କାଟ୍ରିନାଙ୍କ ସହ ସମ୍ପର୍କକୁ ନେଇ ଏପରି କହିଲେ ବିକିଙ୍କ ଭାଇ

ମୁମ୍ବାଇ: କାଟ୍ରିନା ଓ ବିକି ର୍ନିବନ୍ଧ କରିଥିବା ଚର୍ଚ୍ଚାକୁ ଆସିଛିି। ଏ ନେଇ ମୁହଁ ଖୋଲିଛନ୍ତି ବିକିଙ୍କ ଭାଇ ସନ୍ନି କୌଶଲ।
ଏ ବିଷୟରେ ପ୍ରଥମେ ଜାଣିବା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ବହୁତ ହସିଥିଲେ। ସେଦିନ ତାଙ୍କ ପରିବାର ପାଇଁ ବହୁତ ମଜାଳିଆ ଦିନ ଥିଲା। ଫିଲ୍ମ ‘ ଦ ଫରଗଟନ ଆର୍ମି’ର ରିଲିଜ ଦିନ କାଟ୍ରିନାଙ୍କୁ ସାକ୍ଷାତ କରିବା ପରେ ସେ ବହୁତ ଭଲ ବୋଲି କୌଶଲ କହିଛନ୍ତି। ଏବେ ସେମାନଙ୍କ ର୍ନିବନ୍ଧକୁ ନେଇ ହୋଇଥିବା ଗୁଜବ ପରିବାରରେ ବିବାଦ ସୃଷ୍ଟି ହୋଇଥିବା ସେ ସୂଚନା ଦେଇଛନ୍ତି। ତେବେ ଗତମାସରେ ଏହି ଖବର ଗୁଜବ ହେବା ପରେ ସେମାନେ ର୍ନିବନ୍ଧ କରିନଥିବା ନେଇ କାଟ୍ରିନାଙ୍କ ମୁଖପାତ୍ର ଜୁମ ଟିଭି ମାଧ୍ୟମରେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା!

ମୁମ୍ବାଇ: ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଥିବା ଚଳଚ୍ଚିତ୍ର ‘ଥାଲାଇବି’ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଳଲିଥାଙ୍କ ଚରିତ୍ରରେ ନଜର ଆସୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ...

ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ୧୦ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା...

‘ଭୁଲ ଭୁଲେୟା-୨’ର ଟ୍ରେଲର ରିଲିଜ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ ଭୁଲେୟା-୨’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଏହି ଫିଲ୍ମଟି ଆସନ୍ତା ମେ’୨୦ରେ...

ଅଶ୍ଲୀଳ ଭିଡିଓ ମାମଲାରେ ଏହି ଅଭିନେତ୍ରୀଙ୍କୁ ସମନ ପଠାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ,୬।୮: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ମାମଲା ସହ ଜଡିତ ଥିବା ବଲିଉଡ୍‌ ଅଭିନେତ୍ରୀ...

ପନିପରିବା ଓ ଫଳ ଖାଏ: ପାର୍କରେ ଘଣ୍ଟାଏ ଓ୍ବାକ୍‌ କରେ

ଅଭିନେତା ଭଗବାନ ବେହେରା ଯିଏକି ଓଲିଉଡ଼, ଥିଏଟର ଓ ଟେଲିଭିଜନ ଜଗତର ଜଣେ ଜଣାଶୁଣା ନାମ। ନିଜର ଦକ୍ଷ ଅଭିନୟ ଜରିଆରେ ସେ ଲକ୍ଷ ଲକ୍ଷ...

ରାଧେ ମା’ ଚରିତ୍ରରେ ନଜର ଆସିବେ ପାୟଲ

ବିବିସି ଟେଲିଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପାୟଲ ଘୋଷ ବର୍ତ୍ତମାନ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ନାମ। ତେଲୁଗୁ ଫିଲ୍ମ ‘ପ୍ରାୟାନମ୍‌’ରୁ...

ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି…

ବର୍ତ୍ତମାନ ସମୟରେ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ...

ଖାଲି ପାଦରେ ୧୨ କିଲୋମିଟର ଚାଲି ତିରୁପତି ଦର୍ଶନ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ସେ ବେଶ୍‌ ଭଲ ପାଆନ୍ତି। ପ୍ରାୟ ସମୟରେ ତାଙ୍କୁ...

Advertisement
Archives

Model This Week