ଓଡ଼ିଶାକୁ ୩୩୩.୮ କୋଟି ସହାୟତା
ନୂଆଦିଲ୍ଲୀ, ୧୦।୫:ଗ୍ରାମାଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟ ନିମନ୍ତେ ୮,୯୨୩.୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ସେହି ଅନୁଯାୟୀ ଓଡ଼ିଶାକୁ ୩୩୩. ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଯଥା…
୬ ମାସ ରହିବ ଦ୍ୱିତୀୟ ଲହର
ଭୁବନେଶ୍ୱର, ୧୦।୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ଦୈନିକ କୋଭିଡ୍ ସଂକ୍ରମଣ ହ୍ରାସ ପାଇଛି। ଗତ ୭ତାରିଖରେ ୧୨, ୨୩୮ ଜଣ ଚିହ୍ନଟ ହୋଇଥିବାବେଳେ ୮ତାରିଖରେ ୧୧,୮୦୭ଜଣ ଚିହ୍ନଟ ହୋଇଥିଲେ। ଗତ ୨୪ଘଣ୍ଟାରେ ୧୦,୬୩୫ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ…
ସ୍ବପ୍ନ ସରିଲା, ନୂଆ ସ୍ବପ୍ନ
ଭୁବନେଶ୍ୱର, ୧୦ା୫(ବ୍ୟୁରୋ): ରାଜ୍ୟରେ ପୂର୍ବ ପ୍ରସ୍ତାବିତ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କେତେବାଟ ଗଲା ସେକଥା ଏଯାଏ ଜଣାପଡ଼ିନାହିଁ। ହେଲେ ବର୍ତ୍ତମାନ ଭୁବନେଶ୍ୱରଠାରେ ୨୦୨୪ ଜାନୁୟାରୀ ସୁଦ୍ଧା ଆଉ ଏକ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା ସରିଲାଣି।…
୩୧ ବର୍ଷ ଧରି ଖାଉଛନ୍ତି ଗୋଡ଼ିପଥର
ଛୋଟବେଳେ କିଛି ପିଲାଙ୍କୁ ଗୋଡି ମାଟି ଖାଇବାକୁ ଭଲ ଲାଗିଥାଏ। ସେମାନେ ଲୁଚାଇଚୋରାଇ ମାଟି ଖାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବୟସ୍କ ବ୍ୟକ୍ତି ପଥର ଖାଉଛନ୍ତି। ସେ ପୁଣି ପ୍ରତିଦିନ। ପ୍ରାୟ ୩୧ ବର୍ଷ ହେବ ପ୍ରତିଦିନ ସେ…
ବରଣମାଳା ପକାଇବା ପୂର୍ବରୁ ବରଙ୍କୁ ଏମିତି ପ୍ରଶ୍ନ କଲେ କନ୍ୟା: ଭାଙ୍ଗିଗଲା ବିବାହ
ବିବାହ ଭାଙ୍ଗିବାର ଅନେକ କାରଣ ଥାଏ। କେତେବେଳେ ଯୌତୁକ ପାଇଁ ତ ଆଉ କେତେବେଳେ ଅନ୍ୟ କିଛି ଘଟଣା ପାଇଁ ବିବାହ ଭାଙ୍ଗିଯାଏ। କିନ୍ତୁ ଉତ୍ତରପ୍ରଦେଶ ଏକ ନିଆରା କାରଣ ପାଇଁ ବିବାହ ଭାଙ୍ଗିଯାଇଛି। ଏଠାରେ ଏକ ବିବାହ ବେଳେ ବର…
ମୃତ୍ୟୁକୁ ହରାଇ ହସି ହସି ଘରକୁ ଫେରିଲେ ୧୦୩ ବର୍ଷୀୟ ବୃଦ୍ଧ
ପାଲଘର, ୯ା୫ : ମହାରାଷ୍ଟ୍ରର ପାଲଘରରୁ ଆସିଛି ଏକ ଭଲ ଖବର। ଦ୍ୱିତୀୟ ଲହରରେ ସ୍ବଳ୍ପ ବୟସ୍କଙ୍କ ମୃତ୍ୟୁ ହେଉଥିବାବେଳେ କୋଭିଡ୍-୧୯କୁ ହରାଇ ହସି ହସି ଘରକୁ ଫେରିଛନ୍ତି ୧୦୩ ବର୍ଷୀୟ ବୃଦ୍ଧ। ଜିଲା ମେଡିକାଲ ଅଧିକାରୀ ରବିବାର ସୂଚନା ଦେଇଛନ୍ତି।…
ସ୍ବାମୀ ପରିତ୍ୟକ୍ତାଙ୍କୁ ବଳାତ୍କାର
