ଧୋନୀ-ବିରାଟ ଲଢେଇ: ଟସ୍ ଜିତିଲା ସିଏସ୍କେ
ମୁମ୍ବାଇ,୨୫।୪: ଆଇପିଏଲ୍ର ୨୦୨୧ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ମଧ୍ୟରେ ଲଢେଇ ହେଉଛି। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ସିଏସ୍କେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଆରସିବି ଟୁର୍ନାମେଣ୍ଟରେ ଗୋଟିଏ…
‘ଦୁଇ ବର୍ଷ ପର୍ଯ୍ୟନ୍ତ କାହାକୁ ପ୍ରେମ କରିବାର ନାହିଁ’
ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଏମିତି ଏକ ଶପଥ ନେଇଛନ୍ତି ଯାହାକି କୌଣସି ଯୁବତୀ ଯୁବକଙ୍କ ମଧ୍ୟରେ ବ୍ରେକ୍ଅପ୍ ପରେ ହିଁ ଦେଖିବାକୁ ମିଳିଥାଏ। ଜାହ୍ନବୀ ସବୁବେଳେ ନିଜ ଫିଲ୍ମଠାରୁ ବ୍ୟକ୍ତିଗତ ଲାଇଫ୍ ଏବଂ ଫ୍ୟାଶନ ପ୍ରତି ଚର୍ଚ୍ଚାରେ ରହିଥାନ୍ତି। ଏମିତି…
ସୋସିଆଲ ମିଡିଆରେ ହଟ୍ ଫଟୋ ଶେୟାର କଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅଭିନୟଠାରୁ ଏବେ ବେଶି ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି। ଏବେ ସେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ପୂରା ହଟ୍ ଦିଶୁଛନ୍ତି। ଇନ୍ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ଅଙ୍କିତା ଏକ ଧଳାରଙ୍ଗର…
ଅଚିନ୍ତା ନିଦରେ ଶୋଇଥିଲା ବଣର ରାଜା, ଛପି ଛପି ଆସି ପଛରୁ ଏମିତି କଲା କୋକିଶିଆଳି
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବଣର ରାଜା ସିଂହ ଅଚିନ୍ତା ନିଦରେ ଶୋଇଥିବା ବେଳେ ପଛରୁ…
କରଞ୍ଜଆଡ଼ିଆ ମହାବିଦ୍ୟାଳୟର ଅଧ୍ୟାପକଙ୍କ ପରଲୋକ, କରୋନା ଟିକା ନେଇ ହୋଇଥିଲେ ଅସୁସ୍ଥ
ପଦ୍ମପୁର,୨୫।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜଆଡ଼ିଆ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ଚକ୍ରଧର ମୁଦୁଲିଙ୍କ ପରଲୋକ ଘଟିଛି। ଗତ ୧୦ ଦିନ ତଳେ କରୋନା ଟିକା ନେବା ପରେ ସେ ଅସୁସ୍ଥ ହୋଇପଡ଼ିଥିବା ପରିବାର ଲୋକ କହିଛନ୍ତି। ଚିକିତ୍ସାଧୀନ…
ଶ୍ରୀଲଙ୍କାରୁ ମିଳିଲା କରୋନାର ନୂଆ ଷ୍ଟ୍ରେନ୍, ଯାହା ସବୁଠୁ ମାରାତ୍ମକ; ଜାଣନ୍ତୁ ଏ ସମ୍ପର୍କରେ…
କଲମ୍ବୋ,୨୫।୪: ଭାରତ ସମେତ ବିଶ୍ୱରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଆଉ ଏକ ଦୁଃଖଦ ଖବର ଆସିଛି ପଡ଼ୋଶୀ ଶ୍ରୀଲଙ୍କାରୁ। ଏଠାରେ କରୋନା ଭୂତାଣୁର ଏକ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ଯାହା ସବୁଠାରୁ ମାରାତ୍ମକ ଅଟେ। ଏହି…
