‘ଯଦି ଓ୍ବିଲିୟମସନ ଭାରତୀୟ ହୋଇଥାନ୍ତେ, ତେବେ ଏହି କ୍ରିକେଟରଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ’
ନୂଆଦିଲ୍ଲୀ,୨୭।୫: ଇଂଲଣ୍ଡର ପୂର୍ବ ବାମହାତୀ ସ୍ପିନର ମୋନ୍ଟି ପନେସର କେନ୍ ଓ୍ବିଲିୟମସନଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଯଦି କେନ୍ ଭାରତୀୟ ହୋଇଥାନ୍ତେ ତେବେ ସେ ଅଜିଙ୍କ୍ୟ ରାହାନେଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ ବୋଲି ସେ କହିଛନ୍ତି। ପନେସର କହିଛନ୍ତି, କେନ୍…
ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀ ମନା କରିବାରୁ ସ୍ବାମୀ ନେଲେ ଏମିତି ନିଷ୍ପତ୍ତି
ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ବାମୀ ତାଙ୍କୁ ଗୁଳି କରି ହତ୍ୟା କରିବା ସହ ୩ ପିଲାଙ୍କୁ କେନାଲରେ ଫିଙ୍ଗି ଦେଇଛନ୍ତି। ସୂଚନାଯୋଗ୍ୟ, ମୁଜଫରନଗର ପୁରକାଜୀ ଥାନା ଅଞ୍ଚଳରେ…
ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଗୁରୁବାର ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରର ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧ ଘଣ୍ଟା ଧରି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏପରିକି ବାତ୍ୟା କ୍ଷୟକ୍ଷତି ଆକଳନ…
ପ୍ରଥମ ଦେଖାରେ ଶଟ୍ଲେସ୍ ସଲମାନଙ୍କୁ ଦେଖି ହସ ରୋକି ପାରି ନ ଥିଲେ କଟ୍ରିନା, ସ୍ତବ୍ଧ ହୋଇଯାଇଥିଲେ…
ବମ୍ବେ: ବଲିଉଡ୍ର ଅନ୍ୟତମ ହିଟ୍ଯୋଡିଙ୍କ ମଧ୍ୟରୁ ସଲମାନ ଖାନ-କଟ୍ରିନା ଅନ୍ୟତମ। ଉଭୟ ରିଲ୍ ଏବଂ ରିଅଲ୍ ଲାଇଫ୍ରେ ରୋମାନ୍ସ କରିଥିବା କଥା ସମସ୍ତେ ଜାଣନ୍ତି। ରିଲ୍ରେ ପ୍ରେମ ଏବେ ବି ଜାରି ରହିଥିବା ବେଳେ ରିଅଲ୍ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାସତ୍ତ୍ୱେ…
ୟୁଟ୍ୟୁବ୍ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଏହି କ୍ରିକେଟର: ଲକ୍ଡାଉନ୍ରେ ଆଗକୁ ବଢ଼ିଥିଲା କଥା
ନୂଆଦିଲ୍ଲୀ,୨୭।୫: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଉଭୟଙ୍କ ଏକାଧିକ ଫଟୋ ଶେୟାର କରି ଚହଲ ନିଜ ଖୁସି ପ୍ରଶଂସକଙ୍କ ସହ…
ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା
ହଲିଉଡର ପ୍ରସିଦ୍ଧ ଅଭିନେତା କେଭିନ କ୍ଲାର୍କଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ କେଭିନଙ୍କ ମାତ୍ର ୩୨ ବର୍ଷ ହୋଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ କେଭିନ କ୍ଲାର୍କ ସାଇକେଲ ଚଳାଉ ଥିବାବେଳେ ଏକ ଗାଡି ଧକ୍କା ଦେବାରୁ ତାଙ୍କର…
୧୧୧ ବର୍ଷରେ ବି ଫିଟ୍ ଅଛନ୍ତି ଏହି ବ୍ୟକ୍ତି: ଖାଉଛନ୍ତି ଏହି ଖାସ୍ ଖାଦ୍ୟ
ସାଧାରଣତଃ ମଣିଷ ୯୦ କିମ୍ବା ୧୦୦ ବର୍ଷ ହୋଇଗଲେ ନିଜକୁ ଅନ୍ଫିଟ ଭାବିନେଇଥାଏ। କିନ୍ତୁ ଅଷ୍ଟ୍ରେଲିଆର ଲେଖକ ଡେକ୍ସଟର୍ କ୍ରୁଗର କ୍ଷେତ୍ରରେ ଏହା ଟିକେ ଭିନ୍ନ। ସେ ୧୧୧ ବର୍ଷ ବୟସରେ ମଧ୍ୟ ସେ ଫିଟ୍ ଅଛନ୍ତି। କ୍ରୁଗର ନିଜ ଜୀବନର…
ଚଳଚ୍ଚିତ୍ର ପାଇଁ ପାନୁଆ ପାଲଟିଥିଲେ ଏହି ଅଭିନେତା: ଦୈନିକ ଖାଉଥିଲେ ୧୦ରୁ ୧୫ଟି ପାନ; ଶୁଟିଂସେଟକୁ…
ବମ୍ବେ: ବଲିଉଡ୍ର ତିନି ଖାନ୍ଙ୍କ ମଧ୍ୟରୁ ଆମିର ଜଣେ। ତାଙ୍କ ଅଭିନୀତ ଫିଲ୍ମ ‘ପିକେ’ ଜବରଦସ୍ତ ହିଟ୍ ସାବ୍ୟସ୍ତ ହୋଇଥିଲା। ଦେଶବିଦେଶର ଦର୍ଶକଙ୍କ ମନ ଜିଣିଥିଲା ଚଳଚ୍ଚିତ୍ରଟି। ଅନ୍ୟ ଗ୍ରହରୁ ପୃଥିବୀକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଯିଏ ଏଠାରେ ଭଲପାଇବା, ରାଗ,…
ଯମୁନା ଏକ୍ସପ୍ରେସ୍ଓ୍ବେରେ ଜରୁରୀ ଅବତରଣ କଲା ବିମାନ…
ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶରେ ଯମୁନା ଏକ୍ସପ୍ରେସ୍ଓ୍ବେରେ ଏକ ବିମାନର ଜରୁରୀ କାଳୀନ ଅବତରଣ କରାଯାଇଛି। ଦୁଇ ସିଟ୍ ବିଶିଷ୍ଟ ଏହି ବିମାନର ଦୁଇ ପାଇଲଟ ସୁରକ୍ଷିତ ରହିଛନ୍ତି। ହଠାତ୍ ବିମାନଟି ଅବତରଣ କରିବାରୁ କିଛି ଘଣ୍ଟା ପାଇଁ ଏକ୍ସପ୍ରେସ୍ଓ୍ବେରେ ଯାନବାହନ ଯିବା ଆସିବାକୁ…
୧୮ ବର୍ଷରେ ବିବାହ ଅନିବାର୍ଯ୍ୟ, ନ ହେଲେ ଦେବାକୁ ପଡ଼ିବ ଜରିମାନା: ସରକାରଙ୍କ ପକ୍ଷରୁ ପ୍ରସ୍ତାବ…
କରାଚି,୨୭।୫: ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଣିକି ୧୮ ବର୍ଷରେ ବିବାହ ଅନିବାର୍ଯ୍ୟ କରାଯିବା ଲାଗି ସିନ୍ଧ୍ ପ୍ରଦେଶର ବିଧାନସଭା ମୁତ୍ତାହିଦା ମଜଲିସ୍ ଏ ଅଲମରେ ଏକ…
ବିଧାୟକଙ୍କୁ ନିଜ ଦଳର ନେତ୍ରୀ କରୁଥିଲେ ବ୍ଲାକମେଲ୍
ହରିଦ୍ୱାର,୨୭।୫: ହରିଦ୍ୱାରର ଜ୍ୱାଲାପୁରର ଭାଜପା ବିଧାୟକ ସୁରେଶ ରାଠୋରଙ୍କୁ ବଳାତ୍କାର ମାମଲାରେ ଫସାଇଥିବା ୫ ଅଭିଯୁକ୍ତଙ୍କୁ ଶେଷରେ ଗିରଫ କରାଯାଇଛି। ଗିରଫ ହୋଇଥିବା ୫ଜଣଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଅଛନ୍ତି। ସେ ଜଣେ ଭାଜପା ଦଳର ନେତ୍ରୀ ବୋଲି ଜଣାପଡିଛି।…
ବିପଦ ସଙ୍କେତ ଉପରେ ବୈତରଣୀ
ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୭ା୫(ଡି.ଏନ୍.ଏ.): ‘ୟାସ୍’ର ତାଣ୍ଡବ ଯୋଗୁ ବୈତରଣୀ ଧୀରେ ଧୀରେ ଫୁଲିବାରେ ଲାଗିଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୭.୯୨ ମିଟର ପ୍ରବାହିତ ହେଉଛି। ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଥିବାରୁ ବନ୍ୟା…
Archives


