Posted inଖେଳ

ସିଏସ୍‌କେ ଆଗରେ ୧୩୫ ରନ୍‌ର ଟାର୍ଗେଟ

ଶାରଜା,୩୦।୯: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲରମାନେ। ଜୋଶ ହାଜେଲଉଡ୍‌ (୩ ଉଇକେଟ), ଡ୍ବେନ ବ୍ରାଭୋ (୨), ଶାର୍ଦ୍ଦୁଳ ଠାକୁର (୧) ଓ ରବୀନ୍ଦ୍ର ଜାଡେଜା (୧) କ୍ରମାଗତ ବ୍ୟବଧାନରେ ଉଇକେଟ ନେବାରୁ ସନରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୭ ଉଇକେଟ ହରାଇ ୧୩୪ ରନ୍‌ କରିଛି। କେବଳ ରିଦ୍ଦିମାନ ଶାହ (୪୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇ ନ ଥିଲେ। ଶେଷ ଆଡ଼କୁ ରଶିଦ ଖାନ ୧୭ ରନ୍‌ କରିବାରୁ ଏସ୍‌ଆର୍‌ଏଚ୍‌ ଏକ ସମ୍ମାନଜନକ ଟାର୍ଗେଟ ଛିଡ଼ା କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟଲ୍ସ

ମୁମ୍ବାଇ, ୧୫ା୪- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୟାଲ୍ସ ଅଧିନାୟକ...

କୋହଲିଙ୍କ ନିଷ୍ପତ୍ତିକୁ ପ୍ରଖ୍ୟାତ ଖେଳାଳିଙ୍କ ସମର୍ଥନ

ଆବୁ ଧାବି,୨୧।୯: ନିଜର ବ୍ୟାଟିଂକୁ ଗୁରୁତ୍ୱ ଦେବା ପାଇଁ ବିରାଟ କୋହଲି ଟି୨୦ ଫର୍ମାଟରେ ଅଧିନାୟକ ପଦ ତ୍ୟାଗ କରି ଅନେକଙ୍କୁ ଚମକାଇ ଦେଇଛନ୍ତି। ତେବେ...

ଓଲଟା ବ୍ୟାଟ ଧରି ରନ୍‌ ନେଇ କ୍ରିଜରେ ଶୀଘ୍ର ପହଞ୍ଚିଲେ ବ୍ୟାଟ୍ସମ୍ୟାନ

କରାଚୀ,୨୪ା୨- ବ୍ୟାଟ୍ସମ୍ୟାନମାନେ ରନ୍‌ ଚୋରାଇଲାବେଳେ ସାଧାରଣତଃ ଦ୍ରୁତ ଗତିରେ ଦୌଡ଼ିବା ସହିତ ବ୍ୟାଟକୁ ଆଗକୁ ରଖନ୍ତି। କାରଣ ବ୍ୟାଟ୍ସମ୍ୟାନ ପହଞ୍ଚତ୍ବା ପୂର୍ବରୁ ବ୍ୟାଟ ପହଞ୍ଚତ୍ବ। କିନ୍ତୁ...

ଗାଭାସ୍କରଙ୍କ ବଡ଼ ଘୋଷଣା: କୋହଲିଙ୍କ ପରେ ଏହି ଖେଳାଳିଙ୍କୁ ଦିଆଯାଉ ଅଧିନାୟକ ପଦ

ନୂଆଦିଲ୍ଲୀ,୨୯।୯: ନିକଟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୧ ଟି...

ଶକିବଙ୍କ ବାସନ୍ଦ ନେଇ ବାଂଲାଦେଶରେ ବିକ୍ଷୋଭ

ଢାକା, ୩୧।୧୦(ଏଏଫ୍‌ପି)- ତାରକା ଅଲରାଉଣ୍ଡର ଶକିବ ଅଲ ହାସନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦୁଇ ବର୍ଷ ବାସନ୍ଦ କରିବା ପରେ ବାଂଲାଦେଶରେ ତାଙ୍କ ସମର୍ଥନରେ...

ୟୁଏସ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ୩ ଖେଳାଳି ହେଉଛନ୍ତି ମା’

ନ୍ୟୁୟର୍କ, ୮।୯: ଆମେରିକୀୟ ଟେନିସ ଷ୍ଟାର୍‌ ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

୨୦୨୮ ଅଲିମ୍ପିକ୍ସ୍‌ରେ ହେବ ଚୌକା-ଛକା ମାଡ଼, କ୍ରିକେଟ ହେବ ସାମିଲ୍‌…

ନୂଆଦିଲ୍ଲୀ,୧୦।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ବୃହତ ସଫଳତା ପରେ, ବର୍ତ୍ତମାନ ସମସ୍ତଙ୍କ ଆଖି ଆଗାମୀ ଅଲିମ୍ପିକ୍ସ ଉପରେ କେନ୍ଦ୍ରୀତ ହୋଇଛି। ଏହି ସମୟରେ କ୍ରିକେଟ...

ଭିଣେଇ ଭାଇଙ୍କ ରେକର୍ଡ

ଆବୁଧାବି,୭।୧୧: ଭାରତରେ ଭିଣେଇ ଭାଇ ଭାବେ ଜଣାଶୁଣା ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ରବିବାର ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ମାତ୍ର...

Advertisement
Archives

Model This Week