନୀୟ ଗ୍ରାମବାସୀ ନାହିଁ ନ…

ପାଣି ପାଇଁ ରାଜପଥରେ ହାତୀପଲ, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୫।୪(ଡି.ଏନ୍‌.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ ଜାତୀୟ ରାଜପଥ କଡ଼ରେ ହାତୀପଲ ଦେଖିବାକୁ ମିଳିଛି ା ଏହାକୁ ନେଇ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି ା ପ୍ରକାଶଯେ, ଦାରିଙ୍ଗବାଡ଼ି ଠାରୁ ପ୍ରାୟ ୧୦ କି.ମି. ଦୂର ପରେ…

ବଲିଉଡ୍‌ରେ କରୋନା: ୪୫ ଜୁନିୟର ଆର୍ଟିଷ୍ଟ ଆକ୍ରାନ୍ତ

ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ନୂଆ ଷ୍ଟ୍ରେନ୍‌ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି କ୍ରମରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି କ୍ରିକେଟର…

୧୨ବର୍ଷରେ ୨୦ ଜୀବନ ନେଲାଣି ହାତୀ

ଖୋର୍ଦ୍ଧା ଅଫିସ,୫।୪: ଖୋର୍ଦ୍ଧା ବନଖଣ୍ଡ ଅଧୀନ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଖାଦ୍ୟ ଲାଲସାରେ ଗାଁ ମୁହାଁ ହେଉଛନ୍ତି ହାତୀପଲ। ଦୀର୍ଘ ମାସ ଧରି ହାତୀଙ୍କ ଉପଦ୍ରବ ଯୋଗୁ ଗ୍ରାମବାସୀଙ୍କ ଜୀନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଶନିବାର…

ସରକାରଙ୍କ ବୋଝ କମାଉଛନ୍ତି ସ୍ବାବଲମ୍ବୀ କଏଦୀ

ଭୁବନେଶ୍ୱର, ୫।୪(ବ୍ୟୁରୋ): ଜେଲ ସଂସ୍କାରରୁ ମିଳିଲା ସଫଳତା। କାରାଗାର ଶିଳ୍ପରୁ ସ୍ବାବଲମ୍ବୀ ହେଲେ କଏଦୀ, ଆଉ କମିଲା ସରକାରଙ୍କ ବୋଝ। ଏବେ କଏଦୀମାନେ କେବଳ ଚାରିକାନ୍ଥ ଭିତରେ ନ ରହି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାର କରୁଛନ୍ତି। ଏପଟେ କଏଦୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri