ମା’ଚର୍ଚ୍ଚିକାଙ୍କ ପୀଠରେ ଷୋଳ ପୂଜା ଆରମ୍ଭ

ବାଙ୍କୀ/ନିଶ୍ଚିନ୍ତକୋଇଲି, ୩୦।୯ (ସ୍ବ.ପ୍ର.): ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠରେ ବୁଧବାରଠାରୁ ଷୋଳପୂଜା ଆରମ୍ଭ ହୋଇଛି। ଚଳିତବର୍ଷ କୋଭିଡ ନିୟମ ଅନୁଯାୟୀ ପୀଠରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟାମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୪ ଦିନ ବ୍ୟାପୀ ଏହି ପୂଜା ଅନୁଷ୍ଠିତ ହେବ। ପ୍ରଥମ ଦିନରେ ମନ୍ଦିରର ସେବାୟତଙ୍କ ଦ୍ୱାରା ମହାନଦୀର ରେଣୁକାତୁଠରୁ ଜଳ ଅଣାଯାଇ ରାଜଗୁରୁ ଭାବନୀ ଶଙ୍କର ମହାପାତ୍ରଙ୍କ ଦ୍ୱାରା ସମ୍ପାଦନ କରାଯିବା ପରେ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସେହିପରି ମା’ଖପରଚଣ୍ଡୀ ଓ ମା’ଭଗବତୀଙ୍କ ମନ୍ଦିରରେ ଷୋଳ ପୂଜା ଅନୁଷ୍ଠିତ ହୋଇଯାଇଛି।
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନିଶ୍ଚିନ୍ତକୋଇଲି ବ୍ଲକ କରିଲୋ ପଞ୍ଚାୟତ ଛପଚିକଣା ଗ୍ରାମରେ ମା’ହରଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ମା’ଙ୍କ ସ୍ବତନ୍ତ୍ର ରୀତିନୀତି କରାଯାଇ ଧୂପ, ଦୀପ ଓ ନୈବେଦ୍ୟ ଲଗାଯାଇଥିଲା। ସେହିଭଳି କାକୁଡିଆପଡାର ସିଦ୍ଧଦେବୀ, ନେମାଳର ଭଗବତୀ ଓ ନିଶ୍ଚିନ୍ତକୋଇଲିର ବେଲେଶ୍ୱରୀଙ୍କ
ପୀଠରେ ଏହି ପୂଜା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ହତ୍ୟା ଅଭିଯୋଗ: ଅକଳରେ ବନ ବିଭାଗ

ପାଲଲହଡା,୨୨।୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ବିରୋଧରେ ପାଲଲହଡ଼ା ଥାନାରେ ଏତଲା ଦିଆଯାଇଛି। ସ୍ବାମୀଙ୍କୁ...

ପୋଲିସ ଅଧିକାରୀ, ତାଙ୍କ ସ୍ତ୍ରୀ କରୋନା ପିଜିଟିଭ୍‌ ଚିହ୍ନଟ ଘଟଣା: ସିଡିଏ ସେକ୍ଟର-୯ରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା, ସ୍ବାବ ସଂଗ୍ରହ

କଟକ ଅଫିସ,୧।୭: କଟକ ସହରର ସିଡିଏ ସେକ୍ଟର-୯କୁ କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କ...

ହାତ ଦେଖାଇଲେ ଆପେ ସ୍ପ୍ରେ ହେବ ସାନିଟାଇଜର

କଟକ ଅଫିସ,୨୧।୫: କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ କ୍ଷେତ୍ରରୁ ପ୍ରୟାସ ଚାଲିଛି। ଏହି କ୍ରମରେ କରୋନା ଲଢ଼େଇରେ ସାମିଲ ହୋଇଛି କଟକସ୍ଥିତ ଖପୁରିଆ ସରକାରୀ...

ପୌରାଧ୍ୟକ୍ଷ ପଦ ମହିଳା ସଂରକ୍ଷଣକୁ ବିରୋଧ

ପୁରୀ ଅଫିସ,୧୬।୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଶନିବାର ରାଜ୍ୟର ସମସ୍ତ ପୌରପାଳିକାର ଅଧ୍ୟକ୍ଷ ଆସନ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।...

ରାତିଅଧିଆ ପାତାଳି ଶ୍ରୀକ୍ଷେତ୍ରରୁ ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

ଅମରପାଲି,୧୫।୯(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପ୍ରଶିଦ୍ଧ ପାତାଳି ଶ୍ରୀକ୍ଷେତ୍ରରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ପଶି...

ବିଧାନସଭାରେ ନୀରବ ଜନପ୍ରତିନିଧି

ଯାଜପୁର ଅଫିସ,୩ା୩: ଯାଜପୁର ଜିଲାରେ ପ୍ରାୟ ୧୮ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ଏଠାରୁ ପନିପରିବା ଜିଲା ତଥା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ...

ପୁରୀରେ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ

ପୁରୀ, ୧୩।୫: ଶ୍ରୀମନ୍ଦିରରେ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶୁକ୍ରବାର ପହଞ୍ଚିଛନ୍ତି। ଏଏସ୍‌ଆଇର ହାଇକୋର୍ଟରେ ସତ୍ୟପାଠ ପରେ...

ରେଳଧାରଣାରୁ ଯୁବକଙ୍କ ମୃତଦେହ ଜବତ

ବ୍ରହ୍ମପୁର ଅଫିସ,୧୭ା:  ଗଞ୍ଜାମ ଜିଲା ଗୋପାଳପୁର ଲେବଲକ୍ରସିଂ ନିକଟ ରେଳଧାରଣାରୁ ଜିଆରପି ପୋଲିସ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ଜଣଙ୍କ ଗୋପାଳପୁର...

Advertisement
Archives

Model This Week