Posted inଫୁରସତ

କାର୍‌ରେ ଯାଉଥିଲେ ଦମ୍ପତି, ହଠାତ୍‌ ବନେଟ୍‌ ଉପରେ ଫଣା ଟେକି ଠିଆହେଲା ବିଷଧର ସାପ; ଆଉ ତା’ ପରେ…

କାର୍‌ ଚଳାଇ ଯାଉଥିବା ଦମ୍ପତି ହଠାତ୍‌ ଦେଖିଲେ ତାଙ୍କ ବନେଟ୍‌ ଉପରେ ଏକ ବିଷଧର ସାପ ଫଣା ଟେକି ଠିଆ ହୋଇଛି। ଏହା ଦେଖି ସେମାନଙ୍କ ଅବସ୍ଥା ଖରାପ ହୋଇଗଲା। ଯଦିଓ ସ୍ପଷ୍ଟ ହୋଇନାହିଁ ଏହା କେଉଁ ଦେଶର, ତଥାପି ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି।

ଭିଡିଓ ଆରମ୍ଭରେ ସାପଟି ବନେଟ୍‌ ଉପରେ ଭୟଙ୍କର ଅବସ୍ଥାରେ ବୁଲୁଛି। ଯେତେବେଳେ ଗାଡ଼ିର ବେଗ ଟିକେ ବଢ଼ିଯାଉଛି ସେ ବନେଟ୍‌ରୁ ଖସି ଝରକା ନିକଟକୁ ଚାଲିଆସୁଛି। ସାପକୁ ଏମିତି ଦେଖି କାର୍‌ ଅଟକାଇବାକୁ ନିଷ୍ପତ୍ତି ନେଲେ ଦମ୍ପତି। ସାପକୁ ଏତେ ନିକଟରେ ଦେଖି ଭୟରେ ଥରି ଉଠିଥିଲେ ଦମ୍ପତି।

୨୧ ସେକେଣ୍ଡର ଏହି ଭିଡିଓକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରାଯାଇଛି। ଯାହାକୁ ହଜାର ହଜାର ଲୋକ ଦେଖିସାରିଲେଣି। କିଛି ୟୁଜର ଏହା କେଉଁ ପ୍ରଜାତିର ସାପ ବୋଲି କମେଣ୍ଟ କରିଛନ୍ତି। ଜଣେ ମହିଳା ଲେଖିଛନ୍ତି, ସାପ କାର୍‌ର ଓ୍ବାରେଣ୍ଟି ଯାଞ୍ଚ କରିବାକୁ ଆସିଛି। ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେକୁ କାହିଁକି ଲେଖାଯାଏ ଇଂରାଜୀ ‘k’, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଲେଖା

ମାନବ ସଭ୍ୟତାର ଆରମ୍ଭରୁ, ମଣିଷମାନେ ପ୍ରତିଦିନ କିଛି ନୂଆ ନୂଆ କଥା ଶିଖନ୍ତି। ଏହି ନୂତନ ଶିକ୍ଷଣରେ, ଚାରିପାଖରେ ଥିବା ଜିନିଷ ଦ୍ୱାରା ପ୍ରଭାବିତ ହୁଅନ୍ତି।...

ଦୁନିଆର ସବୁଠୁ ବିକୃତ ଦେଖାଯିବାକୁ ଖର୍ଚ୍ଚ କଲେଣି ୧୪ ଲକ୍ଷ

ସଉକ ଏକ ବଡ଼ ଜିନିଷ। ଏହାକୁ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି କିଛି ବି କରିବାକୁ ଚାହିଁଥାଏ। ସେମିତି ଜଣେ ବ୍ୟକ୍ତି ହେଲେ କାନାଡ଼ାର...

ଆନ୍ତର୍ଜାତିକ ଓଜୋନ ସ୍ତର ସଂରକ୍ଷଣ ଦିବସ : ସୁସ୍ଥ ପୃଥିବୀ ପାଇଁ ସଂକଳ୍ପ

ଓଜୋନ୍‌ ଆମ ବାୟୁମଣ୍ଡଳରେ ପୃଥିବୀ ପୃଷ୍ଠରୁ ୧୦ ରୁ ୪୦ କିଲୋମିଟର (ଷ୍ଟ୍ରାଟୋସ୍ଫିୟର)ମଧ୍ୟରେ ରହିଛି। ପୃଥିବୀ ପୃଷ୍ଠରେ ଏହାର ପରମାଣ ଖୁବ୍‌ କମ୍‌। କିନ୍ତୁ ବାୟୁମଣ୍ଡଳର...

ଇଣ୍ଟରନେଟରେ ଭାଇରାଲ ହେଉଛି ୪ ବର୍ଷ ଝିଅର ଭିଡିଓ: ମୋଦି କଲେ ପ୍ରଶଂସା

ନୂଆଦିଲ୍ଲୀ,୧ ।୧୧: ଏବେ ସୋସିଆଲ ମିଡିଆରେ ଜଣେ ୪ ବର୍ଷ କୁନି ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ଅନେକ ଲୋକ...

କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ...

ରାଜ୍ୟ ଦାୟିତ୍ୱ ମିଳିଲେ ମାନିବି

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକ ସଭା ଆସନରୁ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଛି। କୋରାପୁଟ ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି...

ତ୍ରିରଙ୍ଗା କିଏ ପ୍ରସ୍ତୁତ କରିଥିଲେ ଜାଣନ୍ତି

ନୂଆଦିଲ୍ଲୀ,୨୬।୧: ଭାରତ ଏହାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଲାଲକିଲ୍ଲାଠାରୁ ଆରମ୍ଭ କରି ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ...

ସବୁଜ ସ୍ବର୍ଣ୍ଣ: ପୁଣିଥରେ ବଢିବାରେ ଲାଗିଛି ବାଉଁଶରେ ପ୍ରସ୍ତୁତ ଜିନିଷର ଚାହିଦା

ମଧୁର ମୂର୍ଚ୍ଛନା ପାଇଁ ବ୍ୟବହୃତ ହେଉଥିବା ବଂଶୀ ହେଉ ଅବା କରୁଣ ରାଗିଣୀର ଲହର ଛୁଟାଉଥିବା କେନ୍ଦରା, ଜୀବନର ଶେଷଶଯ୍ୟା ଛ’ଖଣ୍ଡ କାଠର କୋକେଇ ହେଉ...

Advertisement
Archives

Model This Week