ଘର ଅଗଣାରେ ଏସବୁ ଗଛ ଲଗାଇ ନାହାନ୍ତି ତ? ଜାଣନ୍ତୁ କେଉଁଟି ଲଗାଇବା ଶୁଭ, କେଉଁଟି…
ପ୍ରକୃତି ସହ ଜଡ଼ିତ ପ୍ରତ୍ୟେକଟି ଜିନିଷକୁ ଈଶ୍ୱରଙ୍କର ଗୋଟିଏ ଗୋଟିଏ ସ୍ବରୂପ ଭାବେ ବିବେଚନା କରାଯାଏ। ଯେମିତି କି ବୃକ୍ଷଲତା; ଏହା ବି ଅନେକ ସମୟରେ ସକାରାତ୍ମକ ଉର୍ଜା ଉତ୍ପନ୍ନ କରିଥାଏ… *ତୁଳସୀ ଗଛକୁ ପବିତ୍ରତାର ସ୍ବରୂପ ବୋଲି କୁହାଯାଇଥାଏ। ଘରୁ…
ଗଞ୍ଜାମ ସହରରେ ଶଟ୍ଡାଉନ: ଜାତୀୟ ରାଜପଥରେ କଡାକଡି ଚେକିଂ
ଗଞ୍ଜାମ,୨୫।୪(ଡି.ଏନ୍.ଏ.): କରୋନା ସଂକ୍ରମଣର ୨ୟ ଲହର ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏ ନେଇ ସପ୍ତାହାନ୍ତ ଶଟ୍ଡାଉନ ଶନିବାର ଓ ରବିବାର ଘୋଷଣା ହୋଇଛି।…
ଗାଁ କମିଟି ବୈଠକ ପାଲଟିଲା ରଣକ୍ଷେତ୍ର: ବୁଲିଲା ଖଣ୍ଡା, ୪ ଗୁରୁତର
ଗଞ୍ଜାମ,୨୫।୪(ଡି.ଏନ୍.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆ ଗାଁରେ ଗ୍ରାମ କମିଟି ବୈଠକ ଚାଲିଥିବା ବେଳେ ହଠାତ୍ ସଙ୍ଘବଦ୍ଧ ଆକ୍ରମଣ ଘଟଣା ଘଟିଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ…
୪୩ କୋଟିର ବିଳାସମୟ ବଙ୍ଗଳାରେ ବିବାହ ପ୍ଲାନ କରିଥିଲେ ଏହି ଯୋଡ଼ି, ମାଲିକ ପହଞ୍ଚିଯିବାରୁ…
ଆମେରିକାର ଫ୍ଲୋରିଡାରେ ରହୁଥିବା ଏକ ଯୋଡ଼ି ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ବିବାହକୁ ସ୍ମରଣୀୟ କରିବା ପାଇଁ ଦୁହେଁ ବିଳାସମୟ ବଙ୍ଗଳାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସହରର ଏକ କୋଠାକୁ ବାଛି ଥିଲେ। କର୍ଟନୀ ଓ୍ବିଲ୍ସନ…
ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯାଉଛି ଅସ୍ବାସ୍ଥ୍ୟକର ଖାଦ୍ୟ, ପ୍ୟାକେଟ୍ ଖୋଲିଦେବାକ୍ଷଣି ବାହାରିଲା ବିଛା
ପଦ୍ମପୁର,୨୫।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ବାସ୍ଥ୍ୟକର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଜଣେ ପ୍ରସୂତିଙ୍କୁ ରବିବାର ସକାଳେ ଦିଆଯାଇଥିବା ଜଳଖିଆ ପ୍ୟାକେଟ୍ରେ ଏକ ମଲା ତେନ୍ତୁଳିଆ ବିଛା ବାହାରିଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀଦାସପୁର ପଞ୍ଚାୟତ ମାଟିପକା ଅଞ୍ଚଳର ବର୍ଷା…
ସପ୍ତାହାନ୍ତ ଶଟ୍ଡାଉନ୍: ପ୍ରଶାସନିକ ଯାଞ୍ଚ କଡ଼ାକଡ଼ି; ରାସ୍ତାଘାଟ ଖାଁ ଖାଁ
ବୁଗୁଡ଼ା,୨୫।୪(ଡି.ଏନ୍.ଏ.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଶନିବାର ଓ ରବିବାର ଶଟ୍ଡାଉନ ଘୋଷଣା କରିଛନ୍ତି। ଏ ନେଇ ଗଞ୍ଜାମ ଜିଲା ବୁଗୁଡ଼ା ଏନ୍ଏସିରେ ଦୋକାନ ବଜାର ସବୁ…
Archives


