Home Left

୩ ମାସର ପୁଅକୁ ଧରି ଅଦ୍ଭୁତ ଭିଡିଓ ଶେୟାର କଲେ ଏହି ଅଭିନେତ୍ରୀ: ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ଟିଭି ଅଭିନେତ୍ରୀ ଅନିତା ହାସନନ୍ଦାନୀ ନିକଟରେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଏବେ ପୁଅ ସହିତ ସବୁ ସମୟ ବିତାଉଛନ୍ତି ଅନିତା। ଏବେ ଉଭୟ ମା’ ପୁଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅନୀତାଙ୍କ…

୧୮ ଜିଲାରେ ଘରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ମନା: ଯିବାକୁ ପଡ଼ିବ ଆଇସୋଲେଶନ ସେଣ୍ଟର…

ମୁମ୍ବାଇ,୨୫।୫: ଏବେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ଘରେ ନ କରାଯିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ପଜିଟିଭ୍‌ ହେଲେ ଆକ୍ରାନ୍ତଙ୍କୁ ଆଇସୋଲେଶନ ସେଣ୍ଟର ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର କହିଛନ୍ତି। ରାଜ୍ୟର ୧୮ ଜିଲାରେ ଏହି…

ପଳାତକ ଚୋକ୍‌ସି ଆଣ୍ଟିଗୁଆରୁ ଫେରାର୍‌…

ନୂଆଦିଲ୍ଲୀ,୨୫।୫: କୋଟି କୋଟି ଟଙ୍କାର ବ୍ୟାଙ୍କ ଅର୍ଥ ହେର୍‌ଫେର୍‌ କରିଥିବା ପଳାତକ ଘୋଷିତ ହୋଇଥିବା ମେହୁଲ ଚୋକ୍‌ସି ଆଣ୍ଟିଗୁଆରୁ କୌଣସି ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି। ସେ କ୍ୟୁବାକୁ ଯାଇଥିବାର ସନ୍ଦେହ କରାଯାଉଛି। ଚୋକ୍‌ସିଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ସମସ୍ତ କାର୍ଯ୍ୟ…

କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଏକ ମିନିଟ୍‌ରେ ଏପରି ଜାଣିପାରିବେ…

ସିଙ୍ଗାପୁର,୨୫।୫:  ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏବେ ତାହା ମାତ୍ର ଏକ ମିନିଟ୍‌ ମଧ୍ୟରେ ସହଜରେ ଜଣାପଡ଼ିଯିବ। ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ୩ ଜଣ ଗ୍ରାଜୁଏଟ୍‌ ଶିକ୍ଷାର୍ଥୀ ଏବଂ ଜଣେ ମୂଳ ଭାରତୀୟ ପ୍ରଫେସର ଟି. ଭେଙ୍କେୟା ଭେଙ୍କଟେସାନ୍‌ଙ୍କ ମିଳିତ…

ବଢ଼ାନ୍ତୁ ପିଲାଙ୍କ ଇମ୍ୟୁନିଟି

କରୋନାରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ଇମ୍ୟୁନିଟି ବଢାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏଭଳି ଏକ ସମୟରେ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବାପା ମାଆଙ୍କର ଚିନ୍ତା ବଢିଯାଇଛି। କିନ୍ତୁ ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରାକୃତିକ…

ରାସ୍ତାରେ କରୋନା ଟେଷ୍ଟ: ବିରୋଧ କରିବାରୁ ମାଡ଼ ମାରିଲେ ସ୍ବାସ୍ଥ୍ୟ ଅଧିକାରୀ

ବେଙ୍ଗାଲୁରୁ,୨୫।୫: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ସହ ର୍ଦୁବ୍ୟବହାର କରାଯାଇଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। ହେଲେ ଏବେ କର୍ନାଟକର ନଗରଥପେଟରୁ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ…

ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର,୨୫।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ ଥିବାବେଳେ ତାଙ୍କର ବିୟୋଗ ହୋଇଛି। ସେ୧୯୮୫ରୁ୧୯୯୦ ପର୍ଯ୍ୟନ୍ତ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ କଂଗ୍ରେସର ବିଧାୟକ ଥିଲେ…

