ଫୋର୍ବସ୍‌ ଧନୀ ତାଲିକାରୁ ବାଦ୍‌ ପଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋର୍ବସ ପତ୍ରିକାର ୪୦୦ ଜଣିଆ ଧନୀ ଆମେରିକୀୟଙ୍କ ତାଲିକାରୁ ପ୍ରଥମ ଥର ପାଇଁ ବାଦ୍‌ ପଡ଼ିଛନ୍ତି। ଦୀର୍ଘ ୨୫ ବର୍ଷ ହେବ ସେ ଏହି ତାଲିକାରେ ରହିଆସିଥିଲେ। ବର୍ତ୍ତମାନ ଟ୍ରମ୍ପ୍‌ଙ୍କ ସମ୍ପତ୍ତିର ପରିମାଣ ୨.୫ ବିଲିୟନ ଡଲାର। ଫୋର୍ବସ ତାଲିକାରେ ସ୍ଥାନ ପାଇବା ପାଇଁ ଆବଶ୍ୟକ କଟ୍‌ଅଫ୍‌ଠାରୁ ତାଙ୍କ ସମ୍ପତ୍ତି ୪୦୦ ନିୟୁତ ଡଲାର କମ୍‌। ଗତବର୍ଷ ସେ ତାଲିକାର ୩୯୯ତମ ସ୍ଥାନରେ ରହିଥିଲେ।

ସୂଚନାନୁସାରେ,ଚଳିତ ବର୍ଷ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ୬୦୦ ନିୟୁତ ଡଲାର ହ୍ରାସ ପାଇବା ଫଳରେ ସେ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ମହାମାରୀ ଯୋଗୁ ୭୫ ବର୍ଷୀୟ ଟ୍ରମ୍ପ୍‌ଙ୍କ ରିଅଲ ଇଷ୍ଟେଟ୍‌ ବ୍ୟବସାୟ ଭଲ ଚାଲୁନାହିଁ। କୋଭିଡ୍‌-୧୯ ପ୍ରଭାବ ସତ୍ତ୍ୱେ ଅନ୍ୟମାନେ ବେଶ୍‌ ଆଗେଇଥିବାବେଳେ ଟ୍ରମ୍ପ୍‌ଙ୍କ ରିଅଲ ଇଷ୍ଟେଟ୍‌ ବ୍ୟବସାୟ ଅଗ୍ରଗତି କରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ବାଟରେ କଣ୍ଟା ବିଛାଉଛି ପାକିସ୍ତାନ, ଛୋଟ ଜିହାଦି ଗୋଷ୍ଠୀଙ୍କୁ ସମର୍ଥନ…

କାବୁଲ/ଇସଲାମାବାଦ୍‌,୧୪।୧୧: ଆଫଗାନିସ୍ତାନରେ ପାକିସ୍ତାନ ତାଲିବାନ ବାଟରେ କଣ୍ଟା ବିଛାଉଛି। ଦେଶରେ ଥିବା ଛୋଟ ଜିହାଦି ଗୋଷ୍ଠୀଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥନ କରୁଛି। ତାଲିବାନକୁ...

ପୁଣି ଥରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହେଲେ ରାନିଲ ବିକ୍ରମସିଂଘେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥତ୍କ ଓ ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପୁଣି ଥରେ ଶାସନକୁ ଫେରିଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ...

କରୋନାର ନୂଆ ଲହରକୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୧୬ ।୭: ସାରା ବିଶ୍ୱରେ ପୁଣିଥରେ କରୋନା ମହାମାରୀ ତା’ର ପ୍ରକୋପ ଦେଖାଇବା ଆରମ୍ଭ କଲାଣି । ଯେତେବେଳେ ସ୍ଥିତି ଆୟତ୍ତରେ ଥିଲା ଏବେ କିନ୍ତୁ...

ବାରାକ ଓବାମା, ମିଶେଲ ଓବାମାଙ୍କୁ ସ୍ୱତନ୍ତ୍ର ସମ୍ମାନ, ହ୍ୱାଇଟ ହାଉସରେ ଲାଗିଲା ଅଫିସିୟାଲ ପୋଟ୍ରେଟ୍‌

ୱାଶିଂଟନ,୮ ।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଅଫିସିୟାଲ ଫଟୋ ବୁଧବାର ହ୍ୱାଇଟ ହାଉସରେ ଏକ...

କରୋନା ସଂକ୍ରମଣ ତଥ୍ୟ ଲୁଚାଉଛି ଚାଇନା, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକାଇଲା ଚାପ…

ଜେନେଭା/ବେଜିଂ,୧୫।୧୨ : ବୁଧବାର ଠାରୁ ଚାଇନା ଏହାର ଦୈନିକ କରୋନା ଆକ୍ରାନ୍ତଙ୍କ ସଂକ୍ରମଣ ରିପୋର୍ଟକୁ ହ୍ରାସ କରିଛି। ଦେଶରେ କରୋନାର ଦୈନିକ ସଂକ୍ରମଣ ମାମଲା ରେକର୍ଡ...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ

ନ୍ୟୁୟର୍କ,୯।୯ -ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନରୱେର ସଂସଦ ପକ୍ଷରୁ ମନୋନୀତ କରାଯାଇଛି। ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ହୋଇଥିବା...

ପାକିସ୍ତାନର ନୂଆ ନାଟକ: ବନ୍ଦ କଲା ଟେଲିଭିଜନର ବିଶେଷ କାର୍ଯ୍ୟକ୍ରମ

ଇସଲାମାବାଦ,୧୧।୮: ଗୋଟିଏ ପରେ ଗୋଟିଏ ନୂଆ ନାଟକ କରି ଚାଲିଛି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି।...

ଧନୀ ଦେଶଗୁଡ଼ିକ କରିସାରିଛନ୍ତି କରୋନା ଟୀକା ବୁକିଂ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୮: କରୋନା ସଂକ୍ରମଣ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥଳେ ବହୁ ଦେଶରେ କରୋନା ପ୍ରତିଷେଧକ ଟୀକା ଟ୍ରାଏଲ୍‌ ଜାରି...

Advertisement
Archives

Model This Week