ନିଜ ପରିସ୍ରା ପିଇ ସୁସ୍ଥ
ନୂଆଦିଲ୍ଲୀ: ଗୋମୂତ୍ର ଶରୀର ପାଇଁ ଲାଭଦାୟକ ବୋଲି ଶୁଣାଯାଇଛି। ହେଲେ ଜଣେ ଯୁବକ ନିଜ ପରିସ୍ରା ପିଇବା ସହ ଏହାଦ୍ୱାରା ତାଙ୍କର ଅନେକ ଲାଭ ହେଉଥିବା ଦାବି କରିଛନ୍ତି। ଏକ ଖବର ଅନୁଯାୟୀ, ବ୍ରିଟେନର ହାମ୍ପଶାୟାରରେ ରହୁଥିବା ଫାର୍ନବୋରଫ୍ ଅଞ୍ଚଳର ହେରି…
ଆଜି ବିଶ୍ୱ ହେମୋଫିଲିଆ ଦିବସ
ପୃଥିବୀରେ ଦେଖାଯାଉଥିବା ଜଟିଳ ତଥା ବଂଶାନୁକ୍ରମିକ ରୋଗ ମଧ୍ୟରେ ‘ହେମୋଫିଲିଆ’ ଅନ୍ୟତମ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ ‘ବିଶ୍ୱ ହେମୋଫିଲିଆ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ଏହି ଦିବସର ଥିମ୍…
କିଆରାଙ୍କୁ ଭେଟିବାକୁ ପ୍ରଶଂସକ ବ୍ୟାକୁଳ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ନୂୂଆ ନୂଆ ଫଟୋ ଶେୟାର କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫଟୋ ଏବଂ ଭିଡିଓକୁ ଦେଖିବା ପାଇଁ ଚାହିଁ ବସିଥାନ୍ତି। ଏହାର ଏକ…
ବିଜ୍ଞ ସାଧୁମଣ୍ଡଳୀ ‘ନିରଞ୍ଜନୀ ଆଖଡ଼ା’
ଦେଶରେ ରେକର୍ଡ ଭାଙ୍ଗୁଛି କୋଭିଡ୍-୧୯ର ଦ୍ୱିତୀୟ ଲହର। ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ କରୋନା ବିସ୍ଫୋରଣ ଅଧିକ ଚିନ୍ତାଜନକ ବିଷୟ ହୋଇଛି। ମହାମାରୀ ଭିତରେ କୁମ୍ଭମେଳାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି ‘ନିରଞ୍ଜନୀ ଆଖଡ଼ା’। ବିଜ୍ଞ ସାଧୁଗୋଷ୍ଠୀକୁ ନେଇ ସମୃଦ୍ଧ ‘ନିରଞ୍ଜନୀ…
ପୂଜକ ବେଶରେ ଅଭିଯୁକ୍ତ ଗିରଫ
ଦେବଗଡ଼,୧୭।୪(ଡି.ଏନ.ଏ.): ଦେବଗଡ଼ ସହରର ଜଣେ କପଡା ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ଯୁବକ ଅତୁଲ୍ୟ ମିଶ୍ରଙ୍କୁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଦିଆଯାଇଛି। ଅଭିଯୁକ୍ତ ଯୁବକ ଛଦ୍ମବେଶରେ…
୧୨ ଦିନ ଗାଧୋଇ ନ ଥିଲେ ଅମିର ଖାଁ, କାରଣ ଜାଣିଲେ…
ବଲିଉଡର କଳାକାରମାନେ ସେମାନଙ୍କ ଚରିତ୍ରକୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଏଥିମଧ୍ୟରୁ ଅମିର ଖାଁ ଅନ୍ୟତମ। ‘ଥ୍ରି ଇଡିଅଟ୍ସ’, ‘ଦଙ୍ଗଲ’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ କାମ କରିଛନ୍ତି। ଫିଲ୍ମ ‘ଗୁଲାମ’ର ଏକ ଦୃଶ୍ୟକୁ ସମ୍ପୂର୍ଣ୍ଣ ରୂପେ…
ଜାମିନ ଖାରଜ: ଝାରପଡ଼ା ଫେରିଲେ ପ୍ରଦୀପ, ପାଠକ ବାପ-ପୁଅ
