ଚର୍ଚ୍ଚାରେ ୟାମିଙ୍କ ରେଡ ମ୍ୟାକ୍ସି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ତାଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ବେଶ୍ ପରିଚିତ । ନିକଟରେ ସେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ସିମ୍ପଲ ଲୁକ୍ସ ସାଙ୍ଗକୁ ଦାମୀ ପୋଷାକ ଆସିଛି ଚର୍ଚ୍ଚାକୁ । ୟାମି ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ସେ ରେଡ କଲର ଏକ ମ୍ୟାକ୍ସି ପିନ୍ଧିଛନ୍ତି । ଆଉ ଏଥିପାଇଁ ଏହା ଚର୍ଚ୍ଚାକୁ ଆସିଛି କାରଣ ଏହାର ଦାମ୍ ରହିଛ ୭୮ ହଜାର ଟଙ୍କା । ଅବଶ୍ୟ ୟାମିଙ୍କୁ ଏହା ଖୁବ୍ ମାନୁଛି । ସିମ୍ପଲ ମେକଅପ୍ ଖୋଲା କେଶ ସାଙ୍ଗକୁ ମ୍ୟାଚିଙ୍ଗ ଲିପଷ୍ଟିକ ଓ ଆଇ ସ୍ୟାଡୋ ଖୁବ୍ ମାନୁଛି ୟାମିଙ୍କୁ । ଫ୍ଲୋର ଲେନ୍ଥର ଏହି ମ୍ୟାକ୍ସି ସମସ୍ତଙ୍କୁ ପସନ୍ଦ ଆସିଛି । କମ୍ଫଟ, ଫ୍ୟାଶନ ଓ ଫ୍ୟୁଜନ ସବୁକଛି ଏହି ଡ୍ରେସରେ ୟାମିଙ୍କୁ ଖୁବ୍ ଫିଟ୍ ଲାଗୁଛି । ୟାମି ନିଜର ଭିନ୍ନ ଷ୍ଟାଇଲ ପାଇଁ ପରିଚିତ ଥିବା ବେଳେ ତାଙ୍କ ଫ୍ୟାଶନ ସେନ୍ସ ବି ସବୁଠାରୁ ଅଲଗା ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଆଡଭାନ୍ସ ବୁକିଂରେ ‘ଲାଲ ସିଂ ଚଡ୍ଡା’ କୁ ପଛରେ ପକାଇଲା ‘ତୁ ଝୁଠି ମୈ ମକ୍କର’

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଛି। ନିକଟରେ ରିଲିଜ୍‌...

କାର୍ତ୍ତିକ-ସାରାଙ୍କ ବ୍ରେକ୍‌ଅପ୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସାରା ଅଲି ଖାନ୍‌ ଏବଂ କାର୍ତ୍ତିକ ଆର୍ୟନ୍‌ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର। ବଲିଉଡ୍‌ର ଏହି କ୍ୟୁଟ୍‌ ଲଭ୍‌-ବାର୍ଡଙ୍କ ବ୍ରେକ୍‌ଅପ୍‌...

ଅମିତାଭ ବଚ୍ଚନଙ୍କ ଆଗରେ ରେଖାଙ୍କୁ ଶକ୍ତ ଚାପୁଡା ମାରିଥିଲେ ଜୟା: ଜାଣନ୍ତୁ କାହିଁକି

ଏକ ସମୟ ଥିଲା ଯେତେବେଳେ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ ସମ୍ପର୍କରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ବିବାହିତ ଅମିତାଭ ବଚ୍ଚନଙ୍କ ପାଇଁ ରେଖା...

‘ଇମ୍‌ଲି’ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର, ଶୋ’ ଛାଡିବେ ଫହମାନ-ସୁମ୍ବୁଲ

ଲୋକପ୍ରିୟ ଟେଲି ଧାରାବାହିକ ‘ଇମ୍‌ଲି’ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର। ଏହି ଶୋ’ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଫହମାନ ଖାନ ଏବଂ ସୁମ୍ବୁଲ...

ଗୀତା ବାସ୍ରା-ହରଭଜନ ସିଂ କରୋନା ପଜିଟିଭ

ଚଣ୍ଡିଗଡ଼,୩୦ ।୧: ବଲିଉଡ୍ ଅଭିନେତ୍ରୀ ଗୀତା ବାସ୍ରା ଓ ତାଙ୍କ କ୍ରିକେଟର ପତି ହରଭଜନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ଉଭୟ କ୍ୱାରାଣ୍ଟାଇନରେ...

ଅଡିଶନ୍‌ କଥା ଭୁଲିପାରିବି ନାହିଁ

ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ଦଙ୍ଗଲ’ର ବବିତା ଫୋଗଟ ଚରିତ୍ରକୁ। ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ନବାଗତା ସାନ୍ୟା ମାଲହୋତ୍ରା। ହେଲେ ଏପରି ଭୂମିକାଟିଏ...

ଅମିତାଭଙ୍କ ୨୬ କର୍ମଚାରୀଙ୍କ ରିପୋର୍ଟ ଆସିଲା ନେଗେଟିଭ

ମୁମ୍ବାଇ,୧୩।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ...

କୋହଲିଙ୍କ ପରି ‘ବ୍ଲାକ ଓ୍ବାଟର’ ପିଅନ୍ତି ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ତାଙ୍କର ଏକ ତାମିଲ ଫିଲ୍ମର ଶୁଟିଂ ଶେଷ କରି ଦିଲ୍ଲୀ ଫେରିଛନ୍ତି।...

Advertisement
Archives

Model This Week