୧୫ ପଞ୍ଚାୟତର ୭୩୪ ବିସ୍ଥାପିତ
ନିଶ୍ଚିନ୍ତକୋଇଲି,୨୫।୫(ସ୍ବ.ପ୍ର.): ମନ୍ତ୍ରୀ ପ୍ରତାପ ଜେନାଙ୍କ ଜିରୋ କାଜୁଆଲିଟି ତାଗିଦ ପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇଛି। ବୁଧବାର ଅପରାହ୍ନରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ ହେବ। ଏଥିପାଇଁ ମଙ୍ଗଳବାର କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତରେ ସ୍ଥାନାନ୍ତର କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି।…
ପ୍ରେମ ପାଇଁ ପରିବାରଲୋକଙ୍କୁ ଏଭଳି ବଡ଼ ମିଛ କହିଥିଲେ ମାଷ୍ଟର ବ୍ଲାଷ୍ଟର; ହଁ ଭରିଥିଲେ ସ୍ତ୍ରୀ ଅଞ୍ଜଳି
ନୂଆଦିଲ୍ଲୀ,୨୫।୫: ବିଶ୍ୱର ମହାନ କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ନିଜର ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ସେ କ୍ରିକେଟ ଇତିହାସରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଦିନ ଥିଲା ଯେତେବେଳେ…
ବାତ୍ୟା ୟାସ୍ ପ୍ରସ୍ତୁତି: ୭୫ହଜାର ଲୋକଙ୍କୁ ସ୍ଥାନାନ୍ତର, ୫୦୪ଗର୍ଭବତୀଙ୍କୁ ମେଡିକାଲକୁ ପଠାଇବା ଲକ୍ଷ୍ୟ
ଛତ୍ରପୁର,୨୫।୫(ଡି.ଏନ୍.ଏ.): ରାଜ୍ୟ ସରକାର ଓ ଏସ୍ଆରସିଙ୍କ ପକ୍ଷରୁ ଆସୁଥିବା ସୂଚନା ଅନୁସାରେ ଗଞ୍ଜାମରେ ବାତ୍ୟା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାତ୍ୟା ମୁକାବିଲା ପାଇଁ ଜିଲାରେ ୪ ଥର ବୈଠକ ମଧ୍ୟ ହୋଇସାରିଛି। ୩ ଦିନ ହେଲା ଗର୍ଭବତୀଙ୍କୁ ଡେଲିଭେରୀ ସୁବିଧା…
ଉହାନ୍ ଲ୍ୟାବ୍ରେ ଏପର୍ଯ୍ୟନ୍ତ କେହି କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି, ଆମେରିକା କହୁଛି ମିଛ: ଚାଇନା…
ବେଜିଂ,୨୫।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍ ଲ୍ୟାବ୍ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନ ବ୍ୟାପିବା ପୂର୍ବରୁ ଉହାନ୍ ଲ୍ୟାବ୍ରେ…
ଶେଷରେ ସୁଶୀଲ ଚାକିରିରୁ ନିଲମ୍ବିତ
ନୂଆଦିଲ୍ଲୀ,୨୫।୫: ରେସଲର ସୁଶୀଲ କୁମାରଙ୍କ ସମସ୍ୟା ବଢିବାରେ ଲାଗିଛି। ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶୀଲଙ୍କୁ ଉତ୍ତର ରେଳବିଭାଗ ଦ୍ୱାରା ଚାକିରିରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଉତ୍ତର ରେଳବାଇର ସି.ଆର.ପି ଏନେଇ ସୂଚନା ଦେଇଛନ୍ତି। ଦିଲ୍ଲୀ ସରକାରରେ ଡେପୁଟେସନରେ ଥିବା ସୁଶୀଲ…
୪୫ ଅକ୍ସିଜେନ କନ୍ସନ୍ଟ୍ରେଟର ଦେଲା ଗୋପାଳପୁର ପୋର୍ଟ
ଛତ୍ରପୁର,୨୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାପ୍ରଶାସନକୁ ଗୋପାଳପୁର ପୋର୍ଟ ପକ୍ଷରୁ ୪୫ଟି ଅକ୍ସିଜେନ କନ୍ସନ୍ଟ୍ରେଟର ପ୍ରଦାନ କରାଯାଇଛି। ଏନେଇ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପି.ଡି. ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିପାଇଁ ପୋର୍ଟ କର୍ତ୍ତୃପକ୍ଷଙ୍କୁ…
୧୦ ବର୍ଷ ହେଲା ଖେଳାଳିଙ୍କୁ ମିଳିନାହିଁ ଆଇପିଏଲ୍ ବକେୟା ଟଙ୍କା: ଟୁଇଟ୍ ଯୋଗେ ବିସିସିଆଇକୁ ପ୍ରଶ୍ନ
ଆଇପିଏଲ ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ। ଏଠାରେ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ନିଲାମ ରଖାଯାଉଛି। କିନ୍ତୁ ଏଠାରେ ମଧ୍ୟ ଖେଳାଳିମାନଙ୍କୁ ଦରମା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଛି। ଅଷ୍ଟ୍ରେଲୀୟ କ୍ରିକେଟର ବ୍ରାଡ ହଜ ଦାବି…
ପୁଣି ୨ମୁଣ୍ଡ ନେଲା କରୋନା: ଗଞ୍ଜାମରେ ୧୧.୨୮ଲକ୍ଷ ଲୋକଙ୍କ ହେଲାଣି ସ୍ବାସ୍ଥ୍ୟ ସ୍କ୍ରିନିଂ
ଛତ୍ରପୁର,୨୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜିଲାରେ ୨୫୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ ଜୀବନ ନେଇଛି କରୋନା। କୋଭିଡରେ ମୃତ ବ୍ୟକ୍ତିଙ୍କ ମଧୁମେହ, ରକ୍ତଚାପ ଆଦି ଅନ୍ୟ…
ବାତ୍ୟା ୟାସ୍: ସ୍ଥାନାନ୍ତର ହେଲେଣି ୬୦ ହଜାର ଲୋକ
ଭୁବନେଶ୍ୱର,୨୫।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ସୋମବାର ଭୟଙ୍କର ବାତ୍ୟାର ରୁପ ନେଇଛି। ବୁଧବାର ଅର୍ଥାତ୍ ୨୬ ତାରିଖରେ ଏହା ଧାମରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ତେବେ ବାତ୍ୟା ମୁକାବିଲାକୁ ନେଇ ସରକାର ଆଗୁଆ…
୩ ମାସର ପୁଅକୁ ଧରି ଅଦ୍ଭୁତ ଭିଡିଓ ଶେୟାର କଲେ ଏହି ଅଭିନେତ୍ରୀ: ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ
ଟିଭି ଅଭିନେତ୍ରୀ ଅନିତା ହାସନନ୍ଦାନୀ ନିକଟରେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଏବେ ପୁଅ ସହିତ ସବୁ ସମୟ ବିତାଉଛନ୍ତି ଅନିତା। ଏବେ ଉଭୟ ମା’ ପୁଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅନୀତାଙ୍କ…
୧୮ ଜିଲାରେ ଘରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ମନା: ଯିବାକୁ ପଡ଼ିବ ଆଇସୋଲେଶନ ସେଣ୍ଟର…
ମୁମ୍ବାଇ,୨୫।୫: ଏବେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ଘରେ ନ କରାଯିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ପଜିଟିଭ୍ ହେଲେ ଆକ୍ରାନ୍ତଙ୍କୁ ଆଇସୋଲେଶନ ସେଣ୍ଟର ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସରକାର କହିଛନ୍ତି। ରାଜ୍ୟର ୧୮ ଜିଲାରେ ଏହି…
ପଳାତକ ଚୋକ୍ସି ଆଣ୍ଟିଗୁଆରୁ ଫେରାର୍…
ନୂଆଦିଲ୍ଲୀ,୨୫।୫: କୋଟି କୋଟି ଟଙ୍କାର ବ୍ୟାଙ୍କ ଅର୍ଥ ହେର୍ଫେର୍ କରିଥିବା ପଳାତକ ଘୋଷିତ ହୋଇଥିବା ମେହୁଲ ଚୋକ୍ସି ଆଣ୍ଟିଗୁଆରୁ କୌଣସି ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି। ସେ କ୍ୟୁବାକୁ ଯାଇଥିବାର ସନ୍ଦେହ କରାଯାଉଛି। ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ସମସ୍ତ କାର୍ଯ୍ୟ…
Archives