ବ୍ରହ୍ମପୁର ଅଫିସ,୧୭।୪:ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ଟଙ୍କା ଠକେଇର ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଅଭୟକାନ୍ତ ପାଠକ ଓ ପୁଅ ଆକାଶ ଜଡିତ ହେଉଛନ୍ତି। ଗୁରୁବାର ସେମାନଙ୍କ ଜାମିନ ପାଇଁ ଏସ୍ଡିଜେଏମ୍…
ତଦନ୍ତ କରିବେ ଲୋକାୟୁକ୍ତ ଅନୁସନ୍ଧାନ ଶାଖା ନିର୍ଦ୍ଦେଶକ
ଯାଜପୁର ଅଫିସ,୧୭।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଆମତ୍ସାତ୍ ହୋଇଛି। ଏନେଇ ରାଜ୍ୟ ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଲୋକାୟୁକ୍ତରେ ୧୪ା୧୦ା୨୦୧୯ରେ ଅଭିଯୋଗ କରିଥିଲେ। ଏହାପରେ…
ସ୍ତ୍ରୀଙ୍କୁ ନେବାକୁ ଆସି ମାଡ଼ ଖାଇଲେ ସ୍ବାମୀ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ସ୍ତ୍ରୀଙ୍କୁ ନେବାକୁ ଆସି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ସ୍ବାମୀ। ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ତ୍ରୀ ମାଡ଼ ମାରି ଲହୁଲୁହାଣ କରିବା ପରେ ଶୁକ୍ରବାର ସ୍ବାମୀ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ପୋଲିସ ସହଯୋଗ ନ ମିଳିବାରୁ…
ପୋଲିସ ଛାଇରେ, ଆନ୍ଦୋଳନକାରୀ ଖରାରେ
ଭୁବନେଶ୍ୱର, ୧୭।୪ (ବ୍ୟୁରୋ): ବିଭିନ୍ନ ଦାବିନେଇ ଓଡିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଇଡ୍କୋ ଟାଓ୍ବାରସ୍ଥିତ ଟିପିସିଓଡିଏଲ୍ ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା। ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ…
ୟୁନିଭରସିଟିରେ କୋଭିଡ୍ ଓ୍ବାର୍ଡ…
ଲକ୍ଷ୍ନୌ,୧୭।୪: କରୋନା ସଂକ୍ରମଣ ନେଇ ଉତ୍ତରପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ହସ୍ପିଟାଲରେ ବେଡ୍ର ଅଭାବ ଦେଖାଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଆହ୍ଲାବାଦ ୟୁନିଭରସିଟିକୁ କୋଭିଡ୍ ଓ୍ବାର୍ଡ ପରିଣତ କରିବାକୁ ଯାଉନ୍ତି। ଇତିମଧ୍ୟରେ ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ ବିଶ୍ୱବିଦ୍ୟାଳୟର ହଷ୍ଟେଲକୁ ଖାଲି…
ପୁଣି ଗଡ଼ିବ ପିଙ୍କ୍ ଅଟୋ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିଯାଇଥିବାବେଳେ ମହିଳାଙ୍କ ସୁରକ୍ଷା ପାଇଁ ବନ୍ଦ ହୋଇଯାଇଥିବା ପିଙ୍କ୍ ଅଟୋ ସେବା ପୁଣି ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ଏବଂ କଟକରେ ଆରମ୍ଭ ହୋଇଥିବା ଏହି ସେବା ପୁନଃ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଉଛି। ଏଥିପାଇଁ…
Archives


