Posted inକଟକ

ଚାଟ୍‌ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାରଙ୍ଗ,୧୧।୯ (ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଗ୍ରାମ ହାଇସ୍କୁଲ ଛକରେ ଥିବା ଏକ ଚାଟ୍‌ ଦୋକାନରେ ଚାଟ୍‌ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଶୁକ୍ରବାର ସାବେଳେ ଏହି ଚାଟ୍‌ ଦୋକାନରେ ଗଣ୍ଡରପୁର ଓ କଲ୍ୟାଣପୁର ଗ୍ରାମର ଯୁବକ ଖାଇବା ଲାଗି ଛିଡ଼ା ହୋଇଥିଲେ। ଚାଟ୍‌ ଖାଇବା ସମୟରେ କୌଣସି କାରଣକୁ ନେଇ ପରସ୍ପର ମଧ୍ୟରେ ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇ ଉଭୟ ଗ୍ରାମର ଯୁବକମାନେ ପରସ୍ପର ଟେକା ପଥର ଫିଙ୍ଗାଫିଙ୍ଗି ସହ ମାରପିଟ ହୋଇଥିଲେ। ଏଥିରେ କେତେଜଣ ଯୁବକଙ୍କର ମୁଣ୍ଡ ଫାଟି ରକ୍ତ ବାହାରିଥିବାବେଳେ ଅନ୍ୟ କେତେଜଣ ଆହତ ମଧ୍ୟ ହୋଇଛନ୍ତି। ଖବରପାଇ ଘଟଣାସ୍ଥଳରେ ନନ୍ଦନକାନନ ଥାନା ପୋଲିସ ପହଞ୍ଚତ୍ ପରିସ୍ଥିତି ଉପରେ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୬୧ହଜାର ଟଙ୍କା ଜରିମାନା ଆଦାୟ କଲା ସିଏମ୍‌ସି

କଟକ ଅଫିସ,୮ା୪: କୋଭିଡ୍‌ ନିୟମ ଉଲଙ୍ଘନ ଅଭିଯୋଗରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବୁଧବାର ସହରର ବିଭିନ୍ନ ଦୋକାନରେ ଚଢାଉ କରି ୬୧ ହଜାର ଟଙ୍କା...

ଶଟ୍‌ଡାଉନରେ ରୋଗୀ ସେବା କଲେ ପୂର୍ବତନ ବିଧାୟକ

ଚୌଦ୍ୱାର,୫ା୩(ଡି.ଏନ୍‌.ଏ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କଟକ ସହର ସମେତ ଚୌଦ୍ୱାର ସହର ମଧ୍ୟ ଶଟ୍‌ଡାଉନ ରହିଛି। ଶୁକ୍ରବାର ସନ୍ଧ୍ୟାରେ ଚୌଦ୍ୱାର ପୋଲିସ ତରଫରୁ...

ପରଲୋକରେ ଗୀତିକାର କୁଳମଣି ଦାସ

କଟକ ଅଫିସ, ୩୧ା୧୨- ଗୀତିକବି, ନୃତ୍ୟ ବିଷାରଦ, ଶିଶୁ ସାହିତି୍ୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ ଗୀତିକାର ଏବଂ ମର୍ଦ୍ଦଳ ବାଦକ କୁଳମଣି...

କଟକରେ ମାଡ଼ିଲାଣି କରୋନା: ଆଜି ଚିହ୍ନଟ ହେଲେ ୧୬ ନୂଆ ପଜିଟିଭ୍‌

କଟକ ଅଫିସ,୧୦।୭: କଟକ ସହରରେ ଶନିବାର ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ୧୩ଜଣ, ପେଡ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ, ଲୋକାଲ...

କୁଜଙ୍ଗ ଓକିଲ ସଂଘ କର୍ମକର୍ତ୍ତାଙ୍କୁ ନୋଟିସ୍‌

କଟକ ଅଫିସ୍‌,୯ା୪: ଆଇନ୍‌ଜୀବୀଙ୍କୁ ଆର୍ଥତ୍କ ସହାୟତା ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ଅଭିଯୋଗ। ହ୍ବାଟସ୍‌ଆପ୍‌ରେ ଏଭଳି ତଥ୍ୟ ପଠାଇ ଫସିଛନ୍ତି କୁଜଙ୍ଗ ଓକିଲ ସଂଘର ସାଧାରଣ...

ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ‘ଭିକୁ ସେଠ୍‌’

ଚୌଦ୍ୱାର,୧୨।୯(ଡି.ଏନ୍‌.ଏ.): ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସ। ଶନିବାର ସକାଳେ ଛାତିରେ ଯନ୍ତ୍ରଣା ହେବା ପରେ ଚୌଦ୍ୱାରରୁ କଟକ ନେବା...

ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରଶାସନିକ ଅବହେଳା: ୨୧ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କାର୍ଯ୍ୟ ଅଧାପନ୍ତରିଆ, ଫେରିଲେ ୫୨ ପ୍ରବାସୀ

ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଳକ ୪୧ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୨୦ଟି ପଞ୍ଚାୟତରେ ପ୍ରବାସୀ ଓଡିଆଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ...

ଏସ୍‌ସିବିରେ ଯକୃତ ପ୍ରତିରୋପଣ କେନ୍ଦ୍ର ଉଦ୍‌ଘାଟିତ

କଟକ ଅଫିସ, ୨୬।୧୦: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ବିକାଶରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜନସାଧାରଣଙ୍କୁ ଉନ୍ନତମାନର...

Advertisement


Archives

Model This Week