ଶ୍ରୀତମଙ୍କ ନୂଆ ଅବତାର

ଅଭିନେତା ଶ୍ରୀତମ ଦାସ ଖୁବ୍‌ ଶୀଘ୍ର ଦର୍ଶକଙ୍କ ସାମ୍‌ନାକୁ ଏକ ନୂଆ ଅବତାରରେ ଆସୁଛନ୍ତି। ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ମିତାଲି ଅପା’ର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି ସେ। ମିତାଲି ଅପାକୁ ନେଇ ଏବେ ଚର୍ଚ୍ଚା। ଏକ୍ସସେଲ ମୁଭିଜ ବ୍ୟାନରରେ ପ୍ରସ୍ତୁତ ଏହି ଅଷ୍ଟମ ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି ବିଜୟଲକ୍ଷ୍ମୀ ପଣ୍ଡା ଏବଂ ତାହାକୁ ଆଧାର କରି ଚିତ୍ରନାଟ୍ୟ ସହ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ। ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ପ୍ରଶାନ୍ତ ଲେଙ୍କା (ବାପି)। ମିତାଲି ଅପା ନାମ୍ନୀ ଜଣେ କିନ୍ନର ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଉଛି ଏବଂ ସେ ସାମ୍‌ନା କରୁଥିବା ବାଧାବିଘ୍ନକୁ କିପରି ସାହସର ସହ ମୁକାବିଲା କରୁଛି ତାହା ଉକ୍ତ ଚିତ୍ରରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ରବୀନ୍ଦ୍ର ନାଥ ପଣ୍ଡା। ଶ୍ରୀତମଙ୍କ ବ୍ୟତୀତ ଏହି ସିନେମାରେ ଅସୀତ, ମହିମା, ସୋନମ୍‌, ମନୀଷା ରଥ, କେକେ ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଇଣ୍ଡିୟାନ୍‌-୨’ର ଫଟୋ

ମୁମ୍ବାଇ: ଅଭିନେତା କମଳ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିୟାନ୍‌-୨’ର ଶୁଟିଂ ଏବେ ଗ୍ବାଲିୟରକୁ ସିଫ୍ଟ କରି ଦିଆଯାଇଛି। ନିକଟରେ ଭୋପାଳରେ ୪୦ କୋଟି ଟଙ୍କା ବ୍ୟୟରେ...

ଦୀପିକାଙ୍କ ସହ ବିଶ୍ୱାସଘାତକତା କରିଥିଲେ ରଣବୀର

ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ। ଆଜି ହେଉଛି ତାଙ୍କର ୩୫ତମ ଜନ୍ମଦିନ। ଦୀପିକା ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର...

ଏକ ଚାପୁଡ଼ା ବଦଳାଇ ଦେଇଥିଲା ଏହି ଅଭିନେତ୍ରୀଙ୍କ ଜୀବନ: ମାଡ଼ ଖାଇ…

କୁହାଯାଏ ଯେ, ପ୍ରତ୍ୟେକ ଭଲ ସମୟ ପରେ ଏକ ଖରାପ ସମୟ ଆସିଥାଏ। ଅଭିନେତ୍ରୀ ଲଲିତା ପାୱାରଙ୍କ ସହ ସମାନ ଘଟଣା ଘଟିଥିଲା । ଏକ...

ଆମେରିକା ଗଟ୍‌ ଟ୍ୟାଲେଣ୍ଟ ଶୋ’ ଜିତିଲେ ମୁମ୍ବାଇର ଭି. ଅନ୍‌ବିଟେବୁଲ୍‌ ଡ୍ୟାନ୍ସ ଗ୍ରୁପ୍‌

ମୁମ୍ବାଇ: ଆମେରିକା ଗଟ୍‌ ଟ୍ୟାଲେଣ୍ଟରେ ଭାଗ ନେଇ ଲୋକପ୍ରିୟତା ହାସଲ କରିଛନ୍ତି ଅନେକ ନୃତ୍ୟଶିଳ୍ପୀ। ହେଲେ ଚଳିତ ଥର ସମସ୍ତଙ୍କୁ ଚକିତ କରି ମୁମ୍ବାଇର ଭି.ଅନ୍‌ବିଟେବୁଲ...

ଆସିଲା ‘ବାଲା’ର ନୂଆ କମେଡି ପୋଷ୍ଟର

ମୁମ୍ବାଇ: ଗତ କିଛିଦିନ ହେବ ଅଭିନେତା ଆୟୁଷ୍ମାନ ଖୁରାନଙ୍କ ଅଭିନୀତ ଫିଲ୍ମ ‘ବାଲା’ ଚର୍ଚ୍ଚାରେ ରହି ଆସିଛି। ଆସନ୍ତା ମାସରେ ଏହା ରିଲିଜ୍‌ ହେବାର ଯୋଜନା...

ଏହି ଫିଲ୍ମର ଶୁଟିଂ ସମୟରେ ଗର୍ଭବତୀ ହୋଇଥିଲେ ହେମା, ବେବି ବମ୍ପ୍‌ ଲୁଚାଇବାକୁ କରିବାକୁ ପଡ଼ିଥିଲା ଏମିତି…

ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ଏବଂ ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ‘ସତେ ପେ ସତ୍ତା’ କୁ ରିଲିଜ୍‌ ହେବା ଇତିମଧ୍ୟରେ ୩୯ ବର୍ଷ ହୋଇଯାଇଛି।...

ସୈଫିନାଙ୍କ ସହ ସମର ଭ୍ୟାକେସନରେ ତୈମୁର: ଭାଇରାଲ ହେଲା ହଲିଡେ ଫଟୋ

ମୁମ୍ବାଇ,୩।୬: କରୀନା କପୁର ଖାଁ ଓ ସୈଫ ଅଲ୍ଲୀ ଖାଁ ପୁଅ ତୈମୁରଙ୍କ ସହ ଏବେ ଭ୍ୟାକେସନରେ ଅଛନ୍ତି। ସୋସିଆଲ ମିଡିଆରେ କରୀନା, ସୈଫଙ୍କ ସହ...

ବାୟୋପିକ୍‌ରେ ନିଜ ଭୂମିକାରେ କାହାକୁ ଦେଖିବାକୁ ଚାହିଁବେ ନୀରଜ ଚୋପ୍ରା: ଏ ଦୁଇ ଅଭିନେତା ସବୁଠୁ ପ୍ରିୟ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା। ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ସେ ନିରନ୍ତର ଚର୍ଚ୍ଚାରେ ରହୁଛନ୍ତି।...

Advertisement
Archives

Model This Week