Posted inଫୁରସତ

୧୪ ବର୍ଷ ତଳେ ବଞ୍ଚାଇଥିଲେ, ସେହି ବନ୍ଧୁଙ୍କ କୋଳରେ ଗଲା…

ବନ୍ଧୁଙ୍କ ବାହୁରେ ଏକ ସିମ୍ପାଞ୍ଜିର ଜୀବନ ଯାଇଛି। ଏହି ସିମ୍ପାଞ୍ଜି ଫରେଷ୍ଟ ରେଞ୍ଜରଙ୍କ ସହିତ ସେଲ୍‌ଫି ନେଇ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ପୂର୍ବକାଙ୍ଗୋର ବିରୁଙ୍ଗା ନ୍ୟାଶନାଲ ପାର୍କରେ ରହୁଥିବା ସିମ୍ପାଞ୍ଜି ନିଜର ୪୯ ବର୍ଷୀୟ କାର୍ଯ୍ୟବାହକ ଆଣ୍ଡ୍ରେ ବାଉମାଙ୍କ କୋଳରେ ଶେଷ ନିଃଶ୍ୱାସ ତ୍ୟାଗ କରିଛି। ଏହି ସିମ୍ପାଞ୍ଜିର ୧୪ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସିମ୍ପାଞ୍ଜିିଟିକୁ ବିରୁଙ୍ଗା ରେଞ୍ଜରମାନଙ୍କ ଦ୍ୱାରା ବଞ୍ଚା ଯାଇଥିଲା। ଯେତେବେଳେ ସେ ମାତ୍ର ୨ ମାସର ହୋଇଥିଲା। ତା’ର ମା-ବାପାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଆଣ୍ଡ୍ରେ ତା’ର ଦେଖାଶୁଣା କରୁଥିଲେ। ଏପରିକି ସେ ସିମ୍ପାଞ୍ଜିିର ଆଜୀବନ ବନ୍ଧୁ ପାଲଟି ଯାଇଥିଲେ।

ତେବେ ଏହି ସିମ୍ପାଞ୍ଜିଟି କିଛିଦିନ ତଳେ ପ୍ରାଣତ୍ୟାଗ କରିଛି। ତାହା ପୁଣି  ଆଜୀବନ ବନ୍ଧୁଙ୍କ କୋଳରେ। ୨୦୧୯ରେ ପାର୍କର ରେଞ୍ଜର ମାଥ୍ୟୁ ଶାମ୍‌ଭୁଙ୍କ ସହ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲା। ଏହି ସିମ୍ପାଞ୍ଜିିର ନାଁ ନାଦକାସୀ। ବାଉମା ତାକୁ ଧରିଥିବା ବେଳେ ନାଦକାସୀର ଜୀବନ ଯାଇଛି। ବାଉମା କହିଛନ୍ତି, ଏହିପରି ସ୍ନେହୀ ପ୍ରାଣୀକୁ ସମର୍ଥନ କରିବା ଏବଂ ଯତ୍ନ ନେବା ଭାଗ୍ୟର ବିଷୟ। ତା’ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ବାଉମା।


Enter your email to get our daily news in your inbox.

All Right Reserved By Dharitri.Com

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଏସବୁ ଭାଇଭଉଣୀ: ତ୍ୟାଗ କରି ସାନଙ୍କ ମନରେ ଫୁଟାଇଛନ୍ତି ହସ..

ଭାଇ ଭଉଣୀ! ଏ ସମ୍ପର୍କ ରକ୍ତର। ଜଣେ ଜଣଙ୍କ ସୁଖଦୁଃଖର ସାଥୀ। ଛୋଟବେଳୁ ସାଥୀ ହୋଇ ବଢ଼ିଥାନ୍ତି। ପରସ୍ପରକୁ ଖୁବ୍‌ ଭଲଭାବେ ବୁଝିଥାନ୍ତି। କଳିଝଗଡ଼ା, ମାର୍‌ପିଟ୍‌...

