Posted inଫୁରସତ

ମୋବାଇଲ ଦୋକାନରେ ପଶି ତାଣ୍ଡବ ରଚିଲା ଗାଈ; ଭିଡିଓ ଦେଖିଲେ…

କୁହାଯାଏ ପଶୁମାନେ ରାଗିଲେ ତାଣ୍ଡବ କରିଥାନ୍ତି। ବେଳେବେଳେ ସେମାନେ ଅନେକ ଜିନିଷପତ୍ର ନଷ୍ଟ କରିଥାନ୍ତି। ଏଭଳି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଏକ ମୋବାଇଲ୍‌ ଶୋ’ରୁମ ଭିତରେ ଗାଈଟିଏ ପଶି କିଭଳି ତାଣ୍ଡବ କରୁଛି ତାହା ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡିଓ:

ଭାଇରାଲ ହେଉଥିବା ଏହି ଭିଡିଓରେ ଗାଈକୁ ଶୋ’ ରୁମ୍‌ରେ ପଶିଥିବା ଦେଖାଯାଉଛି। ଏହା ଦେଖି କର୍ମଚାରୀମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାରେ ଲାଗିଛନ୍ତି। ଗାଈଟି ପ୍ରଥମେ ଏକ ଟେବୁଲକୁ ଫୋପାଡ଼ିଦିଏ। ପରେ ଅନ୍ୟ ପାର୍ଶ୍ୱକୁ ଯାଇ ସେଠାରେ ଥିବା ଜିନିଷକୁ ଧ୍ୱସ୍ତବିଧ୍ୱସ୍ତ କରିଦେଉଛି। ପରେ ସେ ସିଧା ବାହାରି ଚାଲିଯାଉଛି। କିନ୍ତୁ କିଛି ସମୟ ପାଇଁ ଶୋ’ ରୁମ୍‌ ଭିତରେ ଉତ୍ତେଜନା ଦେଖାଦେଉଛି। ଭିଡିଓଟିକୁ ଟୁଇଟରରେ ଭାରତୀୟ ପୋଲିସ ସେବା ଅଧିକାରୀ ରୁପିନ ଶର୍ମା ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃତ୍ରିମ ହାର୍ଟ ବିକଶିତ କଲା ଆଇଆଇଟି କାନପୁର…

କାନପୁର,୨୫।୧୨ : ପରିବର୍ତ୍ତିତ ଜୀବନଶୈଳୀ ଏବଂ କରୋନା ପରି ସଂକ୍ରାମକ ରୋଗ ପରେ ହାର୍ଟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ହଠାତ ହାର୍ଟ ଆଟାକ୍‌ ଯୋଗୁ...

ନାଁ ତାଙ୍କର, ପୂଜା ମଣିଷର…

ଦାଶବାବୁ ଖରାପ ଲୋକ ନୁହନ୍ତି l ହେଲେ କ’ଣ ହେଇଛି କେଜାଣି, ଗଣେଶ ପୂଜା ଆଗରୁ ଛୁଟି ଆଣି ଅଫିସି ନ ଯାଇ ଘରେ ଲୁଚିଛନ୍ତି...

ସଫଳତା ପଛରେ.. ଗୁରୁଙ୍କ ହାତ

ପ୍ରତ୍ୟେକଙ୍କ ଜୀବନରେ ଗୁରୁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଆନ୍ତି। ସେମାନଙ୍କର ପ୍ରେରଣା ଆମକୁ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯଥେଷ୍ଟ ସାହାଯ୍ୟ କରିଥାଏ। ସେହିପରି...

ଗର୍ଭବତୀଙ୍କ ପାଦ ଖସିଯିବାରୁ ଚାଲିଗଲା ପେଟରେ ଥିବା ଶିଶୁର ଜୀବନ; ମହିଳାଙ୍କୁ ମିଳିଲା ଏମତି ଦଣ୍ଡ

୨୯ ବର୍ଷୀୟା ଜଣେ ଗର୍ଭବତୀ ମହିଳାଙ୍କ ପାଦ ଖସିଯିବାରୁ ପେଟରେ ଥିବା ପିଲାଟାର ଜୀବନ ଚାଲିଗଲା। ଏନେଇ ମହିଳାଙ୍କୁ ୯ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଲା।...

ବିପଦ କମାଇଛି ବିପର୍ଯ୍ୟୟ ନିୟନ୍ତ୍ରଣ

ପ୍ରାକୃତିକ ବିପର୍ଯ୍ୟୟ ଆଗରେ ମଣିଷ ସମ୍ପୂର୍ଣ୍ଣ କିଂକର୍ତ୍ତବ୍ୟବିମୂଢ଼। ସେହିପରି ମନୁଷ୍ୟକୃତ ବିପର୍ଯ୍ୟୟ ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ମଧ୍ୟ କଷ୍ଟକର ହୋଇପଡ଼େ। ଉପଯୁକ୍ତ ନିୟନ୍ତ୍ରଣ ତଥା...

ଖାଦ୍ୟକୁ ନେଇ ୨ ବିଲେଇଙ୍କ ମଧ୍ୟରେ ହେଲା ଲଢେଇ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ହାତୀ ହାତୀ ମଧ୍ୟରେ ଲଢେଇ ତ ଆଉ କେତେବେଳେ ବାଘ ସିଂହ ମଧ୍ୟରେ ଲଢେଇ।...

ମାଛ ଧରୁଥିବା ବ୍ୟକ୍ତିଙ୍କୁ ଏମିତି ଗୋଡ଼ାଇଲା କୁମ୍ଭୀର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ମନୋରଞ୍ଜନର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଅତ୍ୟନ୍ତ...

କଲୋନୀର ନାମ କାଦୁଅନଗର, ନରକପୁରୀ

ଲକ୍ଷ୍ନୌ: ବର୍ଷା କାରଣରୁ ରାସ୍ତାରେ ପାଣି ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହିବା ଓ ତାହା ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନ୍‌ର ସୁବିଧା ନ ଥିବା...

Advertisement
Archives

Model This Week