Home Left

ବିପଦ ସଙ୍କେତ ଉପରେ ବୈତରଣୀ

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୭ା୫(ଡି.ଏନ୍‌.ଏ.): ‘ୟାସ୍‌’ର ତାଣ୍ଡବ ଯୋଗୁ ବୈତରଣୀ ଧୀରେ ଧୀରେ ଫୁଲିବାରେ ଲାଗିଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୭.୯୨ ମିଟର ପ୍ରବାହିତ ହେଉଛି। ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଥିବାରୁ ବନ୍ୟା…

ବର୍ଷିଲେ ରମିଜ: କହିଲେ ‘ଆମ ପାଖରେ ଧୋନୀ କି ସଚିନ ନାହାନ୍ତି, ଚାପ ଅଧିକ ହେଲେ ଫିକ୍ସର ଆଣି ଆସ’

ନୂଆଦିଲ୍ଲୀ,୨୭।୫: ପାକିସ୍ତାନର ପୂର୍ବତନ ଖେଳାଳି ତଥା ଲୋକପ୍ରିୟ କମେଣ୍ଟେଟର୍‌ ରମିଜ ରାଜା ନିଜ ଦେଶର କ୍ରିକେଟ ବ୍ୟବସ୍ଥାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ଜିମ୍ବାଓ୍ବେ ଗସ୍ତରେ ପୁରୁଣା ଖେଳାଳିମାନଙ୍କୁ ପଠାଇବା ଗୋଟିଏ ପାଦ ଆଗକୁ ବଢ଼ିବା ସହ ଦୁଇ ପାଦ ପଛକୁ…

ଖବରଦାତାଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ଗଣ ଯୋଗାଯୋଗ ବିଭାଗ ପିଜି ଛାତ୍ରୀଛାତ୍ର

ଭଞ୍ଜନଗର,୨୭ା୫(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢୁଛି। କେତେବେଳେ ପୋଲିସ ତ ଆଉ କେତେବେଳେ ଠିକାଦାର, ବ୍ୟବସାୟୀ, ନେତା ପ୍ରମୁଖଙ୍କ ଆକ୍ରମଣର ଶିକାର ହେଉଛନ୍ତି। ସରକାର ଖବରଦାତାଙ୍କୁ ସୁରକ୍ଷା ଦେଇପାରିନାହାନ୍ତି। ଯାହାକି ଚିନ୍ତାଜନକ ବିଷୟ।…

ବଢୁଛି ବୈତରଣୀ, ବନ୍ୟା ଆଶଙ୍କା: ଏସ୍‌ଆର୍‌ସି

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଆନନ୍ଦପୁର ଓ ଆଖୁଆପଦା ଠାରେ ଏହା ବିପଦ ସଙ୍କେତ ଉପରେ ରହିଛି। ତେଣୁ ବଡ଼ ଧରଣର ନ ହେଲେ ବି ବୈତରଣୀରେ ମଧ୍ୟମ ଧରଣର…

ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର

ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍‌ ଧୁମ୍‌ଧାମ୍‌ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ ରୀତିନୀତି ସରିବା ପୂର୍ବରୁ ହଠାତ୍‌ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିଲା। କେହି କିଛି ବୁଝିବା ପୂର୍ବରୁ…

ମୁଁ ବଡ଼ ହେଲେ ବିରାଟ କୋହଲି ହେବି, ମାରୁଛନ୍ତି ଆଖି ଲାଖିଯିବା ପରି ଶଟ୍‌

ରାଞ୍ଚି,୨୭ା୫: ଦେଶରେ କ୍ରିକେଟକୁ ନେଇ ଲୋକେ ପାଗଳପ୍ରାୟ। ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ପ୍ରେମରେ ବାଇଆ। ଝାଡ଼ଖଣ୍ଡରୁ ଏମିତି ଜଣେ ଛୋଟପିଲାର କ୍ରିକେଟ ଖେଳ ପ୍ରତି ଅହେତୁକ ଆଗ୍ରହ ଦେଖିବାକୁ ମିଳିଛି। ବୟସ ମାତ୍ର ୨ ବର୍ଷ…

