ଦୁଃଖିତ ହେଲେ ଜୁକରବର୍ଗ

ୱାଶିଂଟନ,୫ ।୧୦: ସୋମବାର ରାତିରେ ପ୍ରାୟ ସମସ୍ତ ସୋସିଆଲ ମିଡିଆ ସର୍ଭର ଡାଉନ୍ ନେଇ ସୂଚନା ମିଳିଥିଲା । ଏହାର ବ୍ୟବହାରକାରୀମାନେ ସର୍ଭର ଡାଉନକୁ ନେଇ ଅସୁବିଧାର ସମ୍ମୁଖୀନ ବି ହୋଇଥିଲେ । ଏମିତି ଖବର ପ୍ରାୟ ସମସ୍ତ ଗଣମାଧ୍ୟମରେ ପ୍ରସାରି ହୋଇ ଯାଇଥିଲା । ତେବେ ମଙ୍ଗଳବାର ସକାଳ ସୁଦ୍ଧା ସମସ୍ତ ସାଇଟ୍ ଆଂଶିକ ଭାବେ କାମ ଆରମ୍ଭ କରି ଦେଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଥିଲେ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମେସେଞ୍ଜର ପୁଣିଥରେ କାମ ଆରମ୍ଭ କରି ଦେଇଛି । ତେବେ କିଛି ଘଣ୍ଟା ପାଇଁ ଏହା କମ ନ କରିଥିବାରୁ ମୁଁ ଦୁଃଖିତ । କାରଣ ମୁଁ ଜାଣିଛି ଆପଣମାନେ ଯାହାସହ ଯୋଡି ହୋଇ ରହିବାକୁ ଚାହାନ୍ତି ସେମାନଙ୍କୁ ଆମ ସର୍ଭିସ ଉପରେ କେତେ ଭରସା ରହିଛି । ଏବେ ଏହା କାମ କରିବା ଆରମ୍ଭ କରିଥିବା ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଧୈର୍ଯ୍ୟକୁ ସେ ଧନ୍ୟବାଦ ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ପୁଣି ଚାଇନାର ଧମକ

ବେଜିଂ,୧୧ା୧: ବୁଧବାର ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଚାଇନା ପୁଣି ଥରେ ଧମକ ଦେଇଛି। ଏଥିସହିତ ଚାଇନା ବିଦେଶୀ ନେତାଙ୍କୁ ‘ନିଆଁ ସହ ଖେଳୁଛନ୍ତି’ ବୋଲି...

ଚୌବିିନଙ୍କୁ ୨୧ ବର୍ଷ ଜେଲ୍‌

ଓ୍ବାଶିଂଟନ,୯।୭: ଜର୍ଜ ଫ୍ଲଏଡଙ୍କ ହତ୍ୟା ଅଭିଯୋଗରେ ଆମେରିକା ସଂଘୀୟ ଅଦାଲତ ପୂର୍ବତନ ମିନିଆପଲିସି ପୋଲିସ ଅଫିସର ଡେରେକ ଚୌବିନଙ୍କୁ ଶୁକ୍ରବାର ୨୧ ବର୍ଷ ଜେଲ୍‌ ଦଣ୍ଡାଦେଶ...

କରୋନା ବିଶ୍ୱ ଲାଗି ସତର୍କଘଣ୍ଟି

ଜେନିଭା,୧୯।୫: କରୋନା ଭାଇରସ୍‌ ବିଶ୍ୱ ଲାଗି ସତର୍କ ଘଣ୍ଟି ବୋଲି କହିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌। ଏହି ମହାମାରୀ ବିରୋଧରେ ଲଢ଼ିବା ଲାଗି କାହା...

ୟୁକ୍ରେନୀୟ ମାନବାଧିକାର କର୍ମୀଙ୍କୁ ଅଲ୍ଟରନେଟିଭ୍‌ ନୋବେଲ

ଷ୍ଟକ୍‌ହୋମ୍‌, ୩୦ା୯:ୟୁକ୍ରେନୀୟ ମାନବାଧିକାର କର୍ମୀ ଓଲେସ୍କାଣ୍ଡ୍ରା ମେଟ୍‌ଭିଚୁକ୍‌ଙ୍କୁ ଚଳିତ ବର୍ଷର ରାଇଟ୍‌ ଲାଇଭ୍‌ଲିହୁଡ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଅଲ୍ଟରନେଟିଭ୍‌ ନୋବେଲ ପ୍ରାଇଜ୍‌ ନାମରେ ପରିଚିତ ଏହି...

ନ୍ୟୁୟର୍କରୁ ସିଡ୍‌ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା

ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍‌ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍‌ନୀକୁ କ୍ୱାଣ୍ଟାସ୍‌ ବିମାନ ଯାତ୍ରୀ ଏଭଳି...

ଭାରତ ଆସିବାକୁ ଉତ୍ସାହିତ ଅଛନ୍ତି ବାଇଡେନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବରରେ ଭାରତ ଆସିବାକୁ ନେଇ ଉତ୍ସାହିତ ଅଛନ୍ତି। ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ତାଙ୍କ ପ୍ର୍ରଶାସନର ଜଣେ...

ରାଜା ହେରାଲ୍ଡଙ୍କ ନାଁରୁ ଆସିଛି ବ୍ଲ୍ୟୁଟୁଥ୍‌

ଓସଲୋ, ୨୧।୫: ମୋବାଇଲ ଫୋନ୍‌ ଭଳି ଓୟାର୍‌ଲେସ୍‌ ବ୍ଲ୍ୟୁଟୁଥ୍‌ ଏକ ଜରୁରୀ ସାମଗ୍ରୀ ପାଲଟିଛି। ଇୟର୍‌ ଫୋନ୍‌ର ବିକଳ୍ପ ଭାବେ ବ୍ୟବହାର କରାଯାଉଥିବା ବ୍ଲ୍ୟୁଟୁଥ୍‌ର ନାମ...

ଗର୍ଭବତୀ ପୋଲିସ ଅଫିସରଙ୍କୁ ସ୍ବାମୀଙ୍କ ଆଗରେ ହତ୍ୟା କଲେ ତାଲିବାନ

କାବୁଲ,୬।୯: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେମାନଙ୍କ କ୍ରୁର ଚେହେରା ସାମ୍ନାକୁ ଆସୁଛି। ସେଠାରେ ତାଲିବାନମାନେ ପ୍ରାନ୍ତୀୟ ସହରରେ ଜଣେ ମହିଳା ଗର୍ଭବତୀ ପୋଲିସ...

Advertisement
Archives

Model This Week