Home Left

ମ୍ୟାଙ୍ଗୋ ଫେସ୍‌ ପ୍ୟାକ

ଖରାଦିନେ ସହଜରେ ମିଳୁଥିବା ଆମ୍ବରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ। ଏହି ଫେସପ୍ୟାକକୁ ଖରାଦିନେ ବ୍ୟବହାର କଲେ ତ୍ୱଚାର ଚମକ ବଢ଼ିବା ସହିତ ତ୍ୱଚା ଅଧିକ ସୁନ୍ଦର ଦେଖାଯିବ… ଘରୋଇ ଉପାୟରେ ଆପଣ ବିଭିନ୍ନ ପ୍ରକାରରେ ମ୍ୟାଙ୍ଗୋ ଫେସ୍‌ ପ୍ୟାକ ପ୍ରସ୍ତୁତ କରିପାରିବେ।…

ଅନୁଭୂତି ବଖାଣି ପ୍ରବଳ କାନ୍ଦିଲେ ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନର କରୋନା ଯୋଗୁ ଅଧାରୁ ସ୍ଥଗିତ ହୋଇଥିଲା। ଅନେକ ଖେଳାଳି ଏବଂ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ଏହି ଟୁର୍ନାମେଣ୍ଟ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଏବେ କ୍ରିକେଟର୍‌ ମାନେ ନିଜ ଘରେ…

ଭଦ୍ରକରେ ୧୦ ଏନ୍‌ଡିଆରଏଫ ଟିମ୍‌

ଭଦ୍ରକ ଅଫିସ: ୨୫।୫: ୟାସ୍‌ର ମୁକାବିଲା ପାଇଁ ଭଦ୍ରକ ଜିଲାରେ ସମୁଦାୟ ୧୦ ଏନ୍‌ଡିଆରଏଫ ଟିମ୍‌ ମୁତୟନ ଅଛନ୍ତି। ଏହି ଟିମ୍‌କୁ ବାତ୍ୟା ପ୍ରବଣ ଚାନ୍ଦବାଲି, ଧାମରା, ବାସୁଦେବପୁର, ତିହିଡ଼ି ଅଞ୍ଚଳରେ ମୁତୟନ କରାଯାଇଛି। ପୂର୍ବରୁ ୪ଟି ଟିମ୍‌ ପହଞ୍ଚି ବାସୁଦେବପୁର…

କୋଭିଡ ଚିକିତ୍ସାରେ ଏବେ ସାମିଲ ହେବ ଆୟୁର୍ବେଦିକ ଚିକିତ୍ସା: ମାଗଣାରେ ରୋଗୀଙ୍କୁ ବଣ୍ଟାଯିବ ୧ଲକ୍ଷ କରୋନିଲ୍‌ କିଟ୍‌

ଚଣ୍ଡିଗଡ଼,୨୫।୫: ଗୋଟିଏ ପଟେ ଯୋଗ ଗୁରୁ ବାବା ରାମଦେବ କ୍ରମାଗତ ଭାବେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ହରିଆଣାରେ କରୋନା ରୋଗୀଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କରୋନା ରୋଗୀଙ୍କ ଶୀଘ୍ର ଆଶୁ ଆରୋଗ୍ୟ ପାଇଁ…

ଫଟୋରେ କ୍ଷୀର ଢାଳିବାକୁ ନେଇ ପ୍ରଶଂସକଙ୍କୁ ଏମିତି ଜବାବ ଦେଲେ ସୋନୁ ସୁଦ: ସମସ୍ତେ କଲେ ବାଃ ବାଃ

ଦେଶରେ କରୋନା ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଅଛନ୍ତି। ସେ କରୋନା ଆରମ୍ଭରୁ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ରହିଛନ୍ତି। ଲୋକେ ମଧ୍ୟ ସୋନୁଙ୍କୁ…