ମ୍ୟାଚ୍‌ ଶେଷ ହେବା ପରେ ଏହି କାମ କରିଥାନ୍ତି ସୂର୍ଯ୍ୟକୁମାର: ୧୦୬ ସେକେଣ୍ଡ ଭିଡିଓରେ ବଖାଣିଲେ…

ବମ୍ବେ,୨୭।୫: ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ସହ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ନଜର ଆସିଥିଲେ। ଏହି ସମୟରେ ସେ ନିଜର ବ୍ୟକ୍ତିଗତ ରୁଚି ନେଇ ଅନେକ ମଜାଦାର କଥା ଶେୟାର କରିଛନ୍ତି। ସୂର୍ଯ୍ୟକୁମାର ବଲିଉଡ୍‌ର କମେଡି ଫିଲ୍ମ ଦେଖିବାକୁ…

ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ୧୦ଲକ୍ଷ ଆମ୍ଫୋଟେରିସନ୍‌ ଇଞ୍ଜେକ୍ସନ୍‌ ଯୋଗାଇବ ଆମେରିକାର ଏହି କମ୍ପାନୀ

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବର୍ଦ୍ଧିତ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୧ହଜାରରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି…

ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକେ ଘରକୁ ଫେରିଲେ ହେବ କରୋନା ଟେଷ୍ଟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ବାତ୍ୟା ୟାସ୍‌ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହେବ। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଲେ ସେମାନଙ୍କ ଟେଷ୍ଟିଂ ଏବଂ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର…

ଏହି କ୍ରିକେଟର୍‌ଙ୍କ ବଡ଼ ଭବିଷ୍ୟବାଣୀ: ଚେନ୍ନାଇ ସୁପର କିଙ୍ଗ୍ସରୁ ଅଲଗା ହୋଇଯିବେ ଧୋନୀ!

ପୂର୍ବତନ କ୍ରିକେଟର ତଥା ପ୍ରସିଦ୍ଧ ସମୀକ୍ଷକ ଆକାଶ ଚୋପ୍ରା ନିଜ ବେପରୁଆ ମନ୍ତବ୍ୟ ପାଇଁ ଜଣାଶୁଣା। ଆଇପିଏଲ ୨୦୨୨ ନିଲାମ ପୂର୍ବରୁ ଆକାଶ ଚୋପ୍ରା ଏକ ବଡ଼ କଥା କହିଛନ୍ତି। ଆକାଶ ଚୋପ୍ରା କହିଛନ୍ତି ଯେ, ଆସନ୍ତା ବର୍ଷର ମେଗା ନିଲାମରେ…

ପରଦାରେ ସଂସ୍କାରୀ ବାପା, ହେଲେ ଅନ୍‌ସ୍କ୍ରିନ୍‌ ବୋହୂଙ୍କ ପ୍ରେମରେ ପଡ଼ିଥିଲେ ଆଲୋକ ନାଥ; ଶୁଟିଂସେଟ୍‌ରେ…

ବମ୍ବେ: ୧୯୮୨ରେ ଚଳଚ୍ଚିତ୍ର ‘ଗାନ୍ଧୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ଆଲୋକ ନାଥ। ସେବେଠାରୁ ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ନିଜର ପିତା ଚରିତ୍ରକୁ ନେଇ ତାଙ୍କୁ ବେଶ ପସନ୍ଦ ମଧ୍ୟ କରାଯାଏ। ତାଙ୍କୁ ‘ବାବୁଜି’ ନାମରେ…

ପ୍ରସବର ୫ ଦିନ ପରେ ପୁଣି ଆଉ ଦୁଇ ସନ୍ତାନ ଜନ୍ମଦେଲେ ମହିଳା

ସାଧାରଣତଃ ଏକାସାଙ୍ଗରେ ମହିଳା ୬ ସନ୍ତାନ ଜନ୍ମ ଦେଇଥିବା ଆଗରୁ ଅନେକ ଖବର ଶୁଣିବାକୁ ମିଳିଛି। ମାତ୍ର ଏବେ ଜଣେ ମହିଳା ଗୋଟିଏ ସନ୍ତାନ ଜନ୍ମ ଦେବାର ୫ ଦିନ ପରେ ଆଉ ଦୁଇ ସନ୍ତାନକୁ ଜନ୍ମ ଦେଇଛନ୍ତି। ୩ ପିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri