Posted inଜାତୀୟ

ଅଖିଳେଶ ଯାଦବ ନଜର ବନ୍ଦୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣ ପାଇଁ ମିଳିଲାନି ଅନୁମତି

ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଘଟଣା ବେଳକୁ ବେଳ ରାଜନୈତିକ ମୋଡ ନେଉଥିବା ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ବିରୋଧିଦଳ ନେତାମାନେ ଲକ୍ଷ୍ମୀପୁର ପହଞ୍ଚିବା ଆରମ୍ଭ କରି ଦେଇଥିବା ବେଳେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଉତ୍ତର ପ୍ରଦେଶ ପୋଲିସ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଲକ୍ଷ୍ନୌ ସ୍ଥିତ ତାଙ୍କ ଘରେ ନଜର ବନ୍ଦୀ କରି ରଖିବା ସହ ତାଙ୍କ ଘର ବାହାରେ ବହୁ ପରିମାଣରେ ପୋଲିସ ମୁତୟନ ହୋଇଛନ୍ତି । ଅଖିଳେଶ ସୋମବାର ସକାଳୁ ଲକ୍ଷ୍ମୀପୁର ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଓ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ଲକ୍ଷ୍ମୀପୁର ଆସିବାକୁ ଥିବା ବେଳେ ଉତ୍ତର ପ୍ରଦେଶର ଆଡିଶନାଲ ଚିଫ୍ ସେକ୍ରେଟାରୀ ଅୱନିଶ ଆୱସ୍ତି ସେମାନଙ୍କ ବିମାନକୁ ଅବତରଣ ନ କରିବା ପାଇଁ ଲକ୍ଷ୍ନୌ ବିମାନ ବନ୍ଦର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପ୍ରଚାରରେ ଉପହାର ଦେବା ଅବା ପ୍ରତିଶ୍ରୁତି ଲାଞ୍ଚ ସହ ସମାନ, ସୁପ୍ରିମ୍‌କୋର୍ଟରେ ପିଟିଶନ୍‌…

ନୂଆଦିଲ୍ଲୀ, ୨୨।୧ : ନିର୍ବାଚନ ପ୍ରଚାରରେ ଲୋକଙ୍କୁ ଉପହାର ଦେବା ଅବା ନାନା ପ୍ରକାର ଲୋଭନୀୟ ପ୍ରତିଶ୍ରତି ଲାଞ୍ଚ ସହିତ ସମାନ। ଏନେଇ ସୁପ୍ରିମ୍‌କୋର୍ଟରେ ଏକ...

ପଦ୍ମ ପୁରସ୍କାର ଘୋଷଣା: ବିପିନ ରାଓ୍ବତଙ୍କୁ ପଦ୍ମବିଭୂଷଣ

ନୂଆଦିଲ୍ଲୀ,୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ମଙ୍ଗଳବାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ପଦ୍ମବିଭୂଷଣ ପାଇଁ ମୋଟ ୪ ଜଣଙ୍କ ନାମ...

ବହାଦୁରଗଡ଼ରେ ଭୟାବହ ଅଗ୍ନିକାଣ୍ଡ: କେମିକାଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ନିକଟସ୍ଥ ବହାଦୁରଗଡ଼ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଆହତ ହୋଇଥିବା...

ମୋଦିଙ୍କ ବିରୋଧରେ ରାଜ୍ୟ ସଭାରେ ବିଶେଷ ଅଧିକାର ଉଲ୍ଲଂଘନ ପ୍ରସ୍ତାବ

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସିପିଆଇ ଏମ୍‌ପି ରାଜ୍ୟ ସଭାରେ ବିଶେଷ ଅଧିକାର ଉଲ୍ଲଂଘନ ପ୍ରସ୍ତାବ ଆଣିଛନ୍ତି। ମୋଦି ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌...

ଜିଲାପାଳଙ୍କ ମାଡ଼ ଘଟଣା : ପୀଡ଼ିତଙ୍କୁ ମିଳିବ ନୂଆ ମୋବାଇଲ

ରାୟପୁର, ୨୩।୫ : ଛତିଶଗଡ଼ରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ସୁରଜପୁର ଜିଲାପାଳ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା...

୭ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ରାମେଶ୍ୱରମ୍‌,୧୩।୮: ଶ୍ରୀଲଙ୍କା ନୌସେନା ପକ୍ଷରୁ ୭ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରାଯାଇଛି। ସେମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ଶ୍ରୀଲଙ୍କା...

ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବାକୁ ଉତ୍ତର ପ୍ରଦେଶରୁ ଆସିପାରନ୍ତି ଜହ୍ଲାଦ

ନୂଆଦିଲ୍ଲୀ,୧୨।୧୨: ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। କାରଣ ଖୁବ୍‌ଶୀଘ୍ର ଏମାନଙ୍କୁ ଫାଶୀ...

ଏମ୍‌ପି ରାମଚନ୍ଦ୍ର ପାଶଓ୍ବାନଙ୍କ ପରଲୋକ

ନୂଆଦିଲ୍ଲୀ, ୨୧।୭: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାଶ ପାଶଓ୍ବାନଙ୍କ ଭାଇ ରାମଚନ୍ଦ୍ରଙ୍କ ରବିବାର ପରଲୋକ ଘଟିଛି। ଜୁଲାଇ ୧୨ରେ ହୃଦ୍‌ଘାତ ଯୋଗୁ...

Advertisement
Archives

Model This Week