ବାତ୍ୟା ଆଶ୍ରୟସ୍ଥଳକୁ ୭୭୫୪ ସ୍ଥାନାନ୍ତର

କେନ୍ଦ୍ରାପଡ଼ା ଅଫିସ,୨୫ା୫: ବାତ୍ୟା ୟାସ୍‌ ଅତି ଭୟଙ୍କର ଭାବେ ମାଡ଼ି ଆସୁଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହେବ। ପାଣିପାଗ ବିଶେଷଜ୍ଞଙ୍କ ଏହି ଆକଳନକୁ ଦୃଷ୍ଟିରେ ରଖାଯାଇ ଜିଲା ପ୍ରଶାସନ ପକ୍ଷରୁ ବିପଦ ମଧ୍ୟରେ ଥିବା ଜିଲାବାସୀଙ୍କୁ ସୋମବାରଠାରୁ…

ଏହି ଅଭିନେତ୍ରୀ ଘରକୁ ଖୁବ୍‌ଶୀଘ୍ର ଆସିବେ ନୂଆ ଅତିଥି

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଘରକୁ ଖୁବ୍‌ଶୀଘ୍ର ନୂଆ ଅତିଥିତ୍ ଆସିବେ। ସୁସ୍ମିତା ଭାଉଜ ଚାରୁ ସେନ୍‌ ଖୁବ୍‌ଶୀଘ୍ର ପ୍ରଥମ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିପାଇଁ ପୂରା ପରିବାର ବେଶ୍‌ ଖୁସି ଅଛନ୍ତି।…

ୟାସ୍‌’ ପ୍ରସ୍ତୁତି: ଭଦ୍ରକରେ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ଭଦ୍ରକ ଅଫିସ,୨୫। ୫ : ବାତ୍ୟା ‘ୟାସ୍‌’ର ସୁପରିଚାଳନା ଓ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏ ନେଇ ଜିଲା ପର୍ଯ୍ୟବେକ୍ଷକ ରାଜ୍ୟ ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଭିଭି ଯାଦବ…

ଲିଭ୍‌ଇନ୍‌ରେ ଲଢ଼େଇ, ବୃଦ୍ଧଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ମହିଳା…

ମୁଜାଫରପୁର,୨୫।୫: ଜଣେ ବୃଦ୍ଧଙ୍କ ପାଇଁ ଲିଭ୍‌ଇନ୍‌ ରିଲେଶନଶିପ୍‌ରେ ରହିବା ମହଙ୍ଗା ପଡ଼ିଛି। କୌଣସି କାରଣରୁ ବୃଦ୍ଧ ଏବଂ ତାଙ୍କ ସହିତ ଲିଭ୍‌ଇନ୍‌ରେ ରହୁଥିବା ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ପରିସ୍ଥିତି ଭୟଙ୍କର ହୋଇଥିଲା। ଶେଷରେ ଘର କଥା ଦାଣ୍ଡକୁ ଆସିଛି। ମହିଳା…

ଗର୍ଲଫ୍ରେଣ୍ଡଙ୍କ ପାଇଁ ପାହାଡ ଉପରୁ ଡେଇଁ ପଡିଥିଲେ ଏହି ପ୍ରସିଦ୍ଧ ନିର୍ଦ୍ଦେଶକ

ଆଜି ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। କରଣ ଜୋହର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ୟଶ ଜୋହର, ଯିଏ ବଲିଉଡ ଚଳଚ୍ଚିତ୍ରର ନିର୍ମାତା ତଥା ଧର୍ମ ପ୍ରଡକ୍ସନ୍ସର ପ୍ରତିଷ୍ଠାତା…

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୩ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ଏହି ୩୩ ମୃତକଙ୍କ ମଧ୍ୟରୁ…

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: କେବଳ ଖୋର୍ଦ୍ଧାରୁ…

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୦,୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮,୧୭୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪,୭୬୧ ଜଣ ଲୋକାଲ କେସ୍‌ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri