Home Left

ନେଟ୍‌ରେ ବୋଲିଂ ଟେଷ୍ଟ ଦେବେ ହାର୍ଦ୍ଦିକ

ଦୁବାଇ,୨୯।୧୦: ଆସନ୍ତା ରବିବାର ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଦୁବାଇରେ ଖେଳାଯିବାକୁ ଥିବା କର ବା ମର ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିପାରନ୍ତି। ଶୁକ୍ରବାର ତାଙ୍କୁ ପ୍ରାକ୍ଟିସ ସେସନ ବେଳେ ପୁଣି ଥରେ ବୋଲିଂ…

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଛାତ୍ରଙ୍କୁ କୋର୍ଟ ଆଗରେ ମାଡ଼

ଆଗ୍ରା,୨୯।୧୦ : ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଉତ୍ସବ ମନାଇବାରୁ ଜମ୍ମୁ-କଶ୍ମୀରର ୩ ଛାତ୍ର ଗିରଫ ହୋଇଛନ୍ତି। ସେମାନଙ୍କୁ ଗୁରୁବାର ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଯାଇଥିଲା। ୩ ଛାତ୍ରଙ୍କୁ କୋର୍ଟରୁ ହାଜତକୁ ନିଆଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏକ ଗୋଷ୍ଠି…

ଯମଜ ସନ୍ତାନର ବାପା ହେଲେ ଏହି କ୍ରିକେଟର୍‌

ମୁମ୍ବାଇ: କ୍ରିକେଟର୍‌ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍‌ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଯମଜ ସନ୍ତାନର ବାପା ,ମା’ ହୋଇଛନ୍ତି। ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ଆମେ ୩ରୁ ୫ ହୋଇଗଲୁ। ବିଭିନ୍ନ…

ଗର୍ଜିଲା ଓ୍ବାର୍ନରଙ୍କ ବ୍ୟାଟ୍‌

ଦୁବାଇ,୨୮।୧୦ : ଦୀର୍ଘ ଦିନ ପରେ ଫର୍ମକୁ ଫେରିଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। ତାଙ୍କ ୬୫ ରନ୍‌ର ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ୭ ଉଇକେଟରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୫୪ ରନର ବିଜୟ ଲକ୍ଷ୍ୟକୁ…

ଲାଞ୍ଚ ନେଇ ମଦ ଫେରାଇ ଦେଇଥିଲେ କନଷ୍ଟେବଳ

ପାଟଣା,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଜବତ ମଦ ଫେରାଇ ପ୍ରତିବଦଳରେ ଲାଞ୍ଚ ନେଉଥିବାର ସ୍ବୀକାରୋକ୍ତି ଅଡିଓ ଭାଇରାଲ ହୋଇଛି। କନେଷ୍ଟବଳ ଜଣଙ୍କ ଗତ ମେ’ରେ ସିଲିପଦା ଅଞ୍ଚଳର ଜଣେ ବେପାରୀଙ୍କ ଘରେ ଚଢାଉ କରି ମଦ…

ଶୈଳେଶ ଡାନି ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ସମ୍ବଲପୁର ଜିଲା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶୈଳେଶ ଡାନିଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଡାନିଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ବିଜେଡି ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇ…

ମିଛ ଗଣବଳାତ୍କାର ମାମଲାରେ ମହିଳାଙ୍କୁ ୧୦ ବର୍ଷ ଜେଲ୍‌

ଭୋପାଳ,୨୮।୧୦: ୪ ଜଣ ପଡୋଶୀଙ୍କ ବିରୋଧରେ ମିଥ୍ୟା ଗଣବଳାତ୍କାର ମାମଲା ଆଣିଥିଲେ। ଏହାକୁ ପ୍ରମାଣିତ କରିବା ପାଇଁ ଜାଲ୍‌ ତଥ୍ୟ ପ୍ରସ୍ତୁତ କରିଥିବା ମଧ୍ୟପ୍ରଦେଶର ଜଣେ ୪୬ ବର୍ଷୀୟ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି।…

‘ପିଜା, ବର୍ଗର ନୁହେଁ ରନ୍ଧା ଖାଦ୍ୟ ଭଲ’

ନୂଆଦିଲ୍ଲୀ,୨୮।୧୦: ଭାରତର ଉପ ରାଷ୍ଟ୍ରପତି ଭେଙ୍କାୟା ନାଇଡ଼ୁ ଗୁରୁବାର ଉତ୍ତର ଗୋଆରେ ଏକ କଲେଜର ନୂଆ କ୍ୟାମ୍ପସ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ। ପ୍ରଯୁକ୍ତିବିଦ୍ୟା ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଥିବା ବିପଦ ଉପରେ ଆଲୋଚନା ବେଳେ ଉପ ରାଷ୍ଟ୍ରପତି ଭେଙ୍କାୟା…

ଆଇପିଏଲ୍‌ ଅକ୍‌ଶନରେ ଭାଗ ନେବେ ଓ୍ବାର୍ନର

ମେଲବୋର୍ନ,୨୮।୧୦ : ପରବର୍ତ୍ତୀ ଆଇପିଏଲ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ରିଟେନ କରିବାର ସମ୍ଭାବନା କ୍ଷୀଣ। ଏଣୁ ସେ ଆଗାମୀ ଅକଶନରେ ଭାଗ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଧିନାୟକ ଥିଲା ବେଳେ…

ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାରୁ…

ବାଙ୍ଗିରିପୋଷି,୨୮।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶିମିଳାରେ ଏକ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ପାଇଁ ବଚସାକୁ କେନ୍ଦ୍ରକରି ନିଜ କକାଙ୍କୁ ହାଣି ହତ୍ୟା କରିଛନ୍ତି ପୁତୁରା। ପୋଲିସ ଗୁରୁବାର ଏକ ହତ୍ୟା ମାମଲା (ନଂ.୨୫୨/୨୧) ରୁଜୁ କରି ପୁତୁରା…

ଓ୍ବାଙ୍ଖଡେଙ୍କୁ ମିଳିଲା ନାହିଁ ସୁରକ୍ଷା

ମୁମ୍ବାଇ, ୨୮ା୧୦: ଗିରଫଦାରିରୁ ମୁକ୍ତି ପାଇବା ପାଇଁ ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ବମ୍ବେ ହାଇକୋର୍ଟଙ୍କଠାରୁ ଅନ୍ତରୀଣ ସୁରକ୍ଷା ପାଇଁ କରିଥିବା ଆବେଦନ ଗୁରୁବାର ଖାରଜ ହୋଇଯାଇଛି। ଜବରଦସ୍ତି ବଟି ଆଦାୟ ଏବଂ ଦୁର୍ନୀତି ମାମଲାରେ ଗିରଫ କରିବାର ୩…

ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ଓକିଲଙ୍କ ସହ ଫଟୋ ଉଠାଇଲେ

ମୁମ୍ବାଇ, ୨୮।୧୦ : କ୍ରୁଜ ଯାହଜରେ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଗୁରୁବାର ଜାମିନ ମିଳିବା ନେଇ ସ୍ପଷ୍ଟ ହୋଇଛି। ପୁଅକୁ ଜାମିନ ମିଳିବା ପରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ତାଙ୍କ ଓକିଲଙ୍କ ଟିମ୍‌ ସହ ଫଟୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?