Posted inଫୁରସତ

ହାର୍ଟବିଟ୍‌

ନୂଆ ମ୍ୟୁଜିକ୍‌ ଭିଡିଓ ‘ହାର୍ଟ ବିଟ୍‌’ରେ ଦୀପକ ରାଜ୍‌-ଶେଫାଳୀଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା। ବିଶେଷଭାବରେ ଯୁବପିଢ଼ିଙ୍କ ପାଇଁ ଏହି ମ୍ୟୁଜିକ ଆଲବମ୍‌ଟିକୁ ପ୍ରସ୍ତୁତ କରାଯାଇଛି। ଶୁଟିଂ ସମୟରେ ଏହା ଯେପରି ଦର୍ଶକଙ୍କ ମନକୁ ଛୁଇଁପାରିବ ସେ ନେଇ ଯଥେଷ୍ଟ ଧ୍ୟାନ ଦିଆଯାଇଛି ବୋଲି କହନ୍ତି ଏହାର କୋରିଓଗ୍ରାଫରରୁ ନିର୍ଦ୍ଦେଶକ ସାଜିଥିବା ବିଦୁ। କେବଳ ଓଡ଼ିଶା ନୁହେଁ, ଜାତୀୟ ସ୍ତରରେ ଏହା ଯେପରି ଦର୍ଶକଙ୍କୁ ପ୍ରଭାବିତ କରିପାରିବ ସେ ନେଇ ଦୃଷ୍ଟି ଦିଆଯାଇଛି। ଏହି ମ୍ୟୁଜିକ ଭିଡିଓକୁ ଶତ ପ୍ରତିଶତ ଜଷ୍ଟିସ ଦେଇଛନ୍ତି ଦୀପକ-ଶେଫାଳୀ। ଡି.ଏନ. ସିରିଜ ବ୍ୟାନରରେ ମୁକ୍ତିଲାଭ କରିବାକୁ ଯାଉଛି ଅର୍ବାନ ପାବୀ ମ୍ୟୁଜିକ ଭିଡିଓ ‘ହାର୍ଟବିଟ୍‌’। ଗୀତ ରଚନା ସହିତ ସଙ୍ଗୀତ ଦେଇଛନ୍ତିି ପିନାକୀ ରଥ। ଗୀତଟିକୁ ବିଶ୍ୱଜିତ ମହାପାତ୍ରଙ୍କ କଣ୍ଠରେ ରେକର୍ଡ କରାଯାଇଛି। ର଼୍ୟାପ୍‌ ଅଂଶର ଗୀତ ରଚନା କରିଛନ୍ତି ଦେବ୍‌ ଜେ. ମିଶ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମହିଳାଙ୍କ ସାହସକୁ ସଲାମ୍‌: ୭୧ ବର୍ଷ ବୟସରେ କରିଦେଖାଇଲେ ଏମିତି

ଡେରାଡୁନ୍‌,୧୧।୫: ଶିକ୍ଷା ଗ୍ରହଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନ ଥାଏ।ଯଦି ଆଗ୍ରହ ଥାଏ, ବୟସ ଅଧ୍ୟୟନ ପଥରେ କଣ୍ଟା ସାଜେ ନାହିଁ। ଉତ୍ତରାଖଣ୍ଡର...

ଗୋଟିଏ ଗୋଡରେ ସ୍ବପ୍ନ ପୂରଣ ପାଇଁ ଲାଗିପଡିଛନ୍ତି କୁନି ଝିଅ ସୀମା

କଥାରେ ଅଛି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ।...

ଗାଁ ରାସ୍ତାରେ ବହିଲା ରକ୍ତର ନଦୀ !

ଜାକର୍ତ୍ତା,୭।୨: ଏବେ ସୋସିଆଲ୍‌ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍‌ ରଙ୍ଗର...

ଏସବୁ ଲକ୍ଷଣରୁ ଜାଣନ୍ତୁ ପୁଅଟିଏ ବିବାହିତ କି ଅବିବାହିତ

ଜଣେ ଝିଅ ବିବାହିତା କି ଅବିବାହିତା ସେ ସମ୍ପର୍କରେ ଜାଣିବା ଆଦୌ କଷ୍ଟକର ନୁହେଁ। କାରଣ ମଥାରେ ସିନ୍ଦୁର, ହାତରେ ଶଙ୍ଖା, ପାଦରେ ପାଉଁଜି, ବେକରେ...

ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ମହାକାଶ ମିଶନରେ ହେବେ ସାମିଲ୍‌

ଓ୍ବାଶିଂଟନ,୧୩।୧: ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଖୁସି ଖବର ମିଳିଛି। ମୂଳ ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌...

ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ବାସନ ଧୋଇବାକୁ କହିଲେ ବରକନ୍ୟା, କାରଣ ଜାଣିଲେ…

ବିବାହ ଉତ୍ସବରେ ନାଚ, ଗୀତ, ଖୁସି ମଜା ସାଧାରଣ କଥା। ମାତ୍ର ଏମିତି ଏକ ବିବାହ ଉତ୍ସବର କାହାଣୀ ଭାଇରାଲ ହେଉଛି, ଜାଣିଲେ ଆଶ୍ଚର୍ଯ୍ୟ ହେବେ।...

ସାଉଥ୍‌ କୋରିଆ

ଏସିଆ ମହାଦେଶର ପୂର୍ବ ଭାଗରେ ରହିଛି ସାଉଥି କୋରିଆ। ଏହା ପୃଥିବୀର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ। ତେବେ ଜାଣିବା ଏହି ଦେଶ...

ମନୋରମ ପର୍ଯ୍ୟଟନସ୍ଥଳୀ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। କାରଣ ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ...

Advertisement
Archives

Model This Week