ଭୟଙ୍କର ହେଉଛି ଅଶାନ୍ତ ସମୁଦ୍ର

ଭୋଗରାଇ,୨୫।୫(ଡି.ଏନ୍‌.ଏ): ଉପକୂଳକୁ ମାଡି ଆସୁଥିବା ବାତ୍ୟା ୟାସ୍‌ ଯୋଗୁ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବାଲେଶ୍ୱର ଉପକୂଳ ଭୋଗରାଇର ଉଦୟପୁର, ତାଳସାରୀରେ ସମୁଦ୍ର ଉତ୍ତାଳ ଢେଉ ୪ ମି. ଉଚ୍ଚରେ ଜୁଆର ମାଡି ଆସି ସୁରକ୍ଷା ପଥର ବନ୍ଧରେ ମାଡ କରୁଥିବାରୁ କୂଳବାସୀ…

କଞ୍ଚାଲଙ୍କା ଚଟଣି

ଆବଶ୍ୟକ ସାମଗ୍ରୀ- କଞ୍ଚା ଲଙ୍କା- ୨୦ଟି, ରସୁଣ- ୪ପାଖୁଡ଼ା, ଲେମ୍ବୁ ରସ-୧ ଚାମଚ, ସୋରିଷ- ୧ ଚାମଚ, ଜୀରା-୧ ଚାମଚ, ଧନିଆ ପତ୍ର- ଅଳ୍ପ (କଟା), ତେଲ- ୨ ଚାମଚ, ଲୁଣ ସ୍ବାଦ ଅନୁସାରେ। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଲଙ୍କାକୁ ଧୋଇ…

ଟ୍ରେଣ୍ଡି ଲୁକ୍‌ ପାଇଁ ହେୟାର୍‌ କଟ୍‌

  ରାଉଣ୍ଡ ଫେସ୍‌: ଯେଉଁମାନଙ୍କ ମୁହଁ ଗୋଲ୍‌ ବା ରାଉଣ୍ଡ ସେମାନଙ୍କୁ ଷ୍ଟ୍ରେଟ୍‌ ଏବଂ ଲଙ୍ଗ୍‌ ହେୟାର କଟ୍‌ ବିଶେଷ କରି ଲଙ୍ଗ ଲେୟାର ବ୍ୟାଙ୍ଗ୍‌ କଟ୍‌ ଖୁବ୍‌ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଛୋଟ ବା ଗାଲ ପର୍ଯ୍ୟନ୍ତ କଟାଯାଇଥିବା ହେୟାର…

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ: ସ୍ଥାନାନ୍ତର ହେବେ ୫ ହଜାର ପରିବାର

ଗଞ୍ଜାମ,୨୫।୫(ଡି.ଏନ୍‌.ଏ.): ବାତ୍ୟା ୟାସ୍‌ ପାଇଁ ଗଞ୍ଜାମ ସହରରେ ମଧ୍ୟ ପ୍ରସ୍ତୁତି ଚାଲିଛି। ପ୍ରଶାସନ ବ୍ଲକର ୧୫ ପଞ୍ଚାୟତରୁ ପ୍ରାୟ ୫ ହଜାର ପରିବାରଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସ୍କୁଲକୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ପ୍ରଶାସନ ଲକ୍ଷ୍ୟ ରଖିଛି l ଏଥିସହ ବାତ୍ୟା…

ମ୍ୟାଙ୍ଗୋ ଫେସ୍‌ ପ୍ୟାକ

ଖରାଦିନେ ସହଜରେ ମିଳୁଥିବା ଆମ୍ବରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ। ଏହି ଫେସପ୍ୟାକକୁ ଖରାଦିନେ ବ୍ୟବହାର କଲେ ତ୍ୱଚାର ଚମକ ବଢ଼ିବା ସହିତ ତ୍ୱଚା ଅଧିକ ସୁନ୍ଦର ଦେଖାଯିବ… ଘରୋଇ ଉପାୟରେ ଆପଣ ବିଭିନ୍ନ ପ୍ରକାରରେ ମ୍ୟାଙ୍ଗୋ ଫେସ୍‌ ପ୍ୟାକ ପ୍ରସ୍ତୁତ କରିପାରିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri