Home Left

ପୁଣି ଅଡ଼ୁଆରେ ବାବା ରାମଦେବ

ନୂଆଦିଲ୍ଲୀ,୨୮।୧୦: କରୋନା ସମୟରେ ଲୋକଙ୍କୁ ଏଲୋପାଥି ସମ୍ପର୍କରେ ଭୁଲ ମନ୍ତବ୍ୟ ଦେଇ ଭ୍ରମ ଧାରଣା ସୃଷ୍ଟି କରିଥିଲେ ବାବା ରାମଦେବ। ଭାରତୀୟ ମେଡିକାଲ ଆସୋସିଏଶନ ଏବଂ ଅନ୍ୟ ଡାକ୍ତର ସଂଘ ଦ୍ୱାରା ଆଗତ ମାମଲାକୁ ଭିତ୍ତି କରି ଦିଲ୍ଲୀ ହୋଇକୋର୍ଟ ରାମଦେବଙ୍କୁ…

ମମିତାଙ୍କ ପରିବାରକୁ ଭେଟିଲା ଜାତୀୟ କଂଗ୍ରେସ ଟିମ୍‌

ବଲାଙ୍ଗୀର ଅଫିସ,୨୮ା୧୦: ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଗୁରୁବାର ଜାତୀୟ କଂଗ୍ରେସର ଉଚ୍ଚସ୍ତରୀୟ ଟିମ୍‌ ବଲାଙ୍ଗୀର ଜିଲାର ଝରଣୀ ଗାଁକୁ ଯାଇ ଭେଟିଛନ୍ତି । ଏହି ଟିମ୍‌ରେ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟବାଲା, ଓଡ଼ିଶା ପ୍ରଭାରୀ ଏ.…

ଗାଈ ଚରାଇବାକୁ ଯାଇ ୫ ଦିନ ହେଲା ଯୁବକ ନିଖୋଜ: ଏସ୍‌ପି ଅଫିସ ଘେରିଲେ ଗ୍ରାମବାସୀ

ଖୋର୍ଦ୍ଧା ଅଫିସ,୨୮ା୧୦: ଖୋର୍ଦ୍ଧା ଟାଉନ୍‌ ଥାନା କୁମ୍ବିଲୋ ଗ୍ରାମର ସନ୍ତୋଷ ବେହେରା(୨୨) ଗତ ୫ଦିନ ହେଲା ନିଖୋଜ ଅଛନ୍ତି। ଅଭିଯୋଗ ସତ୍ତ୍ବେ ଚୁପ୍‌ ବସିଛି ପୋଲିସ। ଏହାର ପ୍ରତିବାଦରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଗୁରୁବାର…

ଆର୍ୟନଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୮।୧୦: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କୁ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶେଷରେ ଜାମିନ ମିଳିଛି। ଗୁରୁବାର ବମ୍ବେ ହାଇକୋର୍ଟ ଲଗାତର ୩ ଦିନ ଶୁଣାଣି ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାସହ ଆର୍ୟନଙ୍କ ଦୁଇ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟ…

ମହଙ୍ଗା ମାଡ: ଚା’ ପତି କିଲୋ ୫୧୦୦, ସାମ୍ପୁ ବୋତଲ ୧୪୦୦୦ ଟଙ୍କା

ପ୍ୟୋଙ୍ଗୟାଙ୍ଗ,୨୮।୧୦: ଗତ କିଛି ବର୍ଷ ଧରି ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି। କିନ୍ତୁ ଏହି ସମୟରେ ଉତ୍ତର କୋରିଆର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଦେଶରେ ମାତ୍ର ୨ ମାସ ଖାଦ୍ୟ ବାକି ଅଛି। ପରିସ୍ଥିତି…

ମମିତା ହତ୍ୟା ମାମଲା: ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ଛତ୍ରପୁର,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଭାଜପା ସାଙ୍ଗଠନିକ ଘୁମୁସର ଜିଲା ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ମମିତା ପରିବାରକୁ ନ୍ୟାୟ ଦାବିରେ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୋଲିସ କର୍ମଚାରୀ ଓ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ…

ନୀରଜଙ୍କ ହୃଦୟ ଜିତିଲେ ଏହି କୁନି ବାଳିକା; ଏପରି କଥା କହିଲେ ଯେ…

ନୂଆଦିଲ୍ଲୀ,୨୮।୧୦: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ଚର୍ଚ୍ଚାରେ ଆଥ୍‌ଲେଟ ନୀରଜ ଚୋପ୍ରା। ପ୍ରାୟତଃ ତାଙ୍କର ଫଟୋ ଭାଇରାଲ ହେଉଥିବା ବେଳେ ଏବେ ଏକ ଭିଡିଓ ସମସ୍ତଙ୍କ ହୃଦୟ ଜିତୁଛି। ଭିଡିଓରେ ନୀରଜ ଜଣେ ବାଳିକା ସହ କଥା ହେଉଛନ୍ତି।…

ପୁଣି ଫେରିଲା କରୋନା, ୧୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କଲେ ସରକାର…

ମସ୍କୋ,୨୮।୧୦: ରୁଷିଆରେ ପୁଣି କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୯୬ ହୋଇଛି। ସେହିପରି ମୃତକଙ୍କ ସଂଖ୍ୟା ୧,୧୫୯ରେ ପହଞ୍ଚିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ବ୍ଳୂାଡିମୀର…

‘ମାଉସ୍‌’ର ନାଁ ପଛରେ ରହିଛି ରୋଚକ ତଥ୍ୟ

ଆମେ ସମସ୍ତେ କମ୍ପ୍ୟୁଟରରେ କାମ କରିବା ପାଇଁ ମାଉସ ବ୍ୟବହାର କରୁ। କମ୍ପ୍ୟୁଟର ପରଦାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା କିମ୍ବା ଏକ ଆଇକନ ଉପରେ କ୍ଲିକ କରିବା ପାଇଁ ମାଉସ ବ୍ୟବହାର କରାଯାଏ। କିନ୍ତୁ ଅନେକ ଥର ଆପଣ…

ବିବାହ ପରେ ଏବେ ଚର୍ଚ୍ଚାରେ ବିକ୍କି-କଟ୍ରିନାଙ୍କ କାର୍‌ ନମ୍ବର ପ୍ଲେଟ୍‌

ବମ୍ବେ: ମନ ମିଶିଲେ ସବୁ କିଛି ମିଶେ। ସେପରି କିଛି ଅଭିନେତା ବିକ୍କି କୌଶଲ-ଅଭିନେତ୍ରୀ କଟ୍ରିନା କୈଫଙ୍କ କ୍ଷେତ୍ରରେ। ଉଭୟ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୁହିଁଙ୍କ ଗାଡ଼ର ନମ୍ବର ପ୍ଲେଟ ଖବର ଶିରୋନାମା…

ପ୍ରସବ ଦ୍ୱାର ପରିବର୍ତ୍ତେ ଡାକ୍ତର ସିଲେଇ କରିଦେଲେ ମଳଦ୍ୱାର

ପାଟଣା,୨୮ା୧୦(ସ୍ବ.ପ୍ର.): ଜନନୀ ଓ ନବଜାତକଙ୍କ ସୁରକ୍ଷା ଆଉ ନିରାପଦ ପ୍ରସବ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଅଜସ୍ର ଖର୍ଚ୍ଚ କରୁଥିବା ବେଳେ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଜଣେ ପ୍ରସୂତି ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା…

ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା

ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ଘରେ ୟୁଟ୍ୟୁବ ଭିଡିଓ ଦେଖି ଏକ ସନ୍ତାନ ଜନ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?