Posted inଜାତୀୟ

କୋଇଲା ସଙ୍କଟ: ଆଠରୁ ଦଶ ଘଣ୍ଟା ପର୍ଯ୍ୟନ୍ତ କଟା ଯାଉଛି ବିଜୁଳି

ନୂଆଦିଲ୍ଲୀ,୯ ।୧୦: ଦେଶର କେତେ ଗୁଡିଏ ରାଜ୍ୟରେ କୋଇଲା ସଙ୍କଟ ଯୋଗୁ ବିଜୁଳି ସଙ୍କଟ ବଢିଯାଇଛି । ଝାଡଖଣ୍ଡରେ କୋଇଲା କମ୍ ଥିବାରୁ ୨୮୫ ମେଗାୱାଟରୁ ନେଇ ୪୩୦ ମେଗାୱାଟ ପର୍ଯ୍ୟନ୍ତ ଲୋଡ ଶେଡିଂଗ କରିବାକୁ ପଡୁଛି । ଏଥିପାଇଁ ଦିନରେ ଗାଁରେ ୮-୧୦ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟି ଦିଆଯାଉଛି । ସେହିପରି ବିହାରରେ ୫ ଗୁଣା ଅଧିକ ବିଜୁଳି ବିଲ୍ ବୃଦ୍ଧି କରି ମଧ୍ୟ ସମ୍ପୂର୍ଣ୍ଣ ବିଦ୍ୟୁତ ଯୋଗାଇ ଦିଆଯାଉ ନାହିଁ । ପୂର୍ବରୁ ବିଜୁଳି ୟୁନିଟ ପିଛା ୫ ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଏବେ ବିଜୁଳି ୟୁନିଟ ପିଛା ଦାମ ୨୦ଟଙ୍କା କରି ଦିଆଯାଇଛି । ଆଗକୁ ପର୍ବ ଥିବାରୁ ଏହି ବିଜୁଳି ସଙ୍କଟ ଆହୁରି ବଢିଯିବ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ହାଇକମାଣ୍ଡ ମୋତେ କିଛି କହିନାହାନ୍ତି’

ବେଙ୍ଗାଲୁରୁ, ୨୫।୭: କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କହିଛନ୍ତି, ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ରବିବାର ସନ୍ଧ୍ୟା...

ରାଜସ୍ଥାନରେ ବାଲ୍ୟ ବିବାହକୁ ଅନୁମତି

ଜୟପୁର,୧୮।୯: ଅନିବାର୍ଯ୍ୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌ ୨୦୨୧ ଶନିବାର ରାଜସ୍ଥାନ ବିଧାନସଭାରେ ବାଚନିକ ଭୋଟ୍‌ରେ ପାରିତ ହୋଇଛି। ଏହି ବିିଲ୍‌ରେ ୧୮ ବର୍ଷରୁ କମ୍‌...

ଲକ୍ଷ୍ମୀପୁରରେ ଘଟିଛି ନରସଂହାର: ରାହୁଲ

ନୂଆଦିଲ୍ଲୀ,୩।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ମନ୍ତ୍ରୀଙ୍କ କାର ଆନ୍ଦୋଳନ ଚାଷୀଙ୍କ ଉପରେ ଚଢିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଚାଷୀ ଆହତ ମଧ୍ୟ...

ଶାହୀନ ବାଗରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ,୧।୩: ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍‌ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାଖାପାଖି ଅଢେଇ ମାସ...

ଭାଜପାର ଚାନ୍ଦା ସଂଗ୍ରହ ଅଭିଯାନ

ନୂଆଦିଲ୍ଲୀ, ୨୬।୧୨(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ଶନିବାର ଭାଜପା ପକ୍ଷରୁ ସ୍ବତନ୍ତ୍ର ମାଇକ୍ରୋ ଡୋନେଶନ ଅଭିଯାନ ଆରମ୍ଭ ହୋଇଛି। ସଭ୍ୟ...

ଆଇଏନ୍‌ସି ଟିଭି ଲଞ୍ଚ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ, ୧୫।୪: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଜନ୍ମବାର୍ଷିକୀ ଅବସରରେ ବୁଧବାର କଂଗ୍ରେସ ଦଳ ପକ୍ଷରୁ ଆଇଏନ୍‌ସି ଟିଭି ନାମରେ ଏକ ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମର ଶୁଭାରମ୍ଭ...

ହିନ୍ଦୁଙ୍କ ଅସଲ ଶତ୍ରୁ ଛଦ୍ମ ହିନ୍ଦୁ

ନୂଆଦିଲ୍ଲୀ,୪ା୫ : ଧର୍ମନିରପେକ୍ଷ (ସେକୁଲାର), ଉଦାର (ଲିବରାଲ), ବୁଦ୍ଧିଜୀବୀ (ଇଣ୍ଟେଲେକ୍‌ଚୁଆଲ୍‌) ଭଳି ଉତ୍ତୁଙ୍ଗ ଶବ୍ଦ ଚୁପ୍‌ ହୋଇଯାଇଛି। ‘ସିକୁଲାର’, ‘ଲିବ୍‌ଟାର୍ଡ’, ‘ଅର୍ବାନ ନକ୍ସଲ’ ଏହାର ସ୍ଥାନ...

ସରକାରୀ ସ୍କୁଲରେ ୫୦ରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପଢାଇ ପାରିବେନି

ଜଇପୁର,୧୯।୧୦: ରାଜସ୍ଥାନର ସରକାରୀ ବାଳିକା ବିଦ୍ୟାଳୟରେ ଏଣିକି ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀମାନଙ୍କୁ ପାଠ ପଢାଇ ପାରିବେ ନାହିଁ। ଶୁକ୍ରବାର ଶିକ୍ଷାମନ୍ତ୍ରୀ...

Advertisement
Archives

Model This Week