ଏହି ଭାରତୀୟ ବୋଲରଙ୍କ ପାଇଁ ଶୋଇପାରୁ ନ ଥିଲେ ସାଙ୍ଗାକାରା
ନୂଆଦିଲ୍ଲୀ,୨୧।୫: ଶ୍ରୀଲଙ୍କାର କିମ୍ବଦନ୍ତୀ ଉଇକେଟକିପର ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରା ନିଜ ସମୟରେ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କୁ ନେଇ ଚିନ୍ତିତ ଥିଲେ। ଏପରି କି ରାତିରେ ନିଦ ହେଉ ନ ଥିଲା। କୁମ୍ବଲେଙ୍କୁ ହଲ ଅଫ୍ ଫେମରେ ସାମିଲ କରାଯିବା ଅବସରରେ…
୧୩ବର୍ଷ ପିଲା ନିକଟରେ ଚିହ୍ନଟ ହେଲା ବ୍ଲାକ୍ ଫଙ୍ଗସ୍
ଅହମଦାବାଦ,୨୧।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗର ଲକ୍ଷଣ ଦେଖାଦେଇଥିବା ବେଳେ ଏହାକୁ ନେଇ ଏବେ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ବୟସ୍କ ଓ ବୃଦ୍ଧଙ୍କ ପରେ…
ପଶ୍ଚିମବଙ୍ଗର ୨ ନେତା, ୨ମନ୍ତ୍ରୀ ଗୃହବନ୍ଦୀ
କୋଲକାତା,୨୧।୫: ନାରଦା ଷ୍ଟ୍ରିଙ୍ଗ୍ ଅପରେଶନ୍ ମାମଲାରେ ଗିରଫ ହୋଇଥିବା ଟିଏମ୍ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୨ ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ ପୂର୍ବତନ ମେୟର ଏବେ ଗୃହବନ୍ଦୀ। ଶୁକ୍ରବାର କୋଲକାତା ହାଇକୋର୍ଟ ଏହି ମାମଲାର ଶୁଣାଣି କରି…
କରୋନାରେ ପରିବେଶବିତ୍ ସୁନ୍ଦରଲାଲଙ୍କ ନିଧନ
ଡେରାଡୁନ,୨୧।୫: ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏହି ସମୟରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ ଶୁକ୍ରବାର ବେଶ୍ ଜଣାଶୁଣା ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୪…
ବାତ୍ୟା ପ୍ରଭାବ: ୨୫ରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୧।୫(ବ୍ୟୁରୋ): ବାତ୍ୟା ସମ୍ପର୍କିତ ପୂର୍ବାନୁମାନରେ କୌଣସି ପରିବର୍ତ୍ତନ କରାଯାଇନି। ଶୁକ୍ରବାର ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି। ଶନିବାର ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ୨୩ ତାରିଖରେ ଅବପାତର ରୂପ ନେବ। ୨୪ ତାରିଖରେ ବାତ୍ୟାରେ ରୂପାନ୍ତରିତ…
କରୋନା ଭୟ: ରଥଖଳାରୁ ଆଉ ୧୦ ପଜିଟିଭ୍ ଚିହ୍ନଟ
ପୁରୀ ଅଫିସ,୨୧।୫: ପୁରୀ ରଥଖଳାରୁ ଆଉ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଏ ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ରଥଖଳାରୁ ମୋଟ ୧୮ ଜଣ କରୋନାରେ ଆକ୍ରାନ୍ତ ହେଲେଣି। ସେମାନଙ୍କ…
ରାଜସ୍ଥାନ, ତେଲେଙ୍ଗାନା ପରେ ଏବେ ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ତାଲିକାଭୁକ୍ତ କଲେ ଏହି ରାଜ୍ୟ ସରକାର
ଲକ୍ଷ୍ନୌ,୨୧।୫: ଗୋଟିଏ ପଟେ କରୋନା ଭାଇରସ୍ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ବ୍ଲାକ୍ ଫଙ୍ଗସ୍ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେଶର ବିଭିନ୍ନ ରାଜ୍ୟରୁ ଏହି ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତିଦିନ ଏହାର ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ…
ଏହି ହାସ୍ୟ ଅଭିନେତାଙ୍କୁ ବିବାହ କରିବାକୁ କାନାଡା ଛାଡି ଭାରତ ଆସିଥିଲେ ଦ୍ୱିତୀୟ ସ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗି ଘରକୁ କରିଥିଲେ ହୋଟେଲ
ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବ ତାଙ୍କ ଚରିତ୍ରରେ ଦର୍ଶକଙ୍କୁ ବହୁତ ହସାନ୍ତି। ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଇଁ ଫିଲ୍ମ ହିଟ ହେଉଥିଲା। ସେ ଛୋଟ ଚରିତ୍ରରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ରାମ ଗୋପାଳ…
ବିବାହରେ ସାମିଲ ହୋଇଥିବା ୯୫ଜଣ ବ୍ୟକ୍ତି ସଂକ୍ରମିତ: କରେନାରେ ଚାଲିଗଲା କନ୍ୟା ପିତାଙ୍କ ଜୀବନ
ଜୟପୁର,୨୧।୫: ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଏହି ମହାମାରୀ ମଧ୍ୟରେ ଦେଶରେ ଏଭଳି ଅନେକ ଜନସଂଖ୍ୟା ଅଛନ୍ତି ଯେଉଁମାନେ ଗାଁରେ ରହୁଛନ୍ତି। ଆଉ ସେମାନେ ଏବେ ବି ଅସଚେତନ ଥିବା ବେଳେ ତାଙ୍କ…
ଖରାଦିନ ବାତ୍ୟା ତେଣୁ ବନ୍ୟା ଆଶଙ୍କା ନାହିଁ: ଜଳ ସମ୍ପଦ ଯନ୍ତ୍ରୀ
ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଉତ୍ତର ଆଣ୍ଡାମାନ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ‘ୟାସ୍’ ଭୟଙ୍କର ହୋଇପାରେ। ଏହା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ସମ୍ଭାବନା ରହିଛି। ଯଦିଓ ବାତ୍ୟାର ଚିତ୍ର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଆସନ୍ତା ୨୨…
ଡାକ୍ତର, ନର୍ସଙ୍କ ପାଇଁ ଭାବପ୍ରବଣ ହେଲେ ମୋଦି
ନୂଆଦିଲ୍ଲୀ,୨୧।୫: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇପଡିଥିଲେ। ସେ କହିଛନ୍ତି, କରୋନା…
ସଂକ୍ରମଣ ଭୟ: ବାୟୋ ବବଲ୍ ସୁରକ୍ଷା ବଳୟରେ ହେବ ରଥ ନିର୍ମାଣ
ପୁରୀ ଅଫିସ,୨୧ା୫: ପୁରୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା କଟକଣା ମଧ୍ୟରେ ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବି ଚାଲୁ ରହିଛି। ତେବେ ଏହି କାର୍ଯ୍ୟ କରୁଥିବା ମହାରଣା ସେବକମାନେ ଜଣକ ପରେ ଜଣେ…
Archives