ଭଦ୍ରକ ଅଫିସ, ୯ା୫: ଭଦ୍ରକ ଜିଲା ତିହିଡ଼ି ଥାନା ଦୋଳସାହି ଅଞ୍ଚଳରେ ଜଣେ ସ୍ବାମୀ ପରିତ୍ୟକ୍ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ୪ ଦିନ ପରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି ଥାନା ପୋଲିସ ଏକ ମାମଲା (ନଂ.…
ରାତାରାତି ରାଜସ୍ଥାନରେ ଛିଡ଼ା ହେଲା କୋଭିଡ୍ କେୟାର ସେଣ୍ଟର
ଜୟପୁର, ୯ା୫ : ଦେଶରେ କରୋନା ଯୋଗୁ ହା ହା କାର ସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜସ୍ଥାନରୁ ଆସିଛି ଏକ ଭଲ ଖବର। ରାଜ୍ୟର ବାରମେର ଜିଲାର ଗ୍ରାମ୍ୟଞ୍ଚଳରେ ୪୮ ଘଣ୍ଟାରେ ନିର୍ମିତ ହୋଇଛି ଦୁଇଟି କୋଭିଡ୍ କେୟାର ସେଣ୍ଟର। ଉଭୟ…
ଗ୍ରାମାଞ୍ଚଳରେ କରୋନା ମୁକାବିଲା ପାଇଁ ଓଡ଼ିଶାକୁ ୩୩୩.୮ କୋଟି ଅନୁଦାନ
ନୂଆଦିଲ୍ଲୀ, ୯।୫: ଗ୍ରାମାଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟ ନିମନ୍ତେ ୮,୯୨୩.୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଓଡ଼ିଶାକୁ ୩୩୩. ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଯଥା ଗ୍ରାମ…
ଆତ୍ମସମର୍ପଣ କଲେ ମାଓବାଦୀଙ୍କୁ ଯୋଗାଇ ଦିଆଯିବ ଚିକିତ୍ସା
ମାଲକାନଗିରି,୯ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଜିଲାର ବିଭିନ୍ନ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ମଧ୍ୟ କରୋନା କବଳରୁ ମୁକୁଳି ପାରିନାହାନ୍ତି। ୫୦ରୁ ଊର୍ଦ୍ଧ୍ୱ ମାଓବାଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏପରି କି ୨୫ ଲକ୍ଷ ଟଙ୍କା ପୁରସ୍କାର…
ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା
ଓ୍ବାରସ, ୯ା୫ : ପୋଲାଣ୍ଡର ଏକ ନିଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପଡ଼ିଥିବା ବୋମା ରବିବାର ବିସ୍ଫୋରଣ ଘଟିଛି। ପୋଲାଣ୍ଡ ନେଭି ଏହାକୁ ଡିଫ୍ୟୁଜ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ନଦୀ ଭିତରେ ଫୁଟିଥିବା ବୋମାର ଭିଡିଓ ଏବେ ସୋସିଆଲ…
ଝିଅର ମୃତଦେହକୁ ୩୫ କି.ମି ବୋହିନେଲେ ବାପା
ଭୋପାଳ, ୯ା୫ : ବାପା ଝିଅର ମୃତଦେହକୁ କାନ୍ଧେଇ ୩୫ କିମି ଚାଲି ଚାଲି ପହଞ୍ଚିଛି ଶବ ବ୍ୟବଚ୍ଛେଦ ଗୃହରେ। ମଧ୍ୟପ୍ରଦେଶର ସିଙ୍ଗରାଉଲି ଜିଲାରୁ ଆସିଛି ଏହି ହୃଦୟ ବିଦାରକ ଦୃଶ୍ୟ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କିଛି ଗ୍ରାମବାସୀଙ୍କ…
Archives


