Home Left

ପୋଲିସ୍‌ ଅବତାର

ଭୂମିକାଟି ଆକ୍ସନ ହେଉ କି କମେଡି, ସେଗୁଡ଼ିକୁ ବେଶ୍‌ ସୂଚାରୁ ରୂପରେ ତୁଲାଇବା ସହ ବଲିଉଡ୍‌ରେ ନିଜକୁ ଜଣେ ନାମୀ ଅଭିନେତାର ପରିଚୟ ଦେଇସାରିଛନ୍ତି ଅକ୍ଷୟ କୁମାର। ଏବେ ତାଙ୍କୁ ନେଇ ଚର୍ଚ୍ଚା। କାରଣ ସେ ଅଭିନୟ କରିଥିବା ତଥା ରିଲିଜ…

ଉଦ୍ଧବଙ୍କୁ ଚିଠି ଲେଖିଲେ ଓ୍ବାଙ୍ଖଡେଙ୍କ ସ୍ତ୍ରୀ

ମୁମ୍ବାଇ,୨୮।୧୦: ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଜାରି ରହିଛି ଥ୍ରୀଲର ଏବଂ ସସ୍ପେନ୍ସ। ଏହି ହାଇପ୍ରୋଫାଇଲ କେସ୍‌ରେ ଦିନକୁ ଦିନ ନୂଆ ଟୱିଷ୍ଟ ସାମ୍ନାକୁ ଆସୁଛି। ଏନ୍ସିବିର ତଦନ୍ତ ଅଧିକାରୀ ସମୀର ୱାଙ୍ଖଡେଙ୍କ ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ।…

କିଏ ଏହି କୁନି ଶିଶୁ, ଯାହାର ଚେହେରା ମିଶୁଛି କରୀନାଙ୍କ ପୁଅ ସହ

କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଷ୍ଟାର୍‌ କିଡ୍‌ ଭାବେ ଲୋକପ୍ରିୟତା ରହିଛି। ସୋସିଆଲ ମିଡିଆରେ ଏବେ ତୈମୁରଙ୍କ ଚେହେରା ପରି ଆଉ ଜଣେ କୁନି ଶିଶୁର ଫଟୋ ଭାଇରାଲ ହେଉଛି। ଏମିତିରେ ବି…

କ୍ରୁର ଶାସକଙ୍କ ଚରମ ନିର୍ଦ୍ଦେଶ: ବଞ୍ଚି ରହିବାର ଅଛି ତ କମ ଖାଅ

ପ୍ୟାଙ୍ଗ୍‌ୟାଙ୍ଗ୍‌,୨୮।୧୦: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଗଙ୍ଗୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଲୋକଙ୍କୁ କମ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିମ ଜୋଙ୍ଗ ଦେଶବାସୀଙ୍କୁ ୨୦୨୫ ପର୍ଯ୍ୟନ୍ତ କମ ଖାଦ୍ୟ…

ଟୋଟାଲ ବାଳୁଙ୍ଗା

ଲଭ୍‌, ଇମୋଶନ, କମେଡି ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ଭିନ୍ନ ଧରଣର ଓଡ଼ିଆ ସିନେମା। ଏହାର ଟାଇଟଲ ରହିଛି ‘ଟୋଟାଲ ବାଳୁଙ୍ଗା’। କ୍ରିଷ୍ଣା ଫିଲ୍ମସ ବ୍ୟାନରରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏକ ତ୍ରିକୋଣୀୟ…

ବଡ଼ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ

ଶ୍ରୀନଗର,୨୮।୧୦: ଜମ୍ମୁ କଶ୍ମୀରର ଡୋଡା ଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳେ ଥାଟ୍ରି-ଡୋଡା ରାସ୍ତାରେ ସୁଇ ଗାୱାରୀରେ ଏହି ସଡ଼କ…

ଇତିହାସ ରଚିଲେ ଏହି କ୍ରିକେଟର୍‌

ଆବୁଧାବି,୨୮।୧୦: ନାମ୍ବିଆର ପେସର୍‌ ରୁବେନ ଟ୍ରମ୍ପେଲମ୍ୟାନ ଟି -୨୦ ବିଶ୍ୱକପ ୨୦୨୧ରେ ଇତିହାସ ସୃଷ୍ଟି କରିଛନ୍ତି। ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ସ୍କଟଲ୍ୟାଣ୍ଡ ବିପକ୍ଷ ଇନିଂସର ପ୍ରଥମ ଓଭରରେ ସେ ୩ ଉଇକେଟ ନେଇଥିଲେ। ଏହା ପ୍ରଥମ ଥର ପାଇଁ ଟି…

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ

ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାଜନୀତିରେ…

ସଲମାନଙ୍କୁ ଜୋରରେ ଲାଗିଲା ଭୋକ: କଲେ ଏମିତି

ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜ ଫିଟନେସ୍‌ ପାଇଁ ଜଣାଶୁଣା। ସଲମାନ ନିଜ ଡାଏଟକୁ ନେଇ ବେଶ୍‌ ସଚେତନ। ପ୍ରତିଦିନ ସେ ଜିମ୍‌ ଯିବାକୁ ଭୁଲନ୍ତି ନାହିଁ। କିନ୍ତୁ ଯଦି ସଲ୍ଲୁ କେବେ ଭୋକିଲା ଥାନ୍ତି ସେତେବେଳେ ସେ ଡାଏଟ୍‌ ସହ…

ଡ୍ରଗ୍ସ୍‌ ଆଇନରେ ପରିବର୍ତ୍ତନ ପାଇଁ ମନ୍ତ୍ରୀଙ୍କ ଦାବି, ଯୁବବର୍ଗଙ୍କୁ ଜେଲ୍‌ ବଦଳରେ ସୁଧାର ଗୃହ ପଠାଯାଉ…

ଲକ୍ଷ୍ନୌ,୨୮।୧୦: ଦେଶରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ଗଣମାଧ୍ୟମ ସମ୍ମିଳନୀରେ ରାମଦାସ କହିଛନ୍ତି ଦେଶରେ ପ୍ରଚଳିତ…

ଏ ମନ ଖୋଜୁଥାଏ…

କଥାରେ ଅଛି ‘ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା’। ରିତେଶ ଦେଶମୁଖଙ୍କୁ ନାୟକ ଭାବରେ ବ୍ରେକ୍‌ ମିଳିଥିଲା ‘ତୁଝେ ମେରି କସମ୍‌’ରେ। ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଅଭିନୟ…

ଭାରତଠାରୁ ୨ ବିଶ୍ୱକପ୍‌ ଟାଇଟଲ୍‌ ଛଡାଇ ନେଇଛି ନ୍ୟୁଜିଲାଣ୍ଡ

ଦୁବାଇ,୨୮।୧୦: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ହାରିଛି ଭାରତୀୟ ଦଳ। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ଦଳକୁ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡର ସାମ୍ନା କରିବାକୁ ପଡିବ। ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନଠାରୁ ପ୍ରଥମ ମ୍ୟାଚ ହାଇଛି। ଏହାସତ୍ତ୍ୱେ ଭାରତକୁ ନ୍ୟୁଜିଲାଣ୍ଡ ପ୍ରତି ସତର୍କ ରହିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?