Posted inଫୁରସତ

ଗୋଟିଏ ନାଗୁଣୀ ପାଇଁ ଲଢ଼ିଲେ ୩ ସାପ, ଭିଡିଓ ଦେଖିଲେ…

ଅଷ୍ଟ୍ରେଲିଆରେ ଏକ ନାଗୁଣୀ ପାଇଁ ୩ ନାଗ ସାପ ଲଢ଼ିଥିଲେ। ଏହି ସାପର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି, ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଦୁଇ ସ୍ନେକ୍‌ ହେଲ୍ପ ଲାଇନରଙ୍କୁ ସାପ ଥିବା ଖବର ଆସିଥିଲା। ଜଣେ ମହିଳା ସ୍ନେକ୍‌ ହେଲ୍ପ ଲାଇନରଙ୍କୁ ଫୋନ୍‌ କରି କହିଥିଲେ, ତାଙ୍କ ଘର ବାଲକୋନିରେ କିଛି ସାପ ଓହଳିଛନ୍ତି। ଫଳରେ ମହିଳା ଜଣଙ୍କ ବହୁତ ଡରି ଯାଇଥିଲେ। ସେ ତୁରନ୍ତ ସାପଗୁଡ଼ିକୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ।

ସୂଚନା ପାଇ ଯେତେବେଳେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଲେ ସେତେବେଳେ ଅଜବ ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସାପ ଧରାଳି ୪ଟି ସାପ ଦେଖିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ଏବଂ ୩ ଟି ପୁରୁଷ ସାପ। ଉଦ୍ଧାରକାରୀ ଦଳ କହିଛନ୍ତି, ଗୋଟିଏ ମାଈ ସାପ ପାଇଁ ୩ଟି ପୁରୁଷ ସାପ ଲଢ଼େଇ କରିବା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଶେଷରେ ସେମାନଙ୍କୁ ଅଲଗା କରି ଜଙ୍ଗଲରେ ଛାଡ଼ି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜରୁରୀକାଳୀନକର୍ମୀ ପ୍ରଦାନ କଲେ ବ୍ୟାଚ୍‌

ବର୍କଶାୟର,୧।୨: ଜଣେ ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜଣ ଜରୁରୀକାଳୀନକର୍ମୀ ନିଜର ବ୍ୟାଚ୍‌ ପ୍ରଦାନ କରିଛନ୍ତି। ଆମେରିକାର ପୋଲିସକର୍ମୀ ପି.ସି.ଏଣ୍ଡୁ ହାର୍ପର ଡ୍ୟୁଟିରେ...

ମୟୂରଭଞ୍ଜର ଯକ୍ଷ୍ମା ଚାମ୍ପିୟନ ବିନୟ

ଦିନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଏବେ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ। ଚିତ୍ର ମାଧ୍ୟମରେ ସେ ସଚେତନତାର ବାର୍ତ୍ତା ଦେବା ସହ...

ବିଳାସପୂର୍ଣ୍ଣ ହୋଟେଲ: ରାତିକ ପାଇଁ ଦେବାକୁ ପଡିବ ୭୦ ହଜାର ଟଙ୍କା

ଫ୍ଲୋରିଡା: ଘରୁ ବାହାରକୁ ଗଲେ ପ୍ରାୟ ସମସ୍ତେ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ମନ ବଳାଇ ଥାଆନ୍ତି। ଏବେ କିନ୍ତୁ ଏକ ହୋଟେଲ ନିର୍ମାଣ କାମ ଚାଲିଥିବା...

ନାଚୁ ନାଚୁ ହଠାତ୍‌ ବଦଳିଗଲା ଯୁବତୀଙ୍କ ଡ୍ରେସ୍‌, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏକ ଡ୍ୟାନ୍ସର ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ମହିଳା ଡ୍ୟାନ୍ସରଙ୍କ ଡ୍ରେସ୍‌ ହଠାତ୍‌ ବଦଳି ଯାଉଛି। ଏହା...

ଅକାଳ ମୃତ୍ୟୁରୁ ରକ୍ଷା କରେ ଏହି ଶିବଲିଙ୍ଗ…

ଭାରତର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ ରଓ୍ବୋରେ ଥିବା ମହାମୃତ୍ୟୁଞ୍ଜୟ ମନ୍ଦିରରେ ଥିବା ଚମତ୍କାରୀ ଶିବଲିଙ୍ଗ ଅକାଳ ମୃତ୍ୟୁରୁ...

ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନ ହାସଲ କରିଛି ଭାରତର ଏହି ରାଜ୍ୟ

ଟ୍ରାଭେଲ୍‌ ମିଡିଆ କମ୍ପାନୀ ‘ଲୋନ୍‌ଲି ପ୍ଲାନେଟ୍‌’ ୨୦୨୦ ପାଇଁ ପର୍ଯ୍ୟଟନ ସ୍ଥଳୀ ଚୟନ କ୍ଷେତ୍ରରେ ଏକ ସର୍ଭେ ରିପୋର୍ଟ ଜାରି କରିଛି। ଏହି ତାଲିକାରେ ଇଣ୍ଡୋନେସିଆର...

କନ୍ୟା ମାଗିଲେ ଯୌତୁକ: ବରପକ୍ଷ କଲେ ମନା; ଭାଙ୍ଗିଲା ବିବାହ

ରୁର୍‌କି, ୧।୨: କନ୍ୟାପକ୍ଷ ବରଙ୍କୁ ଯୌତୁକ ଦେବାର ପରମ୍ପରା ଭାରତୀୟ ସଂସ୍କୃତିରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ତେବେ ରୁର୍‌କିର ଜଣେ କନ୍ୟା ବରପକ୍ଷଙ୍କଠାରୁ ଯୌତୁକ ଦାବି...

ସ୍ତ୍ରୀ ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ଲକ୍ଷାଧିକ ଟଙ୍କାର ସୁନା ଚେନ୍‌, ଅଳିଆ ଗାଡ଼ି ପଛେ ପଛେ ଦୌଡ଼ିଲେ ସ୍ବାମୀ; ଆଉ ତା’ ପରେ…

ମାଲେସିଆରେ ରହୁଥିବା ଜଣେ ମହିଳା ଫେସ୍‌ବୁକରେ ତାଙ୍କ ସହ ଘଟିଥିବା ଏକ କାହାଣୀ ଶେୟାର କରିଛନ୍ତି। ମହିଳା ଜଣକ ହଠାତ୍‌ ତାଙ୍କ ସୁନା ଚେନ୍‌ଟିକୁ ଅଳିଆଗଦାରେ...

Advertisement
Archives

Model This Week