ବର୍ଷ ବର୍ଷ ଧରି ବିମାନବନ୍ଦରରେ ପାର୍କିଂ ହୋଇଛି କାର୍‌, ଫି’ ଜାଣିଲେ ମାଲିକଙ୍କ ଉଡ଼ିଯିବ ହୋସ୍‌

ବାଲି ଏୟାରପୋର୍ଟ ବା ବିମାନବନ୍ଦରର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ କାର ପାର୍କିଂ ହୋଇଥିବା ଫଟୋ ଶେୟାର କରାଯାଇଛି। ଏହି...

ଛେଳି ସହ ସେଲଫି ନେଉଥିଲେ ଯୁବତୀ: ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବତୀ ଏକ ଛେଳି ସହ ସେଲଫି ଉଠାଉ ଥିଲାବେଳେ ଛେଳିଟି ତାଙ୍କୁ ପଛ...

ବାଇକ୍‌ ଚଲାଇ କରୁଥିଲେ ଫେସ୍‌ବୁକ୍‌ ଲାଇଭ୍‌, ଆଉ ତା’ପରେ..

ଏବେ ଏକପ୍ରକାର ନିଶା ପାଲଟିଛି ସ୍ମାର୍ଟଫୋନ। କେବଳ ଯୁବପିଢି ନୁହେଁ, ସମସ୍ତଙ୍କୁ ନିଜ ମାୟାରେ ବଶୀଭୂତ କରିଛି ସ୍ମାର୍ଟଯୁଗର ସ୍ମାର୍ଟଫୋନ। ସ୍ମାର୍ଟଫୋନ କେବଳ ଆଖି ଖରାପ...

କାର୍‌ ଇଞ୍ଜିନ୍‌ରୁ ହେଲିକପ୍ଟର ତିଆରି

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଦେଖିବେ ଜଣେ ବ୍ୟକ୍ତି ପ୍ରଥମେ ହେଲିକପ୍ଟରକୁ ରାସ୍ତାକୁ ଆଣୁଛନ୍ତି। ଏହା ପରେ ସେ ଏହାକୁ...

କ୍ଷୀରରେ ଗାଧୋଇବା ପରେ ପ୍ୟାକ୍‌ କରି ବଜାରରେ କରାଯାଉଛି ବିକ୍ରି!

ଭିଟାମିନ୍‌ରେ ଭରପୂର କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାର ଉପକାର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। ତେବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ...

ଏହି ଦେଶର ଯୁବତୀମାନେ ପିନ୍ଧନ୍ତି ରକ୍ତଭିଜା ପୋଷାକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଟୋକିଓ,୧୪ା୧୦: ପରମ୍ପରାକୁ ଜାବୁଡ଼ି ଧରିଥିବା ଦେଶ ଜାପାନରେ ଏବେ ଆଉ ଏକ ଅଜବ ଫ୍ୟାଶନ ଟ୍ରେଣ୍ଡ୍‌ କରୁଛି। ଏଠାକାର ଯୁବତୀମାନେ ରାସ୍ତାରେ ରକ୍ତଭିଜା କପଡ଼ା ପିନ୍ଧି...

ଛୋଟ ମହମ୍ମଦ ରଫି ଭାବେ ଜଣାଶୁଣା ଏହି ବାଳକ, ଗୀତ ଶୁଣିଲେ କରିବେ ପ୍ରଶଂସା

ଆଜିକାଲି ସୋସିଆଲ ମିଡିଆରେ ସୌରଭ କିଶାନ ତଥା ଛୋଟ ମହମ୍ମଦ ରଫିଙ୍କ ଭିଡିଓ ବେଶ୍‌ ଭାଇରାଲ ହେଉଛି। ସୌରଭଙ୍କୁ ଛୋଟ ମହମ୍ମଦ ରଫି କୁହାଯିବାର କାରଣ...

Advertisement
Archives

Model This Week